ବିଧାନ ପରିଷଦ ସଂକଳ୍ପ: କେମିତି ମନ୍ତ୍ରଣାଳୟ ଦେଲା ଭୁଲ୍ ତଥ୍ୟ, ଚିଠି ଲେଖିଲେ ବାଚସ୍ପତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ବିଧାନସଭାରେ ପାରିତ ହୋଇଥିବା ଓଡ଼ିଶା ବିଧାନ ପରିଷଦ ଗଠନ ସଂକଳ୍ପ ପ୍ରସ୍ତାବକୁ ନେଇ ରାଜନୀତିକ ଉଷ୍ମ ହୋଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆଜି ଏକକାଳୀନ ୨ଟି ଚିଠି ଲେଖି ସମଗ୍ର ଘଟଣାର ତଦନ୍ତ ପାଇଁ ଅନୁରୋଧ କରିଛନ୍ତି । ଓଡ଼ିଶାରୁ ଏଭଳି କୌଣସି ସଂକଳ୍ପ ଆସିନି ବୋଲି କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ ରିଜୁ ରାଜ୍ୟସଭାରେ କହିଥିବାବେଳେ ମନ୍ତ୍ରଣାଳୟର ଅଧିକାରୀ କିପରି ଭୁଲ୍ ତଥ୍ୟ ଦେଲେ ତା’ର ତଦନ୍ତ କରିବାକୁ […]

Surya Narayan Patra

Surya Narayan Patra

Jitendra Garnayak
  • Published: Tuesday, 15 February 2022
  • Updated: 15 February 2022, 08:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ବିଧାନସଭାରେ ପାରିତ ହୋଇଥିବା ଓଡ଼ିଶା ବିଧାନ ପରିଷଦ ଗଠନ ସଂକଳ୍ପ ପ୍ରସ୍ତାବକୁ ନେଇ ରାଜନୀତିକ ଉଷ୍ମ ହୋଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆଜି ଏକକାଳୀନ ୨ଟି ଚିଠି ଲେଖି ସମଗ୍ର ଘଟଣାର ତଦନ୍ତ ପାଇଁ ଅନୁରୋଧ କରିଛନ୍ତି । ଓଡ଼ିଶାରୁ ଏଭଳି କୌଣସି ସଂକଳ୍ପ ଆସିନି ବୋଲି କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ ରିଜୁ ରାଜ୍ୟସଭାରେ କହିଥିବାବେଳେ ମନ୍ତ୍ରଣାଳୟର ଅଧିକାରୀ କିପରି ଭୁଲ୍ ତଥ୍ୟ ଦେଲେ ତା’ର ତଦନ୍ତ କରିବାକୁ ବାଚସ୍ପତି ଶ୍ରୀ ପାତ୍ର ଆଜି ଚିଠି ଲେଖି କେନ୍ଦ୍ରମନ୍ତ୍ରୀ ରିଜୁଙ୍କୁ ଅନୁରୋଧ କରିଛନ୍ତି ।

ଶ୍ରୀ ପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଓଡ଼ିଶା ବିଧାନ ପରିଷଦ ଗଠନ ନିମନ୍ତେ ଏକ ସଂକଳ୍ପ ପ୍ରସ୍ତାବ ବିଧାନସଭାରେ ପାରିତ ହେବା ପରେ ତାକୁ ୨୦୧୮ ସେପ୍ଟେମ୍ବର ୧୮ତାରିଖରେ କେନ୍ଦ୍ର ସରକାରଙ୍କ ନିକଟକୁ ଓଡ଼ିଶା ବିଧାନସଭା ସଚିବ ପଠାଇଥିଲେ । ଏହି ସଂକଳ୍ପ ପ୍ରସ୍ତାବ ସମ୍ପର୍କରେ ରାଜ୍ୟସଭା, ଲୋକସଭା, ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ, ଆଇନ ଓ ନ୍ୟାୟ ମନ୍ତ୍ରଣାଳୟକୁ ମଧ୍ୟ ଅବଗତ କରାଯାଇଥିଲା । ତେବେ ଏହି ସଂକଳ୍ପ ପ୍ରସ୍ତାବ ସମ୍ପର୍କରେ କେନ୍ଦ୍ର ସରକାର ଅବଗତ ନଥିବା ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ରିଜ୍ଜୁ ରାଜ୍ୟସଭାରେ କହିଛନ୍ତି । ତେଣୁ ସମ୍ଭବତଃ ମନ୍ତ୍ରଣାଳୟର ଅଫିସରମାନେ ଏ ବିଷୟରେ ମନ୍ତ୍ରୀ ଶ୍ରୀ ରିଜ୍ଜୁଙ୍କୁ ଠିକ୍ ଭାବେ ଅବଗତ କରାଇନଥିବେ । ସେଥିପାଇଁ ଏହାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେବାକୁ ସେ ପରାମର୍ଶ ଦେବା ସହ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରିବାକୁ କେନ୍ଦ୍ର ମନ୍ତ୍ରୀ ରିଜ୍ଜୁଙ୍କୁ ସେ ଅନୁରୋଧ କରିଛନ୍ତି । ଅନ୍ୟ ଏକ ଚିଠିରେ ସମସ୍ତ ପ୍ରମାଣପତ୍ର ଓ କେନ୍ଦ୍ର ସରକାରଙ୍କୁ ପଠାଯାଇଥିବା ଚିଠିକୁ ସଂଲଗ୍ନ କରାଯାଇଛି ।

ସୂଚନାଯୋଗ୍ୟ, କେନ୍ଦ୍ର ଆଇନ ମନ୍ତ୍ରୀ ଶ୍ରୀ ରିଜୁ ଗତ ସପ୍ତାହରେ ଏହି ବିଧାନ ପରିଷଦ ଗଠନର ସଂକଳ୍ପ ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ମିଳିନଥିବା ନେଇ ରାଜ୍ୟସଭାରେ କହିବା ପରେ ବାଚସ୍ପତି ଶ୍ରୀ ପାତ୍ର ଆଶ୍ଚର୍ଯ୍ୟ ବ୍ୟକ୍ତ କରିବା ସହ ବିଧାନସଭା ପକ୍ଷରୁ ପଠାଯାଇଥିବା ଚିଠି ସବୁକୁ ଗଣମାଧ୍ୟମକୁ ଅବଗତ କରାଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story