ମାଟିରେ ଲୋଟିଛି ସଢ଼ା କଖାରୁ

ସାଲେପୁର (ମନୋଜ ଆଚାର୍ଯ୍ୟ): ଝାଳକୁ ରକ୍ତ କରି ପରିଶ୍ରମ କରିଥିଲା ଚାଷୀ। ଭଲ ପନିପରିବା ହେବ ବୋଲି ଆଶା ରଖିଥିଲା। ହେଲେ ପନିପରିବା ଫଳିବା ସମୟରେ ଦାଉ ସାଧିଲା ଲଘୁଚାପ ଜନିତ ବର୍ଷା ପରେ ବନ୍ୟା। ଆଉ ଏବେ ମାଟିରେ ମିଶିଛି ଚାଷ। ଭାଗ୍ୟକୁ ଆଦରି ପେଟେ ପାଣିରେ ଭବିଷ୍ୟତକୁ ଖୋଜୁଛି ଚାଷୀ। ଗୋଡ଼ ମାରି ପେଟେ ପାଣିରେ ବୋଇତି କଖାରୁ ଖୋଜୁଛି। ବାତ୍ୟା ପରେ ଏପରି ଭୟଙ୍କର ଚିତ୍ର ଆସିଛି କଟକ ଜିଲ୍ଲା ସାଲେପୁର ଅଞ୍ଚଳରୁ। […]

pumpkin

pumpkin

Manoranjan Sial
  • Published: Saturday, 20 August 2022
  • Updated: 20 August 2022, 08:46 PM IST

Sports

Latest News

ସାଲେପୁର (ମନୋଜ ଆଚାର୍ଯ୍ୟ): ଝାଳକୁ ରକ୍ତ କରି ପରିଶ୍ରମ କରିଥିଲା ଚାଷୀ। ଭଲ ପନିପରିବା ହେବ ବୋଲି ଆଶା ରଖିଥିଲା। ହେଲେ ପନିପରିବା ଫଳିବା ସମୟରେ ଦାଉ ସାଧିଲା ଲଘୁଚାପ ଜନିତ ବର୍ଷା ପରେ ବନ୍ୟା। ଆଉ ଏବେ ମାଟିରେ ମିଶିଛି ଚାଷ। ଭାଗ୍ୟକୁ ଆଦରି ପେଟେ ପାଣିରେ ଭବିଷ୍ୟତକୁ ଖୋଜୁଛି ଚାଷୀ। ଗୋଡ଼ ମାରି ପେଟେ ପାଣିରେ ବୋଇତି କଖାରୁ ଖୋଜୁଛି। ବାତ୍ୟା ପରେ ଏପରି ଭୟଙ୍କର ଚିତ୍ର ଆସିଛି କଟକ ଜିଲ୍ଲା ସାଲେପୁର ଅଞ୍ଚଳରୁ।

ଚିତ୍ରୋତ୍ପଳା ନଦୀ ଅବବାହିକା ଜମି ଉର୍ବର। ଏଠାରେ ଶହଶହ ହେକ୍ଟର ଚାଷ ଜମିରେ କଖାରୁ, ପୋଟଳ, ଝୁଡଙ୍ଗ, ଲଙ୍କା ଓ କାକୁଡ଼ି ଆଦି ପନିପରିବା ଚାଷ ହୋଇଥିଲା। ରତିଲୋ, ପୁରୁଣାହାଟ, ତରିତୋ, ସୁଦୁଖଣ୍ଡ ପ୍ରମୁଖ ପଞ୍ଚାୟତର ଗରିବ ଚାଷୀମାନେ ଚାଷ କରି କରିଥିଲେ। ଭଲ ଅମଳ ମଧ୍ୟ ହେଉଥିଲା। ଏଠାରୁ ଉତ୍ପାଦନ ହେଉଥିବା ପନିପରିବା କଟକ ଛତ୍ରବଜାର, ସାଲେପୁର ହାଟ୍‌, କେନ୍ଦ୍ରାପଡ଼ା ଓ ଜଗତସିଂହପୁରକୁ ଯାଉଥିଲା। ହେଲେ ଆଜି ସେହି ଅଞ୍ଚଳ ଜଳମଗ୍ନ।

[caption id="attachment_759310" align="aligncenter" width="650"]pumpkin ପାଣି ତଳେ ଥିବା କଖାରୁକୁ ବାହାର କରି ଘରକୁ ନେଉଛି ଚାଷୀ[/caption]

ଯେଉଁ ଚିତ୍ରୋତ୍ପଳା ନଦୀ ପଠାରେ ଦିନେ ଫଳୁଥିଲା ସୁନାର ଫସଲ, ସେଠି ଆଜି ପାଣିର ଭଉଁରୀ। ପେଟେ ଉଚ୍ଚର ପାଣି ତଳେ ଖତ ହେଉଛି ଚାଷୀର ଝାଳ ବୁହା ପରିଶ୍ରମ। ତିନି ଦିନର ବନ୍ଦୀ ଜୀବନ କାଟିବା ପରେ ବହୁ କଷ୍ଟରେ ଆଜି ଘରୁ ବାହାରି ଚାଷ ଜମିକୁ ଆସିଥିଲା ଚାଷୀ। ହେଲେ ସେ ଯେଉଁ ଫସଲକୁ ପାଣି, ଖତ ଓ ସାର ଦେଇ ବଢ଼ାଇଥିଲା, ତାକୁ ଆଉ ପାଖରୁ ଦେଖିବାକୁ ପାଇଲା ନାହିଁ। ଭାଗ୍ୟକୁ ଆଦିରେ ଅଣ୍ଟେ ପଶିଲା। ପନି ପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ପାଣିରେ ଗୋଡ଼ ମାରି ବୋଇତି କଖାରୁ ଗୋଟାଇ ଆଣିଛି।

ଚାଷୀଙ୍କ କହିବା ଅନୁସାରେ ବନ୍ୟା ପାଣିରେ ବହୁ କଖାରୁ ଭାସି ଯାଇଛି। ଆଉ ମାଟି ଉପରେ ମାତିଥିବା ପନିପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଚାଷୀ କେବଳ ଭାଗ୍ୟକୁ ଆଦରି ବସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story