ସୋସିଆଲ ମିଡିଆରେ ଭାଇରାଲ ହେଲା ସରକାରୀ ବାବୁଙ୍କ ଲାଞ୍ଚ ମାଗିବା ଦୃଶ୍ୟ

Ordigital Desk
• Published: Monday, 09 April 2018
• , Updated: 09 April 2018, 10:36 AM IST

ନୟାଗଡ଼( ଓଡ଼ିଶା ରିପୋର୍ଟର): ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଳକ ଶିକ୍ଷା ଅଧିକାରୀ (ବିଇଓ)ଙ୍କ ବିରୋଧରେ ଲାଞ୍ଚ ମାଗିବା ଅଭିଯୋଗ ହୋଇଛି। ଖଣ୍ଡପଡ଼ା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟ।ଳୟରେ ଏରିୟର ବିଲ୍ କରାଇଦେବା ପାଇଁ ବିଇଓ ଗଣ ଶିକ୍ଷକ ମାନଙ୍କୁ ୧୦ ପ୍ରତିଶତ ଲାଞ୍ଚ ମାଗୁଥିବା ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ମଧ୍ୟ ହୋଇଛି।

ଖୋଦ ବିଇଓ ସୁରେଶ କୁମାର ଦାସ ଏରିୟର ବିଲ କରିବା ପାଇଁ ୪୦ ହଜାର ଟଙ୍କାରେ ୧୦% ଲାଞ୍ଚ ମାଗୁଛନ୍ତି। ପୁଣି ବାର୍ଗେନିଂ ନ କରିବାପାଇଁ ଧମକ ମଧ୍ୟ ଦେଉଛନ୍ତି । ବିଇଓ ସୁରେଶ ଦାସ ଜଣେ ଲାଞ୍ଚ  ଖୋର  ଅଫିସର ବୋଲି କିଛି ଶିକ୍ଷକ ଜଣାଇଛନ୍ତି । କିନ୍ତୁ ଲାଞ୍ଚ ନେବା ଘଟଣାକୁ ଖଣ୍ଡନ କରିଛନ୍ତି ବିଇଓ।

Related story