ଭିକ୍ଷାଥାଳି ଧରି ଧାରଣାରେ ବସିଲେ ଗାଡ଼ି ମାଲିକ

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ଗତ ସାଧାରଣ ନିର୍ବାଚନରେ ବ୍ୟବହୃତ ହୋଇଥିବା ଗାଡ଼ିର ଭଡ଼ା ମିଳି ନଥିବାରୁ ଭିକ୍ଷାଥାଳି ଧରି ଆଜି ସୁବର୍ଣ୍ଣପୁର ଜିଲ୍ଲାର ଗାଡ଼ି ମାଲିକମାନେ ଧାରଣାରେ ବସିଛନ୍ତି। ଏନେଇ ଗାଡ଼ି ମାଲିକମାନେ ଜିଲ୍ଲା ପ୍ରଶାସନ ପାଖରେ ବାରମ୍ୱାର ଫେରାଦ ହୋଇଥିଲେ ବି ଭଡ଼ା ମିଳିପାରି ନାହିଁ। ତେଣୁ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଚାଲିଥିବା ବେଳେ କିଛି ଗାଡ଼ି ମାଲିକ ସମ୍ମିଳନୀ କକ୍ଷ ସାମ୍ନାରେ ବସି ଧାରଣା ଦେଇଛନ୍ତି। ତୁରନ୍ତ ଗାଡ଼ିମାଲିକଙ୍କୁ ପ୍ରାପ୍ୟ ପ୍ରଦାନ କରା […]

sonpur

sonpur

Jyoshna Pradhan
  • Published: Monday, 02 December 2019
  • Updated: 02 December 2019, 02:48 PM IST

Sports

Latest News

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ଗତ ସାଧାରଣ ନିର୍ବାଚନରେ ବ୍ୟବହୃତ ହୋଇଥିବା ଗାଡ଼ିର ଭଡ଼ା ମିଳି ନଥିବାରୁ ଭିକ୍ଷାଥାଳି ଧରି ଆଜି ସୁବର୍ଣ୍ଣପୁର ଜିଲ୍ଲାର ଗାଡ଼ି ମାଲିକମାନେ ଧାରଣାରେ ବସିଛନ୍ତି। ଏନେଇ ଗାଡ଼ି ମାଲିକମାନେ ଜିଲ୍ଲା ପ୍ରଶାସନ ପାଖରେ ବାରମ୍ୱାର ଫେରାଦ ହୋଇଥିଲେ ବି ଭଡ଼ା ମିଳିପାରି ନାହିଁ। ତେଣୁ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଚାଲିଥିବା ବେଳେ କିଛି ଗାଡ଼ି ମାଲିକ ସମ୍ମିଳନୀ କକ୍ଷ ସାମ୍ନାରେ ବସି ଧାରଣା ଦେଇଛନ୍ତି। ତୁରନ୍ତ ଗାଡ଼ିମାଲିକଙ୍କୁ ପ୍ରାପ୍ୟ ପ୍ରଦାନ କରା ନଗଲେ ଆଗକୁ ଜୋରଦାର ଆନ୍ଦୋଳନକୁ କରିବାକୁ ସେମାନେ ଧମକ ମଧ୍ୟ ଦେଇଛନ୍ତି।

ଏନେଇ ଗାଡ଼ି ମାଲିକ ପୁରୁଷୋତ୍ତମ ପାଣିଗ୍ରାହୀ କହିଛନ୍ତି, “ଗତ ସାଧାରଣ ନିର୍ବାଚନ ମେ’ ମାସରେ ହୋଇଥିଲା। ଆମ ଗାଡ଼ି ସବୁ ଏଥିରେ ନିୟୋଜିତ ହୋଇଥିଲା। ହେଲେ ନିର୍ବାଚନ ସରିବାର ୬ ମାସ ପରେ ବି କିଛି ପେମେଣ୍ଟ ମିଳି ନାହିଁ। ସେଥିପାଇଁ ଆମେ ବାରମ୍ୱାର ଜିଲ୍ଲାପାଳ ଓ ଏଡିଏମ୍‌ଙ୍କୁ ଜଣାଇଥିଲୁ। ହେଲେ କିଛି ସୁଫଳ ମିଳୁନାହିଁ। ତେଣୁ ବାଧ୍ୟ ହୋଇ ଆଜି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଏଠି ଆମେ ବସିଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story