ରଥକାଠ ଅଟକାଇଲେ ଗାଁ ଲୋକ

<p>ନୟାଗଡ଼ (ଓଡ଼ିଶା ରିପୋର୍ଟର): ରଥଯାତ୍ରା ପାଇଁ ପୁରୀକୁ ଆସୁଥିବା ରଥକାଠ ଅଟକାଇଲେ ଗାଁ ଲୋକ। ମୋବାଇଲ୍ ଟାୱାର, ମେଡିକାଲ ଓ ଅନ୍ୟାନ୍ୟ ଦାବିରେ ଦଶପଲ୍ଲା ଥାନା କଳସଖମଣ ଓ ନୂଆଗାଁ ଲୋକେ ରଥକାଠକୁ ଅଟକାଇ ଥିଲେ। ବନ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ। ମାତ୍ର ଆନ୍ଦୋଳନକାରୀମାନେ ନିଜ ଜିଦ୍&zwnj;ରେ ଅଟକ ରହିଥିଲେ। ନ୍ୟୁଜ ଲେଖାହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିଥିବା ଜଣାପଡ଼ିଛି।</p> <p>ମହାପ୍ରଭୁ ଜଗନ୍ନାଥଙ୍କ ଘୋଷ ଯାତ୍ରା ପାଇଁ ପ୍ରତିବର୍ଷ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନ ଖଣ୍ଡରୁ ରଥ କାଠ ଆସିଥାଏ। ଚଳିତବର୍ଷ ରଥଯାତ୍ରା ପାଇଁ ଆଜି କାଠ ଆସୁଥିଲା। ଗାଁ ଲୋକେ ଜାଣିପାରି ରଥକାଠ ବୋଝେଇ ଟ୍ରକ ଗୁଡ଼ିକୁ ଅଟକାଇ ଥିଲେ।</p>

Ordigital Desk
  • Published: Monday, 05 March 2018
  • Updated: 05 March 2018, 10:42 PM IST

Sports

Latest News

<p>ନୟାଗଡ଼ (ଓଡ଼ିଶା ରିପୋର୍ଟର): ରଥଯାତ୍ରା ପାଇଁ ପୁରୀକୁ ଆସୁଥିବା ରଥକାଠ ଅଟକାଇଲେ ଗାଁ ଲୋକ। ମୋବାଇଲ୍ ଟାୱାର, ମେଡିକାଲ ଓ ଅନ୍ୟାନ୍ୟ ଦାବିରେ ଦଶପଲ୍ଲା ଥାନା କଳସଖମଣ ଓ ନୂଆଗାଁ ଲୋକେ ରଥକାଠକୁ ଅଟକାଇ ଥିଲେ। ବନ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ। ମାତ୍ର ଆନ୍ଦୋଳନକାରୀମାନେ ନିଜ ଜିଦ୍&zwnj;ରେ ଅଟକ ରହିଥିଲେ। ନ୍ୟୁଜ ଲେଖାହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିଥିବା ଜଣାପଡ଼ିଛି।</p><p>ମହାପ୍ରଭୁ ଜଗନ୍ନାଥଙ୍କ ଘୋଷ ଯାତ୍ରା ପାଇଁ ପ୍ରତିବର୍ଷ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନ ଖଣ୍ଡରୁ ରଥ କାଠ ଆସିଥାଏ। ଚଳିତବର୍ଷ ରଥଯାତ୍ରା ପାଇଁ ଆଜି କାଠ ଆସୁଥିଲା। ଗାଁ ଲୋକେ ଜାଣିପାରି ରଥକାଠ ବୋଝେଇ ଟ୍ରକ ଗୁଡ଼ିକୁ ଅଟକାଇ ଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos