କିରାଣିଙ୍କ ଘରେ ଭିଜିଲାନ୍ସ ରେଡ; ନଗଦ ୮ ଲକ୍ଷ ସହ ମିଳିଲା ସୁନା ରୂପା

ଯାଜପୁର(ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ଜାଲ୍‌ରେ ଧରା ପଡ଼ିଛନ୍ତି କିରାଣି ।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଜପୁର ଧର୍ମଶାଳା ସବ୍‌ରେଜିଷ୍ଟ୍ରି ଅଫିସ୍‌ର କିରାଣି ରତ୍ନାକରଙ୍କ ଘରେ ରେଡ୍  କରିଛି ଭିଜିଲାନ୍ସ ଟିମ୍ । ରତ୍ନାକରଙ୍କ ଚହଟାସ୍ଥିତ ପୈତୃକ ଘର ସମେତ ୭ଟି ଅଞ୍ଚଳରେ ଚଢ଼ଉ ହୋଇଛି । ଚହଟା ଘରେ ଯାଞ୍ଚ ବେଳେ ରତ୍ନାକରଙ୍କ ଘରୁ ନଗଦ ୮ ଲକ୍ଷ ଟଙ୍କା ଜବତ ହେବା ସହ ସୁନା ରୁପା ଅଳଙ୍କାର ଭିଜିଲାନ୍ସ ହାତରେ ଲାଗିଛି । […]

vigilance

vigilance

Niharika Rout
  • Published: Thursday, 12 November 2020
  • Updated: 12 November 2020, 10:38 AM IST

Sports

Latest News

ଯାଜପୁର(ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ଜାଲ୍‌ରେ ଧରା ପଡ଼ିଛନ୍ତି କିରାଣି ।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଜପୁର ଧର୍ମଶାଳା ସବ୍‌ରେଜିଷ୍ଟ୍ରି ଅଫିସ୍‌ର କିରାଣି ରତ୍ନାକରଙ୍କ ଘରେ ରେଡ୍  କରିଛି ଭିଜିଲାନ୍ସ ଟିମ୍ ।

ରତ୍ନାକରଙ୍କ ଚହଟାସ୍ଥିତ ପୈତୃକ ଘର ସମେତ ୭ଟି ଅଞ୍ଚଳରେ ଚଢ଼ଉ ହୋଇଛି । ଚହଟା ଘରେ ଯାଞ୍ଚ ବେଳେ ରତ୍ନାକରଙ୍କ ଘରୁ ନଗଦ ୮ ଲକ୍ଷ ଟଙ୍କା ଜବତ ହେବା ସହ ସୁନା ରୁପା ଅଳଙ୍କାର ଭିଜିଲାନ୍ସ ହାତରେ ଲାଗିଛି । ଏହାର ଯାଞ୍ଚ ଏବେ କରୁଛି ଭିଜିଲାନ୍ସ ଟିମ୍ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story