ଗୁଣୁପୁର ଅବକାରୀ ଇନ୍ସପେକ୍ଟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଗୁଣୁପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ଜିଲ୍ଲା ଗୁଣୁପୁର ଅବକାରୀ ଇନ୍ସପେକ୍ଟର ଲଲିତ ମୋହନ ମିଶ୍ରଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଲଳିତଙ୍କ ଗୁଣପୁରସ୍ଥିତ ଅଫିସ୍, ବଲାଙ୍ଗିର ଆଦର୍ଶପଡ଼ାରେ ଥିବା ଘର, ବର୍ଥଲା ଗାଁରେ ଥିବା ଶ୍ୱଶୁର ଘର ସମେତ ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ଚଢ଼ାଉରେ ୧୧ଜଣ ଅଫିସର ସାମିଲ ହୋଇଛନ୍ତି।

vigilane

Rakesh Mallick
  • Published: Saturday, 22 July 2017
  • , Updated: 22 July 2017, 11:34 AM IST

Related story