ଲାଞ୍ଚ ନେଇ ଧରା ପଡିଲେ ଜିଲ୍ଳା ଶ୍ରମ ଅଧିକାରୀ

ନୂଆପଡା(ଓଡ଼ିଶା ରିପୋର୍ଟର): ଲାଞ୍ଚ ନେଲା ବେଳେ ଧରା ପଡିଲେ ଜିଲ୍ଳା ଶ୍ରମ ଅଧିକାରୀ। ଆଜି ଜଣେ ବ୍ୟକ୍ତିଙ୍କଠାରୁ  ଲେବର କାର୍ଡ କରାଇ ଦେବା ପାଇଁ ନିଜ ଖରିଆରରୋଡସ୍ଥିତ ଅଫିସରେ ୪୦ ହଜାର ଟଙ୍କା ଲାଞ୍ଚ ନେଉ ଥିବା ବେଳେ ଜିଲ୍ଲା ଶ୍ରମ ଅଧିକାରୀ ଶରତ କୁମାର ପାଣିଗ୍ରାହୀଙ୍କୁ ନୂଆପଡା ଭିଜିଲାନ୍ସ ଧରିଛି । ନୂଆପଡା ଜିଲ୍ଲା ବୋଡେନ ଥାନା ପଲସଦା ଗାଁର ଶ୍ରୀନିବାସ ବେହେରା ୨୦୦ ଜଣ ବ୍ୟକ୍ତିଙ୍କ ଲେବର କାର୍ଡ ପାଇଁ ଜିଲ୍ଲା ଶ୍ରମ ଅଧିକାରୀ […]

7nm

7nm

Tapas Behera
  • Published: Friday, 08 January 2021
  • Updated: 08 January 2021, 05:27 PM IST

Sports

Latest News

ନୂଆପଡା(ଓଡ଼ିଶା ରିପୋର୍ଟର): ଲାଞ୍ଚ ନେଲା ବେଳେ ଧରା ପଡିଲେ ଜିଲ୍ଳା ଶ୍ରମ ଅଧିକାରୀ। ଆଜି ଜଣେ ବ୍ୟକ୍ତିଙ୍କଠାରୁ  ଲେବର କାର୍ଡ କରାଇ ଦେବା ପାଇଁ ନିଜ ଖରିଆରରୋଡସ୍ଥିତ ଅଫିସରେ ୪୦ ହଜାର ଟଙ୍କା ଲାଞ୍ଚ ନେଉ ଥିବା ବେଳେ ଜିଲ୍ଲା ଶ୍ରମ ଅଧିକାରୀ ଶରତ କୁମାର ପାଣିଗ୍ରାହୀଙ୍କୁ ନୂଆପଡା ଭିଜିଲାନ୍ସ ଧରିଛି । ନୂଆପଡା ଜିଲ୍ଲା ବୋଡେନ ଥାନା ପଲସଦା ଗାଁର ଶ୍ରୀନିବାସ ବେହେରା ୨୦୦ ଜଣ ବ୍ୟକ୍ତିଙ୍କ ଲେବର କାର୍ଡ ପାଇଁ ଜିଲ୍ଲା ଶ୍ରମ ଅଧିକାରୀ ଶରତ କୁମାର ପାଣିଗ୍ରାହୀଙ୍କୁ ଜଣାଇଥିଲେ । କାର୍ଡ ପ୍ରତି ସରକାରୀ ଦର ୭୦ ଟଙ୍କା ହିସାବରେ ୧୪,୦୦୦ ଟଙ୍କା ଡିପୋଜିଟ୍ କରିବା କଥା । କିନ୍ତୁ ଡିଏଲଓ ତାଙ୍କୁ ୪୦ ହଜାର ଟଙ୍କା ମାଗିଥିଲେ । ଆଜି ନିଜ ଅଫିସରେ ୪୦,୦୦୦ ଟଙ୍କା ନେଉ ଥିବା ବେଳେ ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଟିମ୍ ଧରି ଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story