ଭିଜିଲାନ୍ସ ଜାଲରେ କୋଟିପତି କିରାଣି

ଜଗତସିଂହପୁର(ଶଶାଙ୍କ ପଣ୍ଡା): ରାଜ୍ୟରେ ଆଉ ଜଣେ କୋଟିପତି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ଟିମ୍‌ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ କିରାଣି ସଂଯୁକ୍ତା ଦାସଙ୍କ ଘରେ ରେଡ୍‌ କରିଛି। ଏଯାଏଁ ତାଙ୍କଠାରୁ ୧ କୋଟି ୪୨ ଲକ୍ଷ ୮ ୮୭୦ ଟଙ୍କାର ସମ୍ପତ୍ତି ଠାବ ହୋଇଛି। ଏବେ ମଧ୍ୟ ତାଙ୍କର ସମ୍ପତ୍ତି ଆକଳନ ଚାଲିଛି। ଆଜି ଭିଜିଲାନ୍ସର ୪ଟି ଟିମ୍ ଏକକାଳୀନ ଶ୍ରୀମତି ଦାସଙ୍କ ବାସଭବନ, ଅଫିସ୍‌ […]

vigilance

vigilance

Manoranjan Sial
  • Published: Wednesday, 02 December 2020
  • Updated: 02 December 2020, 08:43 PM IST

Sports

Latest News

ଜଗତସିଂହପୁର(ଶଶାଙ୍କ ପଣ୍ଡା): ରାଜ୍ୟରେ ଆଉ ଜଣେ କୋଟିପତି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ଟିମ୍‌ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ କିରାଣି ସଂଯୁକ୍ତା ଦାସଙ୍କ ଘରେ ରେଡ୍‌ କରିଛି। ଏଯାଏଁ ତାଙ୍କଠାରୁ ୧ କୋଟି ୪୨ ଲକ୍ଷ ୮ ୮୭୦ ଟଙ୍କାର ସମ୍ପତ୍ତି ଠାବ ହୋଇଛି। ଏବେ ମଧ୍ୟ ତାଙ୍କର ସମ୍ପତ୍ତି ଆକଳନ ଚାଲିଛି।

ଆଜି ଭିଜିଲାନ୍ସର ୪ଟି ଟିମ୍ ଏକକାଳୀନ ଶ୍ରୀମତି ଦାସଙ୍କ ବାସଭବନ, ଅଫିସ୍‌ ଓ ଅନ୍ୟାନ୍ୟ ସ୍ଥାନରେ ଚଢ଼ଉ କରି ଗୋଟିଏ ୩ ମହଲା ଓ ଗୋଟିଏ ୨ ମହଲା ବିଶିଷ୍ଟ କୋଠା ଠାବ କରିଛି। ସାତପୁରା ଓ ପାଣିସାଳିଆରେ ୬ଟି ପ୍ଲଟ୍‌ ଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ଏହାଛଡ଼ା ତାଙ୍କର କଟକ ଆଦିତ୍ୟ ରେସିଡେନ୍ସିରେ 3BHK ଫ୍ଲାଟ ରହିଛି। ଏଠାରେ ମଧ୍ୟ ଭିଜିଲାନ୍ସ ବିଭାଗ ଚଢ଼ଉ କରିଛି। ତାଙ୍କଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହିତ ବ୍ୟାଙ୍କ ପାସବୁକ, ଲକର ପ୍ରଭୃତି ଜବତ କରିଛି। ବର୍ତ୍ତମାନ ସୁଦ୍ଧା ୧ କୋଟି ୪୨ ଲକ୍ଷ ୮ ୮୭୦ ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story