ଡ୍ୟୁଟି ସମୟରେ ଡାକ୍ତରଖାନାରେ ଶୋଇପଡ଼ିଲେ ଡାକ୍ତର, ନିଶାରେ ଚୁର୍‌ ଥିବା ଅଭିଯୋଗ

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଡାକ୍ତରଖାନାରେ ଡ୍ୟୁଟି ସମୟରେ ଶୋଇପଡ଼ିଲେ ଡାକ୍ତର ବାବୁ। ଆଉ ଏହାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ଘଟଣାଟି ଢେଙ୍କାନାଳ ଜିଲ୍ଲା ଗଁଦିଆ ସ୍ଥିତ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର। ଭିଡିଓରେ ଡାକ୍ତର ଜଣଙ୍କ ଚୌକି ଉପରେ ଶୋଇଥିବା ଦେଖିବାକୁ ମିଳିଛି। ରୋଗୀଙ୍କ ଭିଡ଼ ଜମିବା ପରେ ଡାକ୍ତରଖାନାର ସୁରକ୍ଷା ଦାୟିତ୍ୱରେ ଥିବା ଗାର୍ଡ ଆସି ତାଙ୍କୁ ସାର୍ ସାର୍ କହି ତାଙ୍କ କାନ୍ଧକୁ ହଲାଇ ଉଠାଇବାକୁ ଚେଷ୍ଟା ମଧ୍ୟ କରିଛନ୍ତି। କିନ୍ତୁ […]

Doctor

Doctor

Jitendra Garnayak
  • Published: Thursday, 07 October 2021
  • Updated: 07 October 2021, 02:03 PM IST

Sports

Latest News

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଡାକ୍ତରଖାନାରେ ଡ୍ୟୁଟି ସମୟରେ ଶୋଇପଡ଼ିଲେ ଡାକ୍ତର ବାବୁ। ଆଉ ଏହାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ଘଟଣାଟି ଢେଙ୍କାନାଳ ଜିଲ୍ଲା ଗଁଦିଆ ସ୍ଥିତ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର।

ଭିଡିଓରେ ଡାକ୍ତର ଜଣଙ୍କ ଚୌକି ଉପରେ ଶୋଇଥିବା ଦେଖିବାକୁ ମିଳିଛି। ରୋଗୀଙ୍କ ଭିଡ଼ ଜମିବା ପରେ ଡାକ୍ତରଖାନାର ସୁରକ୍ଷା ଦାୟିତ୍ୱରେ ଥିବା ଗାର୍ଡ ଆସି ତାଙ୍କୁ ସାର୍ ସାର୍ କହି ତାଙ୍କ କାନ୍ଧକୁ ହଲାଇ ଉଠାଇବାକୁ ଚେଷ୍ଟା ମଧ୍ୟ କରିଛନ୍ତି। କିନ୍ତୁ ଡାକ୍ତର ବାବୁ ଉଠି ନାହାନ୍ତି।

ଏହା ପରେ ତାଙ୍କର ଜଣେ ସହକର୍ମୀ ଆସି ତାଙ୍କୁ ଉଠାଇ ସେଠାରୁ ବାହାରି ଯିବା ପାଇଁ କହୁଥିବା ଦେଖିବାକୁ ମିଳିଛି। ଏହା ସହିତ ସେ ସ୍ଥିତିକୁ ସମ୍ଭାଳିବାକୁ ଚେଷ୍ଟା କରିଛନ୍ତି।

ଡାକ୍ତରଖାନାରେ ଡ୍ୟୁଟି ସମୟରେ ଏମିତି ନିଘୋଡ଼ ନିଦରେ ଶୋଇଥିବା ଡାକ୍ତରଙ୍କ ନାଁ ଅବନୀକାନ୍ତ ସାହୁ ବୋଲି ଜଣାପଡ଼ିଛି। ସେ ନିଶାରେ ଚୁର ହୋଇ ଶୋଇଥିଲେ ବୋଲି ଅଭିଯୋଗ ହୋଇଛି। ତେବେ ଘଟଣା ନେଇ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୁଜାତା ରାଣୀ ମିଶ୍ର କହିଛନ୍ତି, ମୁଁ ଭିଡିଓଟିକୁ ଦେଖିଛି। ଏହାର ତର୍ଜମା କରାଯିବା। ତା’ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ସହିତ ଜିଲ୍ଲାର କୌଣସି ଡାକ୍ତରଖାନାକୁ ଯେମିତି କୌଣସି ଡାକ୍ତର ମଦ ପିଇ ଆସିବେ ନାହିଁ, ସେଥିପାଇଁ ଏକ ନୋଟିସ୍ ଜାରି କରାଯିବ।
https://youtu.be/rOshxURuMXI

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story