ଏବିଇଓ ଓ କନିଷ୍ଠ କିରାଣୀକୁ ଉଠାଇ ନେଲେ

ଯାଜପୁର (ଗୁଲାମ ଗସ): ଲାଞ୍ଚ ନେଉଥିଲେ। ମାଡ଼ି ବସିଲା ଭିଜିଲାନ୍ସ। ଅତିରିକ୍ତ ବ୍ଲକ ଶିକ୍ଷକ ଅଧିକାରୀ(ଏବିଇଓ) ଓ କନିଷ୍ଠ କିରାଣୀଙ୍କୁ ଉଠାଇ ନେଇଛି ଭିଜିଲାନ୍ସ। ଆଜି ଏପରି ଘଟଣା ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍‌ରେ ଦେଖିବାକୁ ମିଳିଛି। ବଡ଼ଚଣା ବ୍ଲକ ଖଡ଼ଗପୁର ନୋଡାଲ୍‌ ସ୍କୁଲର ଜଣେ ଶିକ୍ଷକଙ୍କ ବକେୟା ବାକି ଥିଲା। ସେହି ପଇସା ପାଇବା ପାଇଁ ସେ ବିଇଓଙ୍କ ଅଫିସ୍‌କୁ ବାରମ୍ୱାର ଯାଉଥିଲେ। ହେଲେ ତାଙ୍କ କଥା କେହି ଶୁଣିନଥିଲେ। ପରେ ବିଇଓ ଅଫିସ୍‌ର କନିଷ୍ଠ […]

Vigilance

Vigilance

Manoranjan Sial
  • Published: Tuesday, 29 November 2022
  • Updated: 29 November 2022, 07:20 PM IST

Sports

Latest News

ଯାଜପୁର (ଗୁଲାମ ଗସ): ଲାଞ୍ଚ ନେଉଥିଲେ। ମାଡ଼ି ବସିଲା ଭିଜିଲାନ୍ସ। ଅତିରିକ୍ତ ବ୍ଲକ ଶିକ୍ଷକ ଅଧିକାରୀ(ଏବିଇଓ) ଓ କନିଷ୍ଠ କିରାଣୀଙ୍କୁ ଉଠାଇ ନେଇଛି ଭିଜିଲାନ୍ସ। ଆଜି ଏପରି ଘଟଣା ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍‌ରେ ଦେଖିବାକୁ ମିଳିଛି।

ବଡ଼ଚଣା ବ୍ଲକ ଖଡ଼ଗପୁର ନୋଡାଲ୍‌ ସ୍କୁଲର ଜଣେ ଶିକ୍ଷକଙ୍କ ବକେୟା ବାକି ଥିଲା। ସେହି ପଇସା ପାଇବା ପାଇଁ ସେ ବିଇଓଙ୍କ ଅଫିସ୍‌କୁ ବାରମ୍ୱାର ଯାଉଥିଲେ। ହେଲେ ତାଙ୍କ କଥା କେହି ଶୁଣିନଥିଲେ। ପରେ ବିଇଓ ଅଫିସ୍‌ର କନିଷ୍ଠ କିରାଣୀ ସୁଧାଂଶୁ ଶେଖର ନାୟକ ଲାଞ୍ଚ କରିଥିବା ଅଭିଯୋଗ ହୋଇଥିଲା। ମୂଲଚାଲ୍‌ ପରେ ଡିଲ୍‌ ଫାଇନାଲ୍‌ ହୋଇଥିଲା। ୩୦ ହଜାର ଟଙ୍କା ଦେଲେ ବକେୟା ଦରମା ମିଳିବ ବୋଲି କିରାଣୀ କହିଥିଲେ।

ଶିକ୍ଷକ ଜଣକ ଏନେଇ କଟକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଆଜି ଶିକ୍ଷକ ଜଣକ ଲାଞ୍ଚ ଟଙ୍କା ଦେଉଥିବା ବେଳେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ କର୍ମଚାରୀମାନେ ସୁଧାଂଶୁ ଶେଖର ନାୟକକୁ କାବୁ କରିଥିଲା। ତା’ଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲା। ସୁଧାଂଶୁ ଲିଙ୍କରେ ଭିଜିଲାନ୍ସ ଟିମ୍‌ ଏବିଇଓ ଅମୀୟ କୁମାର ଦାସଙ୍କୁ କବ୍‌ଜାକୁ ନେଇଥିଲା। ପରେ ଭିଜିଲାନ୍ସ ଉଭୟଙ୍କୁ କଟକ ନେଇଯାଇଥିବା ଜଣାପଡ଼ିଛି।

ଭିଜିଲାନ୍ସ ଟିମ୍‌ ପରେ ଏବିଇଓଙ୍କ ବଡ଼ଚଣା କଡେଇ ଶାସନ ସ୍ଥିତ ବାସଭବନ ଓ ଭୁବନେଶ୍ଵରସ୍ଥିତ ଫ୍ଲାଟରେ ଭିଜିଲାନ୍ସ ଚଢ଼ଉ କରିଥିଲା। ଏହି ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ମିଳିଥିବା ଜଣାପଡ଼ିଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଥିବା ନେଇ ଭିଜିଲାନ୍ସ ଅଧିକ ଯାଞ୍ଚ ଚଳାଇଛି। ସେହିପରି ବଡ଼ଚଣା ଶୁକଦେଇପୁରସ୍ଥିତ କନିଷ୍ଠ କିରାଣୀ ସୁଧାଂଶୁ ନାୟକଙ୍କ ଘରେ ମଧ୍ୟ ଭିଜିଲାନ୍ସ ଟିମ୍‌ ଚଢ଼ଉ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story