ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ଅବସ୍ଥା ଗୁରୁତର, ଏୟାର ଆମ୍ବୁଲାନ୍ସରେ କୋଲକାତା ନିଆଯିବ

କଟକ (ଓଡ଼ିଶା ରିପୋର୍ଟର): କରୋନାରେ ଆକ୍ରାନ୍ତ ହୋଇ କଟକ ଅଶ୍ୱିନୀ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର ରହିଛି। ଉନ୍ନତ ଚିକିତ୍ସା ପାଇଁ ଆଜି ତାଙ୍କୁ କୋଲକାତାର ଏକ ଘରୋଇ ସୁପର ସ୍ପେଶାଲିଟି ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯିବ। ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ସେଠାକୁ ସ୍ଥାନାନ୍ତର କରାଯିବ। କୋଲକାତାର ଉକ୍ତ ହସ୍ପିଟାଲ୍‌ରୁ ଏକ ୪ ଜଣିଆ ଡାକ୍ତରୀ ଦଳ ଆସି ଏଠାରେ ପହଞ୍ଚି ସାରିଛନ୍ତି। ଇକ୍‌ମୋ ଓ କ୍ରିଟିକାଲ୍ କେୟାରର ଦୁଇଟି […]

IPS Debashish Panigrahi

IPS Debashish Panigrahi

Jitendra Garnayak
  • Published: Monday, 07 June 2021
  • Updated: 07 June 2021, 01:26 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): କରୋନାରେ ଆକ୍ରାନ୍ତ ହୋଇ କଟକ ଅଶ୍ୱିନୀ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର ରହିଛି। ଉନ୍ନତ ଚିକିତ୍ସା ପାଇଁ ଆଜି ତାଙ୍କୁ କୋଲକାତାର ଏକ ଘରୋଇ ସୁପର ସ୍ପେଶାଲିଟି ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯିବ। ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ସେଠାକୁ ସ୍ଥାନାନ୍ତର କରାଯିବ।

କୋଲକାତାର ଉକ୍ତ ହସ୍ପିଟାଲ୍‌ରୁ ଏକ ୪ ଜଣିଆ ଡାକ୍ତରୀ ଦଳ ଆସି ଏଠାରେ ପହଞ୍ଚି ସାରିଛନ୍ତି। ଇକ୍‌ମୋ ଓ କ୍ରିଟିକାଲ୍ କେୟାରର ଦୁଇଟି ଟିମ୍ ଆସିଛନ୍ତି। ଦେବାଶିଷଙ୍କୁ ଏଠାରୁ ଇକ୍‌ମୋ ସପୋର୍ଟରେ ଏୟାର ଆମ୍ବୁଲାନ୍ସରେ ସ୍ଥାନାନ୍ତର କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ସରିଯାଇଛି।

ଦେବାଶିଷଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। କିନ୍ତୁ କୌଣସି ଉନ୍ନତି ନଆସିବାରୁ ଇକ୍‌ମୋ ଚିକିତ୍ସା ଯୋଗାଇ ଦେବା ପାଇଁ ତାଙ୍କୁ କୋଲକାତା ପଠାଇବାକୁ ନିଷ୍ପତ୍ତି ହୋଇଥିଲା। ସୂଚନାଯୋଗ୍ୟ, ଓଡ଼ିଶାରେ ଇକ୍‌ମୋ ଚିକିତ୍ସା ବ୍ୟବସ୍ଥା ନାହିଁ।

ଅନ୍ୟପକ୍ଷରେ ଡିଏମ୍‌ଇଟି ସିବିକେ ମହାନ୍ତି କହିଛନ୍ତି, କରୋନାରେ ଆକ୍ରାନ୍ତ ଜଟିଳ ରୋଗୀଙ୍କ ଚିକିତ୍ସା ଲାଗି ECMO ମେସିନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଟକ ଏସସିବିରେ ECMO ମେସିନର ୬ଟି ୟୁନିଟ ଖୋଲିବା ଲାଗି ଯୋଜନା କରିଛନ୍ତି। ଏହି ମେସିନ ଚଲାଇବା ଲାଗି ଯେଉଁ ମାନବ ସମ୍ବଳରୁ ଆବଶ୍ୟକତା ରହିଛି, ତାକୁ ପୂରଣ କରି ୟୁନିଟ୍ ଚାଲୁ କରାଯିବ ବୋଲି। ଧୀରେ ଧୀରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହା ସ୍ଥାପନ କରିବାକୁ ସରକାର ଯୋଜନା ରଖିଛନ୍ତି।

ସେ କହିଛନ୍ତି, ଆଗରୁ ଦେଶରେ ECMO ମେସିନର ସେତେଟା ବ୍ୟବହାର ନଥିଲା। ତେବେ କରୋନା ସଂକ୍ରମଣ ପରେ ଏହି ମେସିନର ଚାହିଦା ବଢିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story