ବର ବେଶରେ ଆଜି କାହିଁକି ସଜେଇ ହୋଇଛନ୍ତି ସୁରଭାଇ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଣ୍ଡରେ ମୁକୁଟ ସାଙ୍ଗକୁ ବେକରେ ଫୁଲ ହାର। ପୁରା ବର ବେଶରେ ସଜେଇ ହୋଇଛନ୍ତି ସୁର ରାଉତରାୟ ଓରଫ ସୁରଭାଇ। ଆଉ କର୍ମୀଙ୍କ ସହ ପାଳିଛନ୍ତି ନିଜ ଜନ୍ମଦିନ। କଂଗ୍ରେସର ବରିଷ୍ଟ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କର ଆଜି ହେଉଛି ୭୬ତମ ଜନ୍ମଦିନ। ନିଜ କର୍ମୀ ଓ ଆପଣାର ଲୋକଙ୍କ ସହ ଆଜି ବେଶ୍ ଧୁମଧାମରେ ଜନ୍ମ ଦିନ ପାଳନ କରିଛନ୍ତି କଂଗ୍ରେସର ଏହି ଟାଣୁଆ ନେତା। ତାଙ୍କର ଶୁଭେଚ୍ଛୁଙ୍କଠାରୁ ଆରମ୍ଭ […]

sura-OR-1

sura-OR-1

Tapas Behera
  • Published: Saturday, 10 August 2019
  • Updated: 10 August 2019, 06:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଣ୍ଡରେ ମୁକୁଟ ସାଙ୍ଗକୁ ବେକରେ ଫୁଲ ହାର। ପୁରା ବର ବେଶରେ ସଜେଇ ହୋଇଛନ୍ତି ସୁର ରାଉତରାୟ ଓରଫ ସୁରଭାଇ। ଆଉ କର୍ମୀଙ୍କ ସହ ପାଳିଛନ୍ତି ନିଜ ଜନ୍ମଦିନ। କଂଗ୍ରେସର ବରିଷ୍ଟ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କର ଆଜି ହେଉଛି ୭୬ତମ ଜନ୍ମଦିନ। ନିଜ କର୍ମୀ ଓ ଆପଣାର ଲୋକଙ୍କ ସହ ଆଜି ବେଶ୍ ଧୁମଧାମରେ ଜନ୍ମ ଦିନ ପାଳନ କରିଛନ୍ତି କଂଗ୍ରେସର ଏହି ଟାଣୁଆ ନେତା। ତାଙ୍କର ଶୁଭେଚ୍ଛୁଙ୍କଠାରୁ ଆରମ୍ଭ କରି ବିଭିନ୍ନ ଦଳର ନେତାମାନେ ତାଙ୍କୁ ଭେଟି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ଏହି ପରିପ୍ରେକ୍ଷୀରେ ସୁର ରାଉତରାୟ କହିଛନ୍ତି, ଏହି ଶୁଭଦିନରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପ୍ରସ୍ତୁତିକୁ ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଥାଏ। ଆଜି ସେହି ଆଲୋଚନା ହୋଇଛି। ଆସନ୍ତା ୨୧ତାରିଖରେ ମହତାବଙ୍କ ଜୟନ୍ତୀ ପରିପ୍ରେକ୍ଷୀରେ ରାଜଧାନୀରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହେବ। ଗଣଦୌଡ଼ ସାଙ୍ଗକୁ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ, ଯଦି ନିଷ୍ଠାର ସହ ଆମେ କୌଣସି କାର୍ଯ୍ୟ କରିବା, ତାହା ସଫଳ ହେବ।

ତେବେ ତାଙ୍କର ଏଭଳି ବେଶକୁ ନେଇ ଚିରାଚରିତ ଢଙ୍ଗରେ ଉତ୍ତର ଦେଇଛନ୍ତି। କହିଛନ୍ତି “ଇଏ ରଜାବେଶ ନୁହେଁ। ଭାଇମାନେ ଶ୍ରଦ୍ଧାରେ ପିନ୍ଧାଇ ଦେଇଛନ୍ତି। ମାମୁଲି ଚାଷୀଟିଏ ମୁଁ।” ସେ କହିଛନ୍ତି ଯେ, କଂଗ୍ରେସରେ ମୃତ୍ୟୁ ପର୍ଯ୍ୟନ୍ତ ରହିବି। ଲୋକଙ୍କ ସେବା କରିବି। କିନ୍ତୁ, ଆଉ ବିଧାୟକ ଭାବେ ଛିଡ଼ା ହେବିନି।"

ରାଜନୀତିରେ ଜନତା ଦଳରୁ କ୍ୟାରିୟର ଆରମ୍ଭ କରିଥିଲେ ସୁରଭାଇ। ୧୯୭୭ରେ ଜନତା ଦଳରୁ ଜଟଣୀ ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇ ସେ ପ୍ରଥମଥର ବିଧାନସଭାକୁ ଆସିଥିଲେ। ପରେ ସେ କଂଗ୍ରେସରେ ମିଶି ବହୁ ପଦପଦବୀ ପାଇଛନ୍ତି, ମନ୍ତ୍ରୀ ମଧ୍ୟ ହୋଇଛନ୍ତି। ତେବେ ୨୦୦୪ରୁ ଲଗାତାର ତୃତୀୟଥର ପରାଜିତ ହେବା ପରେ ଚଳିତଥର ସୁରଙ୍କୁ କଡ଼ା ଟକ୍କରର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତଥାପି ବିଜେଡିର ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟଙ୍କୁ ହରାଇ ସେ ପୁଣି ଥରେ ୧୫ ବର୍ଷର ବ୍ୟବଧାନ ପରେ ବିଧାୟକ ହୋଇଛନ୍ତି। ଏଥରକୁ ମିଶାଇ ସୁର ମୋଟ ୬ଥର ବିଧାୟକ ହୋଇଛନ୍ତି।

https://youtu.be/wgaSPF3rX1o

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story