୪ ଘଣ୍ଟା ପରେ ମୁକୁଳିଲେ ପାତ୍ରପୁର ବିଡିଓ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗାଁରେ ଦୀର୍ଘ ୪ ଘଣ୍ଟା ଅଟକି ରହିଲେ ଗଞ୍ଜାମ ପାତ୍ରପୁର ବିଡିଓ ପ୍ରକାଶ ଦାଶ। ପ୍ରଶାସନ ସହ ଆଲୋଚନା ପରେ ବିଡିଓଙ୍କୁ ଛାଡ଼ିଲେ ଗାଁ ଲୋକ। ବିଡିଓ ମୁକୁଳିବା ନେଇ ବ୍ରହ୍ମପୁର ଉପଜିଲ୍ଲାପାଳ ଭି. କୀର୍ତ୍ତିିଭାସନ ସୂଚନା ଦେଇଛନ୍ତି। ଭୋଟର ଲିଷ୍ଟରେ ନାଁ ନଥିବାରୁ ଏହାକୁ ବିରୋଧ କରି ବିଡିଓଙ୍କୁ ଦାୟୀ କରିବା ସହ ଅଟକ ରଖିଥିଲେ। ଗତ ୨୦ ତାରିଖରେ ପାତ୍ରପୁର ବ୍ଲକ୍‌ ତୁମ୍ବା ପଞ୍ଚାୟତରେ ମତଦାନ ସରିଛି। ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ୍ […]

Patrapur

Patrapur

Manoranjan Sial
  • Published: Wednesday, 23 February 2022
  • Updated: 23 February 2022, 07:28 PM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗାଁରେ ଦୀର୍ଘ ୪ ଘଣ୍ଟା ଅଟକି ରହିଲେ ଗଞ୍ଜାମ ପାତ୍ରପୁର ବିଡିଓ ପ୍ରକାଶ ଦାଶ। ପ୍ରଶାସନ ସହ ଆଲୋଚନା ପରେ ବିଡିଓଙ୍କୁ ଛାଡ଼ିଲେ ଗାଁ ଲୋକ। ବିଡିଓ ମୁକୁଳିବା ନେଇ ବ୍ରହ୍ମପୁର ଉପଜିଲ୍ଲାପାଳ ଭି. କୀର୍ତ୍ତିିଭାସନ ସୂଚନା ଦେଇଛନ୍ତି। ଭୋଟର ଲିଷ୍ଟରେ ନାଁ ନଥିବାରୁ ଏହାକୁ ବିରୋଧ କରି ବିଡିଓଙ୍କୁ ଦାୟୀ କରିବା ସହ ଅଟକ ରଖିଥିଲେ।

Patrapurଗତ ୨୦ ତାରିଖରେ ପାତ୍ରପୁର ବ୍ଲକ୍‌ ତୁମ୍ବା ପଞ୍ଚାୟତରେ ମତଦାନ ସରିଛି। ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ୍ ବାକ୍ସରେ ସିଲ୍‌ ହୋଇଛି। ହେଲେ ଆଦିବାସୀ ଅଧ୍ୟୁଷିତ ଧାଡ଼ିଆମ୍ବ ଗାଁର ବହୁ ଲୋକ ମତଦାନରୁ ବଞ୍ଚିତ ହୋଇଥିଲେ। ଭୋଟ୍‌ ତାଲିକାରେ ନାଁ ନଥିବାରୁ ସେମାନେ ଭୋଟ୍‌ ଦେଇ ପାରି ନ ଥିଲେ। ଏହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

Patrapurଆଜି ପାତ୍ରପୁର ବିଡିଓ ପ୍ରକାଶ ଦାଶ ବିଦ୍ୟାଳୟ ରୂପାନ୍ତରିଣ କାମ ଦେଖି ଫେରୁଥିଲେ। ଏ ସମ୍ପର୍କରେ ଧାଡ଼ିଆମ୍ୱ ଗାଁର ମହିଳାମାନେ ଜାଣିପାରି ବିଡିଓଙ୍କୁ ବିଚ୍‌ ରାସ୍ତାରେ ଅଟକାଇ ଥିଲେ। ଆଉ ପ୍ରଶ୍ନ ପଚାରି ଘାଇଲା କରିଥିଲେ। ଭୋଟ୍‌ର ତାଲିକାରେ କାହିଁକି ନାଁ ନାହିଁ ବୋଲି ପଚାରିଥିଲେ? ଏହା ପରେ ମହିଳାମାନେ ବିଡିଓଙ୍କୁ ଗାଡ଼ିରୁ ଟାଣି ଗାଁ ଭିତରକୁ ନେଇ ଯାଇଥିଲେ। ତାଙ୍କୁ ଗାଁରେ ଅଟକ ରଖିଥିଲେ। ବିଡିଓ ଲିଖିତ ପ୍ରତିଶ୍ରୁତି ଦେବା ପରେ ଗାଁ ଲୋକେ ତାଙ୍କୁ ଛାଡ଼ି ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story