ତିହିଡ଼ି ବ୍ଲକ କ୍ୟାସିୟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଦ୍ରକ ଜିଲ୍ଲା  ତିହିଡ଼ି ବ୍ଲକ କ୍ୟାସିୟର ପ୍ରଭାକର ପ୍ରଧାନଙ୍କ ଘରେ ଭିଜିଲାନ୍ସ  ପକ୍ଷରୁ ଚଢ଼ାଉ କରାଯାଇଛି। ପ୍ରଭାକରଙ୍କ ତିହିଡ଼ି କାର୍ଯ୍ୟାଳୟ, ବାଲେଶ୍ୱର, ଭଦ୍ରକ ଭଡାଘର ଓ ପୈତୃକ ଘରେ ଏକକାଳୀନ ଏହି ଚଢ଼ାଉ କରାଯାଇଛି।

ପ୍ରଭାକର ବିଭିନ୍ନ ସରକାରୀ ଯୋଜନାରେ ଯୋଗାଇ ଦିଆଯାଉଥିବା  ଅନୁଦାନକୁ  ହିତାଧୀକାରୀଙ୍କୁ ବଣ୍ଟନ କରିବା ଓ ଖର୍ଚ୍ଚ କରିବା ବାହାନାରେ ବେଆଇନ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଥିଲା।

Ordigital Desk
• Published: Tuesday, 28 November 2017
• Updated: 28 November 2017, 10:29 AM IST

ବାଲେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଦ୍ରକ ଜିଲ୍ଲା  ତିହିଡ଼ି ବ୍ଲକ କ୍ୟାସିୟର ପ୍ରଭାକର ପ୍ରଧାନଙ୍କ ଘରେ ଭିଜିଲାନ୍ସ  ପକ୍ଷରୁ ଚଢ଼ାଉ କରାଯାଇଛି। ପ୍ରଭାକରଙ୍କ ତିହିଡ଼ି କାର୍ଯ୍ୟାଳୟ, ବାଲେଶ୍ୱର, ଭଦ୍ରକ ଭଡାଘର ଓ ପୈତୃକ ଘରେ ଏକକାଳୀନ ଏହି ଚଢ଼ାଉ କରାଯାଇଛି।

ପ୍ରଭାକର ବିଭିନ୍ନ ସରକାରୀ ଯୋଜନାରେ ଯୋଗାଇ ଦିଆଯାଉଥିବା  ଅନୁଦାନକୁ  ହିତାଧୀକାରୀଙ୍କୁ ବଣ୍ଟନ କରିବା ଓ ଖର୍ଚ୍ଚ କରିବା ବାହାନାରେ ବେଆଇନ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos