ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୪ ସ୍ଥାନରେ ଚାଲିଛି ରେଡ

କଟକ(ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଜିଲ୍ଲା ବାଙ୍କୀ ଡମପଡ଼ା ବ୍ଲକ ସହକାରୀ ଯନ୍ତ୍ରୀଙ୍କ ଘରେ ଆଜି ସକାଳୁ ହେଉଛି  ଭିଜିଲାନ୍ସ ଚଢ଼ାଉ । ପ୍ରଭାତ ରାଉତଙ୍କ ଘର ସମେତ ୪ଟି ସ୍ଥାନରେ ଚଢ଼ାଉ ଚାଲିଛି । କେନ୍ଦ୍ରାପଡ଼ାସ୍ଥିତ ପୈତୃକ ଘର, ବାରଙ୍ଗ ଘର, ଡମପଡ଼ା ଅଫିସ୍‌ ଓ ଚୌଦ୍ୱାର ହାଉସିଂ ବୋର୍ଡ କଲୋନୀରେ  ଥିବା ଯନ୍ତ୍ରୀଙ୍କ ଭାଇ ଘରେ ମଧ୍ୟ ରେଡ୍ ଚାଲିଛି। ।  ୧୦ ଇନ୍ସପେକ୍ଟର, ୪ ଡିଏପ୍‌ସି ଚଢ଼ାଉରେ […]

vigilance

vigilance

Niharika Rout
  • Published: Wednesday, 29 June 2022
  • Updated: 29 June 2022, 10:28 AM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଜିଲ୍ଲା ବାଙ୍କୀ ଡମପଡ଼ା ବ୍ଲକ ସହକାରୀ ଯନ୍ତ୍ରୀଙ୍କ ଘରେ ଆଜି ସକାଳୁ ହେଉଛି  ଭିଜିଲାନ୍ସ ଚଢ଼ାଉ । ପ୍ରଭାତ ରାଉତଙ୍କ ଘର ସମେତ ୪ଟି ସ୍ଥାନରେ ଚଢ଼ାଉ ଚାଲିଛି ।

କେନ୍ଦ୍ରାପଡ଼ାସ୍ଥିତ ପୈତୃକ ଘର, ବାରଙ୍ଗ ଘର, ଡମପଡ଼ା ଅଫିସ୍‌ ଓ ଚୌଦ୍ୱାର ହାଉସିଂ ବୋର୍ଡ କଲୋନୀରେ  ଥିବା ଯନ୍ତ୍ରୀଙ୍କ ଭାଇ ଘରେ ମଧ୍ୟ ରେଡ୍ ଚାଲିଛି। ।  ୧୦ ଇନ୍ସପେକ୍ଟର, ୪ ଡିଏପ୍‌ସି ଚଢ଼ାଉରେ ସାମିଲ ହୋଇଛନ୍ତି।

[caption id="attachment_745410" align="aligncenter" width="650"]pic ପତ୍ନୀଙ୍କ ସହ ପ୍ରଭାତ ରାଉତ ।[/caption]

ଚଢ଼ାଉ ସମୟରେ ପ୍ରଭାତ ରାଉତ ଓ ତାଙ୍କ ପତ୍ନୀଙ୍କ ନାଁରେ  ୨୦ଟି ବ୍ୟାଙ୍କ ଆକାଉଣ୍ଟ ଥିବା ସୂଚନା ମିଳିଛି। ସେଭିଙ୍ଗ ଆକାଉଣ୍ଟରେ ୩୫ ଲକ୍ଷ ୪୮ ହଜାର ୮୩୨ ଟଙ୍କା ରହିଛି। ଏହାବାଦ ୮ ଲକ୍ଷ ୨୯ ହଜାର ୫୦୦ ଟଙ୍କାର ବୀମା କାଗଜପତ୍ର ମିଳିଛି। ଚଢ଼ାଉ ଶେଷ ହୋଇ ନ ଥିବାରୁ ସମସ୍ତ ସମ୍ପତ୍ତିର ଠିକ୍‌ ଭାବେ ଆକଳନ ହୋଇପାରିନି। ଚଢ଼ାଉ ଶେଷ ହେବା ପରେ ଏ ସମ୍ପର୍କରେ ଭିଜିଲାନ୍ସ ଅଧିକାରୀ ସୂଚନା ଦେବେ ବୋଲି ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story