କୁବେର ସହକାରୀ ଯନ୍ତ୍ରୀ, ଶାଳି ଘରେ ଲୁଚାଇଥିଲେ ୧.୪୧ କୋଟି ଟଙ୍କା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଗିରଫ ହୋଇଥିବା ଗଞ୍ଜାମ ଜିଲ୍ଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଶାଳି (ଦ୍ୱିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କ ଭଉଣୀ)ଙ୍କ ଘରୁ ଆଜି ନଗଦ ୧କୋଟି ୪୧ ଲକ୍ଷ ଟଙ୍କା ଓ ୩୫୪ ଗ୍ରାମ୍ ସୁନା ଜବତ କରିଛି ଭିଜିଲାନ୍ସ। କାର୍ତ୍ତିକେଶ୍ୱରଙ୍କ ଶାଳି ଏକ ଝୁମ୍ପୁଡ଼ି ଘରେ ରହୁଥିବା ବେଳେ ସେଠାରେ ଏତେ ପରିମାଣରେ ଟଙ୍କା ଥିବା ଦେଖି ଭିଜିଲାନ୍ସ କର୍ମଚାରୀ ବି ଚକିତ […]

BBSR

BBSR

Tapaswini Nayak
  • Published: Saturday, 09 April 2022
  • Updated: 09 April 2022, 02:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଗିରଫ ହୋଇଥିବା ଗଞ୍ଜାମ ଜିଲ୍ଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଶାଳି (ଦ୍ୱିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କ ଭଉଣୀ)ଙ୍କ ଘରୁ ଆଜି ନଗଦ ୧କୋଟି ୪୧ ଲକ୍ଷ ଟଙ୍କା ଓ ୩୫୪ ଗ୍ରାମ୍ ସୁନା ଜବତ କରିଛି ଭିଜିଲାନ୍ସ। କାର୍ତ୍ତିକେଶ୍ୱରଙ୍କ ଶାଳି ଏକ ଝୁମ୍ପୁଡ଼ି ଘରେ ରହୁଥିବା ବେଳେ ସେଠାରେ ଏତେ ପରିମାଣରେ ଟଙ୍କା ଥିବା ଦେଖି ଭିଜିଲାନ୍ସ କର୍ମଚାରୀ ବି ଚକିତ ହୋଇଯାଇଥିଲେ।

କାର୍ତ୍ତିକେଶ୍ୱରଙ୍କ ପତ୍ନୀ କଳ୍ପନା ପ୍ରଧାନଙ୍କୁ ଜେରାବେଳେ ସେ ବିପୁଳ ପରିମାଣର ଟଙ୍କା ଓ ସୁନା ତାଙ୍କ ଭଉଣୀଙ୍କ ଘରେ ଲୁଚାଇଥିବା ଜଣାପଡ଼ିଥିଲା। ଏହା ପରେ ଆଜି ଭୋରରେ ଭିଜିଲାନ୍ସ ଟିମ୍ କଳ୍ପନାଙ୍କ ଭଉଣୀ ରହୁଥିବା ସାଲିଆ ସାହିରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ସେଠାରୁ ନଗଦ ୧କୋଟି ୪୧ ଲକ୍ଷ ୬୨ ହଜାର ୪ଶହ ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ଏଥିସହ କଳ୍ପନାଙ୍କ ଭଉଣୀ ପୋଖରୀପୁଟରେ ୭୮ ଲକ୍ଷ ଟଙ୍କା ଦେଇ ଏକ ଟ୍ରିପଲେକ୍ସ କିଣିଥିବା ଜଣାପଡ଼ିଛି।

ଦୁଇ ଦିନ ଚଢ଼ାଉ କରିବା ପରେ ଭିଜିଲାନ୍ସ କାର୍ତ୍ତିକେଶ୍ୱର ରାଉଳଙ୍କୁ ଗିରଫ କରିଥିଲା। ତାଙ୍କୁ ଅଧିକ ପଚରାଉଚରା ପାଇଁ ଭିଜିଲାନ୍ସ ଟିମ୍ ୩  ଦିନିଆ ରିମାଣ୍ଡରେ ନେଇଛି। ଭିଜିଲାନ୍ସ କାର୍ତ୍ତିକେଶ୍ୱରଙ୍କ ଠାରୁ ୪.୭୬ କୋଟିର ସଂପତ୍ତି ଜବତ କରିଛି। ଏହି ସଂପତ୍ତି ତାଙ୍କ ଆୟଠାରୁ ୭ ଗୁଣ ଅଧିକ। ତାଙ୍କ ଠାରୁ କେବଳ ୨ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଥିଲା।

ଚଢ଼ାଉର ପ୍ରଥମେ ଦିନରେ (୬ ତାରିଖରେ) ତାଙ୍କ ଘରୁ ଭିଜିଲାନ୍ସ ନଗଦ ୨ ଲକ୍ଷ ୫୦ ହଜାର ୮୮୦ ଟଙ୍କା ଜବତ କରିଥିଲା। କିନ୍ତୁ ଚଢ଼ାଉର ଦ୍ୱିତୀୟ ଦିନରେ ଅର୍ଥାତ୍ ୭ ତାରିଖରେ କାର୍ତ୍ତିକେଶ୍ୱର ଓ ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ଭୁବନେଶ୍ୱରର ଟାଟା ଆରିଅନ ସ୍ଥିତ ଫ୍ଲାଟ୍‌ରୁ ନଗଦ ୨ କୋଟି ୫୦ ହଜାର ଟଙ୍କା ଜବତ କରାଯାଇଥିଲା। ଏହି ଦୁଇ ଦିନରେ ତାଙ୍କ ଠାରୁ ମୋଟ ୨ କୋଟି ୩ ଲକ୍ଷ ୮୮୦ ଟଙ୍କା ଜବତ କରାଯାଇଛି। ଓଡ଼ିଶା ଭିଜିଲାନ୍ସ ଇତିହାସରେ ଏହା ଏକ ରେକର୍ଡ। ପୂର୍ବରୁ କେବେ ରେଡ୍ ବେଳେ ଏତେ ପରିମାଣରେ ନଗଦ ଟଙ୍କା ଜବତ କରାଯାଇ ନଥିଲା।

ଏହା ସହିତ ତାଙ୍କର ଆହୁରି ୨.୭୬ କୋଟି ଟଙ୍କାର ଅନ୍ୟାନ୍ୟ ସଂପତ୍ତି ଠାବ କରାଯାଇଛି। ଏହା ମଧ୍ୟରେ ଭୁବନେଶ୍ୱରରେ ଥିବା ତାଙ୍କର ୨ଟି ଫ୍ଲାଟ୍ ଓ ଗୋଟିଏ ଦୁଇ ମହଲା କୋଠା ରହିଛି। ସେହିପରି ଏଥିରେ ତାଙ୍କର ୭ଟି ପ୍ଲଟ ଓ ୩୭.୨୩ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ବୀମା ଜମା ରହିଛି। ୭ଟି ପ୍ଳଟ ମଧ୍ୟରୁ ୨ଟି ଭୁବନେଶ୍ୱରର ପ୍ରମୁଖ ସ୍ଥାନରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story