ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଡ୍ରେନେଜ୍ ଡିଭିଜନର ନିର୍ବାହୀ ଯନ୍ତ୍ରୀ ବସନ୍ତ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ତେବେ ତାଙ୍କ ବାସଭବନ ସମେତ ୭ଟି ଜାଗାରେ  ଭିଜିଲାନ୍ସ ଚଢ଼ଉ ଜାରି ରହିଛି । ବାଲେଶ୍ୱର ଜିଲ୍ଲାର ଶରିଷା ଗାଁ, ଶ୍ୱଶୁର ଓ ପୈତୃକଘର ସମେତ ଭୁବନେଶ୍ୱରରେ ଥିବା ତାଙ୍କର ଏକ ଫ୍ଲାଟ୍‌ରେ ମଧ୍ୟ ଚଢ଼ଉ ହୋଇଛି।  

vigilance

Jyoshna Pradhan
  • Published: Friday, 18 October 2019
  • , Updated: 18 October 2019, 09:33 AM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଡ୍ରେନେଜ୍ ଡିଭିଜନର ନିର୍ବାହୀ ଯନ୍ତ୍ରୀ ବସନ୍ତ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ତେବେ ତାଙ୍କ ବାସଭବନ ସମେତ ୭ଟି ଜାଗାରେ  ଭିଜିଲାନ୍ସ ଚଢ଼ଉ ଜାରି ରହିଛି ।

ବାଲେଶ୍ୱର ଜିଲ୍ଲାର ଶରିଷା ଗାଁ, ଶ୍ୱଶୁର ଓ ପୈତୃକଘର ସମେତ ଭୁବନେଶ୍ୱରରେ ଥିବା ତାଙ୍କର ଏକ ଫ୍ଲାଟ୍‌ରେ ମଧ୍ୟ ଚଢ଼ଉ ହୋଇଛି।

 

Related story