ସୀମା ଲଂଘିଲା ବର୍ବର କାଣ୍ଡ: ଦାନ୍ତ ଭାଙ୍ଗି ଦେଲେ, ପିଟି ପିଟି ମାରିଦେଲେ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ସୀମା ଲଂଘିଲା ବର୍ବର କାଣ୍ଡ । ଗୁଣି ଗାରେଡ଼ି ସନ୍ଦେହରେ ଦିନ ଦ୍ୱିପ୍ରହରରେ ଶହ ଶହ ଲୋକଙ୍କ ସମ୍ମୁଖରେ ଉତ୍ତ୍ୟକ୍ତ ଗ୍ରାମବାସୀ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ଗ୍ରାମବାସୀଙ୍କ ରୋଷର ଶିକାର ହୋଇ ଆଉ ୨ ଜଣ ଗୁରୁତର ହୋଇଛନ୍ତି । ଗଂଜାମ ଜିଲ୍ଲା ଚମାଖଣ୍ଡି ଥାନା ରାମେୟାପଲ୍ଲୀ ଗାଁରେ ଘଟିଛି ଏପରି ଲୋମ ଟାଙ୍କୁରା ଅମାନବୀୟ କାଣ୍ଡ। ଗତ ୧୯ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଏବେ ଏହାର ଭିଡିଓ […]

attack

attack

Niharika Rout
  • Published: Tuesday, 29 June 2021
  • Updated: 29 June 2021, 02:04 PM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ସୀମା ଲଂଘିଲା ବର୍ବର କାଣ୍ଡ । ଗୁଣି ଗାରେଡ଼ି ସନ୍ଦେହରେ ଦିନ ଦ୍ୱିପ୍ରହରରେ ଶହ ଶହ ଲୋକଙ୍କ ସମ୍ମୁଖରେ ଉତ୍ତ୍ୟକ୍ତ ଗ୍ରାମବାସୀ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ଗ୍ରାମବାସୀଙ୍କ ରୋଷର ଶିକାର ହୋଇ ଆଉ ୨ ଜଣ ଗୁରୁତର ହୋଇଛନ୍ତି । ଗଂଜାମ ଜିଲ୍ଲା ଚମାଖଣ୍ଡି ଥାନା ରାମେୟାପଲ୍ଲୀ ଗାଁରେ ଘଟିଛି ଏପରି ଲୋମ ଟାଙ୍କୁରା ଅମାନବୀୟ କାଣ୍ଡ।

ଗତ ୧୯ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଏବେ ଏହାର ଭିଡିଓ  ଭାଇରାଲ ହୋଇଛି ।  ଗୁଣି ଗାରେଡି ସନ୍ଦେହରେ ଉତ୍ତ୍ୟକ୍ତ ଗ୍ରାମବାସୀ ୩ ଜଣ  ଏନ୍.ଭେଙ୍କଟରମଣ, ଭୀମରାଜୁ ରେଡ୍ଡି ଓ ପି.ଧବଳେଶ୍ୱରଙ୍କୁ  ନିର୍ଧୂମ ପିଟିଥିଲେ। ଏତିକିରେ ସେମାନଙ୍କ ରାଗ ଶାନ୍ତ ହୋଇ ନ ଥିଲା । ଏନ୍.ଭେଙ୍କଟରମଣଙ୍କୁ ଏକ ଚିମୁଟା ଦ୍ୱାରା ନିଜ ଦାନ୍ତ ଭାଙ୍ଗିବାକୁ କୁହାଯାଇଥିଲା । ସେ ନିଜେ ଦାନ୍ତ ଭାଙ୍ଗି ନପାରିବାରୁ ଅନ୍ୟଜଣଙ୍କ ଦ୍ୱାରା ଭେଙ୍କଟରମଣଙ୍କ ଦାନ୍ତ ଭାଙ୍ଗି ଦେଇଥିଲେ ଗ୍ରାମବାସୀ । ଏହାପରେ ତାଙ୍କୁ ବିଷ୍ଟା ଖାଇବାକୁ ବାଧ୍ୟ କରାଯାଇଥିଲା ।

ଗ୍ରାମବାସୀ ମାଡ଼ ଯୋଗୁ ଘଟଣାସ୍ଥଳରେ ହିଁ ଏନ୍. ଭେଙ୍କଟରମଣଙ୍କର ମୃତ୍ୟୁ  ହୋଇଥିଲା।    ଏହି ଘଟଣାରେ ପୁଲିସ୍‌ ଏକ ମାମଲା ରୁଜୁ କରି ୧୪ ଜଣଙ୍କୁ ଗିରଫ କରିଛି  । ଭେଙ୍କଟରମଣଙ୍କ ହତ୍ୟା ଓ ଅନ୍ୟ ଦୁଇ ଜଣଙ୍କୁ ବର୍ବର ଆକ୍ରମଣ ବେଳେ ଶତାଧିକ ଲୋକ ଉପସ୍ଥିତ ଥିଲେ ମଧ୍ୟ ସମସ୍ତେ ମୁକସାକ୍ଷୀ ପାଲଟିଥିବା ଭିଡିଓରେ ଦେଖିବାକୁ ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story