ପୋଲିଂ କର୍ମଚାରୀଙ୍କୁ ଅଢ଼େଇ ଘଣ୍ଟା ଅଟକ ରଖିଲେ ଗାଁ ଲୋକ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ସ୍କୁଲ ଆଗରେ ଅଢ଼େଇ ଘଣ୍ଟା ଧରି ଅଟକି ରହିଲେ ପୋଲିଂ କର୍ମଚାରୀ। ଶିକ୍ଷା ଅଧିକାରୀଙ୍କଠାରୁ ପ୍ରତିଶ୍ରୁତି ପାଇବା ପରେ ସ୍କୁଲ ଭିତରେ ପଶିବାକୁ ଅନୁମତି ଦେଇଛନ୍ତି ଗାଁ ଲୋକେ। ଆଜି ଏପରି ଚିତ୍ର ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ଅଞ୍ଚଳରେ। ପୁଇଁନ୍ତଳା ବ୍ଲକ୍‌ କୁରୁଲ ପଞ୍ଚାୟତ ଡୁମେରପାଲି ଗାଁରେ ଥିଲା ଗୋଟିଏ ପ୍ରାଥମିକ ବିଦ୍ୟାଳୟ। ୨୦ ପିଲା ଥିବା ଦର୍ଶାଇ ଶିକ୍ଷା ବିଭାଗ ଉକ୍ତ ବିଦ୍ୟାଳୟକୁ ୨୦୧୮ ମସିହାରେ ବନ୍ଦ କରିଦେଇଥିଲା। ଯାହାକୁ […]

Balangir

Balangir

Manoranjan Sial
  • Published: Thursday, 17 February 2022
  • Updated: 17 February 2022, 09:27 PM IST

Sports

Latest News

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ସ୍କୁଲ ଆଗରେ ଅଢ଼େଇ ଘଣ୍ଟା ଧରି ଅଟକି ରହିଲେ ପୋଲିଂ କର୍ମଚାରୀ। ଶିକ୍ଷା ଅଧିକାରୀଙ୍କଠାରୁ ପ୍ରତିଶ୍ରୁତି ପାଇବା ପରେ ସ୍କୁଲ ଭିତରେ ପଶିବାକୁ ଅନୁମତି ଦେଇଛନ୍ତି ଗାଁ ଲୋକେ। ଆଜି ଏପରି ଚିତ୍ର ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ଅଞ୍ଚଳରେ।

ପୁଇଁନ୍ତଳା ବ୍ଲକ୍‌ କୁରୁଲ ପଞ୍ଚାୟତ ଡୁମେରପାଲି ଗାଁରେ ଥିଲା ଗୋଟିଏ ପ୍ରାଥମିକ ବିଦ୍ୟାଳୟ। ୨୦ ପିଲା ଥିବା ଦର୍ଶାଇ ଶିକ୍ଷା ବିଭାଗ ଉକ୍ତ ବିଦ୍ୟାଳୟକୁ ୨୦୧୮ ମସିହାରେ ବନ୍ଦ କରିଦେଇଥିଲା। ଯାହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସ୍କୁଲ ଖୋଲିବା ପାଇଁ ବାରମ୍ୱାର ଦାବି କରୁଥିଲେ ଗାଁ ଲୋକ। ମାତ୍ର ପ୍ରଶାସନ ତିଳେ ମାତ୍ର ନଜର ଦେଉନଥିଲା।

ଆସନ୍ତାକାଲି ପଞ୍ଚାୟତ ନିର୍ବାଚନରେ ମତଦାନ ଥିବାରୁ ଆଜି ଉକ୍ତ ସ୍କୁଲକୁ ଖୋଲିବା ପାଇଁ ଚେଷ୍ଟା କରିଥିଲା ପ୍ରଶାସନ। ଏପରିକି ପୋଲିଂ ବୁଥ୍‌ ସ୍କୁଲ ପାଖରେ ପହଞ୍ଚିଥିଲା। ହେଲେ ଗାଁ ଲୋକେ ସ୍କୁଲ ଖୋଲିବାକୁ ଅନୁମତି ଦେଇନଥିଲେ। ପୋଲିଂ କର୍ମଚାରୀଙ୍କୁ ସ୍କୁଲ ଭିତରକୁ ଛାଡ଼ି ନଥିଲେ। ଖବର ପାଇଁ ପଇଁନ୍ତଲା ତହସିଲଦାର, ପୁଲିସ ଫୋର୍ସ ସହ ସେଠାରେ ପହଞ୍ଚିଥିଲେ। ଗାଁ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଗାଁ ଲୋକେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଆଗେ ସ୍କୁଲ ଖୋଲ, ତା’ପରେ ପୋଲିଂ ବୁଥ୍‌ କର୍ମଚାରୀଙ୍କ ଭିତରକୁ ପଶିବାକୁ ଦେବୁ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ।

ଖବର ପାଇଁ ସ୍କୁଲ ପାଖରେ ପହଞ୍ଚିଥିଲେ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ଲୋକନାଥ ସୁନା। ସେ ପ୍ରଥମେ ଗାଁ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଗାଁ ଲୋକେ ବୁଝିନଥିଲେ। ଶେଷରେ ସ୍କୁଲ ଖୋଲିବା ପାଇଁ ବିଇଓ ଶ୍ରୀ ସୁନା ପ୍ରତିଶ୍ରୁତି ଦେବା ପରେ ପୋଲିଂ କର୍ମଚାରୀଙ୍କୁ ସ୍କୁଲ ଭିତରେ ପଶିବାକୁ ଅନୁମତି ଦେଇଛନ୍ତି ଗାଁ ଲୋକେ। ଦୀର୍ଘ ଅଢ଼େଇ ଘଣ୍ଟା ପରେ ପୋଲିଂ ଅଧିକାରୀମାନେ ସ୍କୁଲ ଭିତରକୁ ଯାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story