ଗାଧୋଉଥିବା ବେଳେ ଧରି ପକାଇଲା କୁମ୍ଭୀର

ପଟ୍ଟାମୁଣ୍ଡାଇ (ପ୍ରବୀର ନାୟକ): କୁମ୍ଭୀର ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ରାଜପୁର ଗାଁରେ ଏ ଘଟଣା ଘଟିଛି। ଆହତ ବ୍ୟକ୍ତିଙ୍କ ନାଁ ଭଗବାନ ରାଉତ। ସେ ଆଜି ସକାଳେ ଗାଁ ନିକଟ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀରେ ଗାଧୋଉ ଥିବା ବେଳେ ତାଙ୍କୁ କୁମ୍ଭୀର ଆକ୍ରମଣ କରିଥିଲା। ଏଠାରେ ବନ ବିଭାଗ ପକ୍ଷରୁ କରାଯାଇଥିବା ଘାଟରେ ସେ ଗାଧୋଉଥିଲା ବେଳେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲେ। […]

attack1

attack1

Tapaswini Nayak
  • Published: Thursday, 07 March 2019
  • Updated: 07 March 2019, 11:20 AM IST

Sports

Latest News

ପଟ୍ଟାମୁଣ୍ଡାଇ (ପ୍ରବୀର ନାୟକ): କୁମ୍ଭୀର ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ରାଜପୁର ଗାଁରେ ଏ ଘଟଣା ଘଟିଛି।

ଆହତ ବ୍ୟକ୍ତିଙ୍କ ନାଁ ଭଗବାନ ରାଉତ। ସେ ଆଜି ସକାଳେ ଗାଁ ନିକଟ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀରେ ଗାଧୋଉ ଥିବା ବେଳେ ତାଙ୍କୁ କୁମ୍ଭୀର ଆକ୍ରମଣ କରିଥିଲା। ଏଠାରେ ବନ ବିଭାଗ ପକ୍ଷରୁ କରାଯାଇଥିବା ଘାଟରେ ସେ ଗାଧୋଉଥିଲା ବେଳେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲେ। ଏହି ଘାଟରେ ତାର ଜାଲି ଘେରା ଯାଇ ନ ଥିବା ଯୋଗୁ କୁମ୍ଭୀର ତାଙ୍କୁ ଆକ୍ରମଣ କଲା ବୋଲି କୁହାଯାଉଛି।

କୁମ୍ଭୀର ତାଙ୍କ ବାମ ହାତକୁ ଧରି ପକାଇଥିଲା। ତେବେ ଭଗବାନ ଡରି ନଯାଇ ସାହସ ସହ କୁମ୍ଭୀର କବଳରୁ ମୁକୁଳି ଆସିଥିଲେ।
ତାଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story