ମୋର କୌଣସି ଦଳରେ ସାମିଲ ହେବାର ନାହିଁ: ପ୍ରଫୁଲ୍ଲ ଘଡ଼େଇ

ଯାଜପୁର(ଓଡ଼ିଶା ରିପୋର୍ଟର): ବରିଷ୍ଠ ନେତା ଦାମୋଦର ରାଉତଙ୍କ ସହ ଯିବା, ନଯିବା ନେଇ ପ୍ରଫୁଲ୍ଲ ଘଡ଼େଇଙ୍କ ନାଁରେ ଚର୍ଚ୍ଚା ଜୋର ଧରିଛି। ତେବେ ଏନେଇ ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼େଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି,“ଦାମ ବାବୁ ଜଣେ ପୂରୁଖା ନେତା। ମୁଁ ଜାଣିନି ସେ ମନଗଢ଼ା କଥା କାହିଁକି କହି ଜନମତକୁ ବିଭ୍ରାନ୍ତ କରୁଛନ୍ତି। ମୋ ସମ୍ପର୍କରେ ସେ ଯେଉଁ ମତାମତ ରଖିଛନ୍ତି ମୁଁ ସେଥିରେ ଯେତିକି ଆଶ୍ଚର୍ଯ୍ୟ ହେଉ ନାହିଁ, ବେଶୀ ମର୍ମାହତ […]

jajpur

jajpur

Jyoshna Pradhan
  • Published: Thursday, 04 October 2018
  • Updated: 04 October 2018, 08:19 PM IST

Sports

Latest News

ଯାଜପୁର(ଓଡ଼ିଶା ରିପୋର୍ଟର): ବରିଷ୍ଠ ନେତା ଦାମୋଦର ରାଉତଙ୍କ ସହ ଯିବା, ନଯିବା ନେଇ ପ୍ରଫୁଲ୍ଲ ଘଡ଼େଇଙ୍କ ନାଁରେ ଚର୍ଚ୍ଚା ଜୋର ଧରିଛି। ତେବେ ଏନେଇ ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼େଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ସେ କହିଛନ୍ତି,“ଦାମ ବାବୁ ଜଣେ ପୂରୁଖା ନେତା। ମୁଁ ଜାଣିନି ସେ ମନଗଢ଼ା କଥା କାହିଁକି କହି ଜନମତକୁ ବିଭ୍ରାନ୍ତ କରୁଛନ୍ତି। ମୋ ସମ୍ପର୍କରେ ସେ ଯେଉଁ ମତାମତ ରଖିଛନ୍ତି ମୁଁ ସେଥିରେ ଯେତିକି ଆଶ୍ଚର୍ଯ୍ୟ ହେଉ ନାହିଁ, ବେଶୀ ମର୍ମାହତ ହେଉଛି। ବହୁଦିନ ଧରି ଆମେ ସାଙ୍ଗ ହୋଇ କାମ କରିଛୁ। ଯେଉଁଠି ନିଆଁ ନାହିଁ ସେଇଠି ଧୂଆଁ କାହିଁକି ବାହାର କରୁଛନ୍ତି। କୋଉ ଦିନ ତାଙ୍କର ମୋ ସହ ଆଲୋଚନା ହୋଇଛି? ତାଙ୍କ ପ୍ରସ୍ତାବିତ ଦଳ ଗଢ଼ିବା ପାଇଁ କେବେ ପ୍ରତ୍ୟକ୍ଷ କିମ୍ୱା ପରୋକ୍ଷରେ ଆଲୋଚନା ହୋଇନାହିଁ।  ତାଙ୍କର ଏପରି କଥା ମୋତେ ବହୁତ ଦୁଃଖ ଲାଗୁଛି।”

ସେ ଆହୁରି କହିଛନ୍ତି,‘’ ପାଣ୍ଡିଆନ୍‌ ବାବୁ ଆମକୁ ଚାପ ପକାଉଛନ୍ତି ବୋଲି ଦାମ ବାବୁ କହୁଛନ୍ତି। ମନ୍ତ୍ରୀ ପରିଷଦରୁ ଗଲା ଦିନ ଠାରୁ ପାଣ୍ଡିଆନ୍‌ ବାବୁଙ୍କ ସାଙ୍ଗରେ ମୋର କେବେ ଦେଖା ହୋଇ ନାହିଁ। ଏମିତିକି ଟେଲିଫୋନ୍‌ ଜରିଆରେ ମଧ୍ୟ କଥାବାର୍ତ୍ତା ହୋଇ ନାହିଁ। ସେ ଜଣେ ସରକାରୀ ଅଫିସର। ମୁଁ ରାଜନୀତିରେ ଥିବା ଲୋକ। ମୋର ତାଙ୍କ ସହ ରାଜନୀତି କଥାବାର୍ତ୍ତା କ’ଣ ହେବ? ମୋର କୌଣସି ଦଳରେ ସାମିଲ ହେବାର ନାହିଁ। କାରଣ ମୁଁ ନିର୍ବାଚନ ଲଢ଼ିବାକୁ ଚାହୁଁ ନାହିଁ। ମୁଁ ଆଉ ସକ୍ରିୟ ରାଜନୀତିରେ ନାହିଁ। ଦାମ ବାବୁ ଏକଥା ଭଲ ଭାବରେ ଜାଣିଛନ୍ତି। ଦାମ ବାବୁ ମୋ ନାଁରେ ବିଭିନ୍ନ କଥାରେ ମନଗଢ଼ା କଥା କୁହନ୍ତୁ ନାହିଁ। ଏଥିରେ ତାଙ୍କର କିଛି ଲାଭ ହେବ ନାହିଁ। ଏଥିରେ ମୋ ସମ୍ମାନ କାହିଁକି କ୍ଷୁଣ୍ଣ କରୁଛନ୍ତି।”

https://youtu.be/o67aBsTXSlY

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story