ମାପ ଓଜନ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରାଉରକେଲା( ଓଡ଼ିଶା ରିପୋର୍ଟର): ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ରାଉରକେଲାର ମାପ ଓଜନ ବିଭାଗ ଆସିଷ୍ଟାଣ୍ଟ୍ କଣ୍ଟ୍ରୋଲର ବିଦ୍ୟାଧର ବିଶ୍ୱାଳଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ବିଦ୍ୟାଧରଙ୍କ ବାସଭବନ ସମେତ ରାଉରକେଲା ଏଲଆଇସି କଲୋନୀରେ ଥିବା ସରକାରୀ କ୍ୱାର୍ଟର୍ସ, ରାଉରକେଲା ଉଦିତନଗରରେ ଥିବା କାର୍ଯ୍ୟାଳୟ, ଭୁବନେଶ୍ୱର ପୋଖରୀପୁଟରେ ଥିବା ଘର, ପାତ୍ରପଡ଼ାରେ ଥିବା ଶଳାଙ୍କ ଘର ଏବଂ ବାଲୁଗାଁର ନିମିକ୍ଷେତରେ ଥିବା ପୈତୃକ ଘରକୁ ମିଶାଇ ୫ ଟି ସ୍ଥାନରେ ଏକାକାଳୀନ ଚଢ଼ାଉ […]

vigi

Rakesh Mallick
  • Published: Monday, 30 April 2018
  • , Updated: 30 April 2018, 09:22 AM IST

ରାଉରକେଲା( ଓଡ଼ିଶା ରିପୋର୍ଟର): ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ରାଉରକେଲାର ମାପ ଓଜନ ବିଭାଗ ଆସିଷ୍ଟାଣ୍ଟ୍ କଣ୍ଟ୍ରୋଲର ବିଦ୍ୟାଧର ବିଶ୍ୱାଳଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ବିଦ୍ୟାଧରଙ୍କ ବାସଭବନ ସମେତ ରାଉରକେଲା ଏଲଆଇସି କଲୋନୀରେ ଥିବା ସରକାରୀ କ୍ୱାର୍ଟର୍ସ, ରାଉରକେଲା ଉଦିତନଗରରେ ଥିବା କାର୍ଯ୍ୟାଳୟ, ଭୁବନେଶ୍ୱର ପୋଖରୀପୁଟରେ ଥିବା ଘର, ପାତ୍ରପଡ଼ାରେ ଥିବା ଶଳାଙ୍କ ଘର ଏବଂ ବାଲୁଗାଁର ନିମିକ୍ଷେତରେ ଥିବା ପୈତୃକ ଘରକୁ ମିଶାଇ ୫ ଟି ସ୍ଥାନରେ ଏକାକାଳୀନ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୩ ଜଣ ଡିଏସପି  ଓ ୫ ଜଣ ଇନିସପେକ୍ଟରଙ୍କୁ ମିଶାଇ ୨୫ ଜଣ କର୍ମଚାରୀ ସାମିଲ ଥିଲେ।

 

 

Related story