ଭିଜିଲାନ୍ସ ଜାଲରେ ଜୟପୁର ପୌର ପରିଷଦ

ଜୟପୁର: ଗତ ୧୦ବର୍ଷ ମଧ୍ୟରେ ଜୟପୁର ପୌର ପରିଷଦର ପରିମଳ ବ୍ୟବସ୍ଥାରେ ବ୍ୟବହୃତ ସାମଗ୍ରୀ କିଣାରେ ଫଲ୍ସ ବିଲ୍, ସହରରେ ଥିବା ସରକାରୀ ଜମିକୁ ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ, ଷ୍ଟଲ, କଲ୍ୟାଣମଣ୍ଡପ ଓ ପାର୍କ ବାବଦରୁ ଆଦାୟ ଟଙ୍କ। ପୌର ପରିଷଦରେ ପୈଠ ନକରି କିଛି ବ୍ୟକ୍ତି ହରିଲୁଟ୍ କରୁଥିବା ଅଭିଯୋଗର ତଦନ୍ତ ହେଉଛି। ଭିଜିଲାନ୍ସ ଏସପିଙ୍କ ସୂଚନା ଅନୁଯାୟୀ ପାଖାପାଖି ୭୦ଟି ଗୁରୁତ୍ୱପୂର୍ଣ୍ଣ ଫାଇଲ ଏବେ ବିଭାଗ ହାତରେ ଲାଗିଛି।

jeypore

Rakesh Mallick
  • Published: Tuesday, 07 July 2015
  • , Updated: 07 July 2015, 07:02 AM IST

Related story