ରାଜନଗର ବୁଥ୍‌ରେ ରିଗିଂ ଅଭିଯୋଗ,ଜଣେ ବ୍ୟକ୍ତି ଦେଇଛନ୍ତି ଏକାଧିକ ଥର ଭୋଟ୍‌

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ନିର୍ବାଚନମଣ୍ଡଳୀର ଏକ ବୁଥରେ ରିଗିଂ ହୋଇଥିବାର ଅଭିଯୋଗ ଆସିଛି। ଔପଦା ପଞ୍ଚାୟତର କୋରିରାପଲ୍ଲୀ ଗାଁରେ ହୋଇଥିବା ୧୬୦ ନମ୍ବର ବୁଥରୁ ଆସିଛି ଏହି ଅଭିଯୋଗ। ଜଣେ ବ୍ୟକ୍ତି ବୁଥ୍ ଭିତରେ ପଶି ଏକାଧିକ ଭୋଟ୍ ଦେଉଥିବାର ଭିଡିଓ ‘ଓଟିଭି’ର ହସ୍ତଗତ ହୋଇଛି। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ଏକ ବୁଥରେ ରିଗିଂ ହୋଇଥିବା ଅଭିଯୋଗ ହୋଇଛି। ସିଙ୍ଗିର ବଜାର ସ୍ଥିତ ଅଳିହା ୟୁପି ସ୍କୁଲର ୩୧୦ ନମ୍ବର ବୁଥରୁ ଏହି […]

kendrapara

kendrapara

Tapaswini Nayak
  • Published: Monday, 29 April 2019
  • Updated: 29 April 2019, 03:15 PM IST

Sports

Latest News

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ନିର୍ବାଚନମଣ୍ଡଳୀର ଏକ ବୁଥରେ ରିଗିଂ ହୋଇଥିବାର ଅଭିଯୋଗ ଆସିଛି। ଔପଦା ପଞ୍ଚାୟତର କୋରିରାପଲ୍ଲୀ ଗାଁରେ ହୋଇଥିବା ୧୬୦ ନମ୍ବର ବୁଥରୁ ଆସିଛି ଏହି ଅଭିଯୋଗ। ଜଣେ ବ୍ୟକ୍ତି ବୁଥ୍ ଭିତରେ ପଶି ଏକାଧିକ ଭୋଟ୍ ଦେଉଥିବାର ଭିଡିଓ 'ଓଟିଭି'ର ହସ୍ତଗତ ହୋଇଛି।

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ଏକ ବୁଥରେ ରିଗିଂ ହୋଇଥିବା ଅଭିଯୋଗ ହୋଇଛି। ସିଙ୍ଗିର ବଜାର ସ୍ଥିତ ଅଳିହା ୟୁପି ସ୍କୁଲର ୩୧୦ ନମ୍ବର ବୁଥରୁ ଏହି ଅଭିଯୋଗ ଆସିଛି। ସେଠାରେ ଜଣେ ବ୍ୟକ୍ତି ଅନ୍ୟମାନଙ୍କ ପାଇଁ ଭୋଟ୍ ଦେଉଥିବାର ଏହି ଦୃଶ୍ୟ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ଭାଇରାଲ୍ ହୋଇଥିବା ଭିଡିଓରେ ଏହି ବ୍ୟକ୍ତି ଜଣଙ୍କ ଏକ ଇଭିଏମ୍ ମେସିନ୍ ପାଖରେ ଛିଡ଼ା ହୋଇଛନ୍ତି। ଭୋଟ୍ ଦେବାକୁ ଆସୁଥିବା ଲୋକଙ୍କ ସହିତ କଥା ହେଉଛନ୍ତି। ସେମାନେ ଭୋଟ୍ ଦେଉଥିବା ବେଳେ ସେ ଦେଖୁଛନ୍ତି। ସେମାନଙ୍କୁ ସେ କିଛି ନିର୍ଦ୍ଦେଶ ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି। ଏପରିକି ସେ ନିଜେ ଏକାଧିକ ଥର ଭୋଟ୍ ଦେଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଏମପି (ସାଂସଦ)ଙ୍କ ଇଭିଏମ୍ ପାଖରେ ସେହି ବ୍ୟକ୍ତି ଜଣଙ୍କ ଛିଡ଼ା ହୋଇ ଏଭଳି କାମ କରୁଥିଲେ। ସେ ପୋଲିଂ କର୍ମଚାରୀ ଅବା କୌଣସି ଦଳର ଏଜେଣ୍ଟ ମଧ୍ୟ ନୁହନ୍ତି ବୋଲି ଜଣାପଡ଼ିଛି। ତେବେ ସେ କେମିତି ବୁଥ୍ ଭିତରେ ପଶି ଭୋଟରଙ୍କୁ ପ୍ରଭାବିତ କରିବାକୁ ସାହସ କଲେ, ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story