ସାଢ଼େ ଚାରି ଲକ୍ଷ ଟଙ୍କା ଜବତ; ଥାନା ବାବୁ ଅଟକ

ଭୁବନେଶ୍ୱର: ବଲାଙ୍ଗିର ଜିଲ୍ଲା ଲୋଇସିଙ୍ଗା ଥାନା ଆଇଆଇସି ଅନ୍ତର୍ଯ୍ୟାମୀ ବେହେରା ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ୪ ଲକ୍ଷ ୬୦ ହଜାର ଟଙ୍କା ନେଇ ନିଜ ଘର ଅନୁଗୋଳକୁ ଯାଇଥିବା ବେଳେ ଭିଜିଲାନ୍ସ ଟିମ୍‌ କୌଣସି ସୂତ୍ରରୁ ଖବର ପାଇ ତାଙ୍କୁ ବିନିକା ନିକଟରେ ଅଟକାଇଥିଲା। ମାତ୍ର ସେ ଜବତ ଟଙ୍କା ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିବାରୁ ଭିଜିଲାନ୍ସ ଟିମ୍‌ ତାଙ୍କୁ ଅଟକ ରଖିଛି। ଏନେଇ ଭିଜିଲାନ୍ସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା […]

Vigilance-Raid

Rakesh Mallick
  • Published: Thursday, 06 April 2017
  • , Updated: 06 April 2017, 09:46 AM IST

ଭୁବନେଶ୍ୱର: ବଲାଙ୍ଗିର ଜିଲ୍ଲା ଲୋଇସିଙ୍ଗା ଥାନା ଆଇଆଇସି ଅନ୍ତର୍ଯ୍ୟାମୀ ବେହେରା ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ୪ ଲକ୍ଷ ୬୦ ହଜାର ଟଙ୍କା ନେଇ ନିଜ ଘର ଅନୁଗୋଳକୁ ଯାଇଥିବା ବେଳେ ଭିଜିଲାନ୍ସ ଟିମ୍‌ କୌଣସି ସୂତ୍ରରୁ ଖବର ପାଇ ତାଙ୍କୁ ବିନିକା ନିକଟରେ ଅଟକାଇଥିଲା। ମାତ୍ର ସେ ଜବତ ଟଙ୍କା ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିବାରୁ ଭିଜିଲାନ୍ସ ଟିମ୍‌ ତାଙ୍କୁ ଅଟକ ରଖିଛି। ଏନେଇ ଭିଜିଲାନ୍ସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି।

Related story