କ୍ରୀଡ଼ା ଶିକ୍ଷକଙ୍କ ଘରେ ପଶିଲା ଭିଜିଲାନ୍ସ; ମଦ ଭାଟି ସହ ପେଟ୍ରୋଲ ପମ୍ପ ଅଛି

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): କ୍ରୀଡ଼ା ଶିକ୍ଷକଙ୍କର ରହିଛି ଅମାପ ସମ୍ପତ୍ତି । ମଦ ଭାଟିଠୁ ଆରମ୍ଭ କରି ପେଟ୍ରୋଲ ପମ୍ପ ଓ ଗ୍ୟାସ୍ ଗୋଦାମ ବି ରହିଛି। ଏହାବାଦ ବହୁତଳ ବିଶିଷ୍ଟ କୋଠା ବି ରହିଛି। ଏପରି ଜଣେ କୁବେର ଶିକ୍ଷକଙ୍କ ଘରେ ଆଜି ସକାଳୁ ପଶିଛି ଭିଜିଲାନ୍ସ ଟିମ୍‌। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜୟନ୍ତୀପୁର ହାଇସ୍କୁଲ ପିଇଟି ଶିକ୍ଷକ ଜନାର୍ଦ୍ଦନ ସାହୁଙ୍କ ଘରେ ଆଜି ସକାଳୁ ହୋଇଛି ରେଡ୍ । ଜନାର୍ଦ୍ଦନଙ୍କ ନିଜ ଘର, […]

vigilance-raid

vigilance-raid

Niharika Rout
  • Published: Friday, 05 August 2022
  • Updated: 05 August 2022, 01:28 PM IST

Sports

Latest News

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): କ୍ରୀଡ଼ା ଶିକ୍ଷକଙ୍କର ରହିଛି ଅମାପ ସମ୍ପତ୍ତି । ମଦ ଭାଟିଠୁ ଆରମ୍ଭ କରି ପେଟ୍ରୋଲ ପମ୍ପ ଓ ଗ୍ୟାସ୍ ଗୋଦାମ ବି ରହିଛି। ଏହାବାଦ ବହୁତଳ ବିଶିଷ୍ଟ କୋଠା ବି ରହିଛି। ଏପରି ଜଣେ କୁବେର ଶିକ୍ଷକଙ୍କ ଘରେ ଆଜି ସକାଳୁ ପଶିଛି ଭିଜିଲାନ୍ସ ଟିମ୍‌। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜୟନ୍ତୀପୁର ହାଇସ୍କୁଲ ପିଇଟି ଶିକ୍ଷକ ଜନାର୍ଦ୍ଦନ ସାହୁଙ୍କ ଘରେ ଆଜି ସକାଳୁ ହୋଇଛି ରେଡ୍ ।

ଜନାର୍ଦ୍ଦନଙ୍କ ନିଜ ଘର, ପୈତୃକ ଘର , ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ସମେତ ସମୁଦାୟ ୧୧ଟି ସ୍ଥାନରେ ଆଜି ସକାଳୁ ସକାଳୁ ଚାଲିଛି ରେଡ। ଏହି ଚଢାଉ ଆରମ୍ଭ କରୁ କରୁ ମାତ୍ର କିଛି ଘଣ୍ଟା ମଧ୍ୟ ଭିଜିଲାନ୍ସ ଅଧିକାରୀ ଆଖି ଖୋସିହେଲା ପରି ସମ୍ପତ୍ତି ଠାବ କରିସାରିଲେଣି।

ଜନାର୍ଦ୍ଦନଙ୍କର ବ୍ରହ୍ମପୁର ଅନନ୍ତନଗର ଲେନ୍‌ ନଂ୧ରେ ଏକ ୩ ମହଲା ବିଶିଷ୍ଟ କୋଠା ଥିବା ବେଳେ ତାହାର ମୂଲ୍ୟ ୨କୋଟିରୁ ଊର୍ଦ୍ଧ୍ୱ ହେବ । ଏହି ଘରେ ଚଢ଼ାଉ ବେଳେ ନଗଦ ୫୦ ହଜାର ଟଙ୍କା, ୧୦୦ ଗ୍ରାମ ସୁନାଗହଣା ଆଦି ଜବତ ହୋଇଛି। ଏହାବାଦ ୧୦ରୁ ଊର୍ଦ୍ଧ୍ୱ ପ୍ଲଟର କାଗଜ ପତ୍ର ମିଳିଥିବା ବେଳେ ବହୁ ଇନସ୍ୟୁରାନ୍ସ କାଗଜ ମଧ୍ୟ ଜବତ ହୋଇଥିବା ଜଣାଯାଇଛି।

ଅନନ୍ତନଗର ଲେନ୍‌  ନଂ-୩ରେ  ଜନାର୍ଦ୍ଦନଙ୍କର ଏକ ଘର ଥିବା ବେଳେ ସେଠାରେ ଭଡ଼ାରେ ହଷ୍ଟେଲ ଚାଲୁଛି। ଜୟନ୍ତପୁରରେ ପୈତୃକ ଘର, ଅଫିସ, ପେଟ୍ରୋଲ ପମ୍ପ, ମଦ ଭାଟି, ଗ୍ୟାସ ଗୋଦାମ   ରହିଛି। ଏହି ସବୁ ସ୍ଥାନରେ ବି ରେଡ କରୁଛନ୍ତି ଭିଜିଲାନ୍ସ ଅଧିକାରୀ।

ଜଣେ ସରକାରୀ ଶିକ୍ଷକ କିପରି ଏତେ ପରିମାଣର ସମ୍ପତ୍ତି ଠାବ କରିପାରିଲେ ତାହା ଦେଖି ସମସ୍ତେ ତାଜୁବ ହୋଇଯାଇଛନ୍ତି। ତେବେ ସେ ଶାସକ ଦଳକୁ ସମର୍ଥନ କରୁଥିବାରୁ ବିରୋଧୀ ଦଳ ଷଡ଼ଯନ୍ତ୍ର କରି ଏଭଳି କରାଇଥିବା କହିଛନ୍ତି ଜନାର୍ଦ୍ଦନ ସାହୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story