GST ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ‌

ରାଉରକେଲା(ପବନ ତିୱାରୀ): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଉରକେଲା GST ଅଫିସରେ କାର୍ଯ୍ୟରତ ଅଲେଖ ମହାନନ୍ଦଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ରେଡ୍ ହୋଇଛି। ଅଲେଖ ମହାନନ୍ଦ GST ଅଫିସର ଭାବେ କମର୍ସିଆଲ ଡିପାର୍ଟମେଣ୍ଟରେ କାମ କରନ୍ତି l ଛେଣ୍ଡ କଲୋନୀ ଫେଜ୍-୧ଅଞ୍ଚଳରେ ଅଲେଖ ମହାନନ୍ଦ ରୁହନ୍ତି l ଏକକାଳୀନ ଅଲେଖଙ୍କ ପୈତୃକ ଗାଁ, ଶ୍ୱଶୁର ଘର, ରାଉରକେଲା ଅଫିସ ଓ ରାଉରକେଲା ବାସଭବନରେ ରେଡ୍ ଚାଲିଛି l ରାଉରକେଲା ଭିଜିଲାନ୍ସ ଓ ସୁନ୍ଦରଗଡ଼ ଭିଜିଲାନ୍ସ […]

GST

GST

Niharika Rout
  • Published: Tuesday, 22 December 2020
  • Updated: 22 December 2020, 09:48 AM IST

Sports

Latest News

ରାଉରକେଲା(ପବନ ତିୱାରୀ): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଉରକେଲା GST ଅଫିସରେ କାର୍ଯ୍ୟରତ ଅଲେଖ ମହାନନ୍ଦଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ରେଡ୍ ହୋଇଛି। ଅଲେଖ ମହାନନ୍ଦ GST ଅଫିସର ଭାବେ କମର୍ସିଆଲ ଡିପାର୍ଟମେଣ୍ଟରେ କାମ କରନ୍ତି l

ଛେଣ୍ଡ କଲୋନୀ ଫେଜ୍-୧ଅଞ୍ଚଳରେ ଅଲେଖ ମହାନନ୍ଦ ରୁହନ୍ତି l ଏକକାଳୀନ ଅଲେଖଙ୍କ ପୈତୃକ ଗାଁ, ଶ୍ୱଶୁର ଘର, ରାଉରକେଲା ଅଫିସ ଓ ରାଉରକେଲା ବାସଭବନରେ ରେଡ୍ ଚାଲିଛି l ରାଉରକେଲା ଭିଜିଲାନ୍ସ ଓ ସୁନ୍ଦରଗଡ଼ ଭିଜିଲାନ୍ସ ଟିମ୍ ଏହି ରେଡ୍‌ରେ‌ ସାମିଲ୍ ଅଛନ୍ତି I

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story