ଭିଜିଲାନ୍ସ ଜାଲରେ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ଏମ୍‌ଆଇ ଡିଭିଜନର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ବିନୟ କୁମାର ସୁବୁଦ୍ଧିଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି। ଏକସଙ୍ଗରେ ୮ଟି ସ୍ଥାନରେ  ଭିଜିଲାନ୍ସ  ଚଢ଼ଉ ହୋଇଛି। ନୟାଗଡ଼ ଏମ୍‌ଆଇ କାର୍ଯ୍ୟାଳୟ,ସରକାରୀ କ୍ୱାର୍ଟର୍ସ ଓ ଭୁବନେଶ୍ୱର ସ୍ଥିତ ନିଜ ଘର ସମେତ ଆଦି ବିଭିନ୍ନ ସ୍ଥାନରେ ଚଢ଼ଉ ହୋଇଛି। ଭୁବନେଶ୍ୱର ଏବଂ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ଉ ହୋଇଛି।  ସେ ବହୁଦିନ ହେବ ନୟାଗଡ଼ରେ  କାର୍ଯ୍ୟ ନିର୍ବାହୀ […]

vigilance

Jyoshna Pradhan
  • Published: Thursday, 17 October 2019
  • , Updated: 17 October 2019, 10:54 AM IST

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ଏମ୍‌ଆଇ ଡିଭିଜନର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ବିନୟ କୁମାର ସୁବୁଦ୍ଧିଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି। ଏକସଙ୍ଗରେ ୮ଟି ସ୍ଥାନରେ  ଭିଜିଲାନ୍ସ  ଚଢ଼ଉ ହୋଇଛି। ନୟାଗଡ଼ ଏମ୍‌ଆଇ କାର୍ଯ୍ୟାଳୟ,ସରକାରୀ କ୍ୱାର୍ଟର୍ସ ଓ ଭୁବନେଶ୍ୱର ସ୍ଥିତ ନିଜ ଘର ସମେତ ଆଦି ବିଭିନ୍ନ ସ୍ଥାନରେ ଚଢ଼ଉ ହୋଇଛି।

ଭୁବନେଶ୍ୱର ଏବଂ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ଉ ହୋଇଛି।  ସେ ବହୁଦିନ ହେବ ନୟାଗଡ଼ରେ  କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି।

 

Related story