କାରରେ ରାତିସାରା ରହିଲେ ମହିଳା ଡାକ୍ତର, କରୋନା ଯୋଦ୍ଧାଙ୍କୁ ଏମିତି ବ୍ୟବହାର କଲେ ଗାଁ ଲୋକେ

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ଖୋଦ୍‌ ରାଜଧାନୀରେ କରୋନା ଯୋଦ୍ଧା ଡାକ୍ତରାଣୀଙ୍କୁ ଅସମ୍ମାନ ଅଭିଯୋଗ ହୋଇଛି। ଗାଁରେ ତାଙ୍କ ପରିବାରକୁ ପୂରାଇ ନ ଦେବାରୁ କାରରେ ରାତିସାରା ରହିଲେ ଡାକ୍ତରାଣୀ। ଏପରିକି ଲୋକେ ଡାକ୍ତରାଣୀଙ୍କୁ ଢେଲା ମାରିଥିବା ମଧ୍ୟ ଅଭିଯୋଗ ହୋଇଛି। ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ହାଇଦ୍ରାବାଦରୁ ଫେରିଥିବା ଆୟୁର୍ବେଦିକ ମହିଳା ଡାକ୍ତର ରାକ୍ଷୀ ସିଂ। ଭୁବନେଶ୍ୱର ନନ୍ଦନକାନନ ଥାନା ଅଞ୍ଚଳରେ ଘଟିଛି ଏହି ଅମାନବୀୟ ଘଟଣା। କରୋନା ଯୁଦ୍ଧରେ ଡାକ୍ତରମାନେ ହେଉଛନ୍ତି ଆଗଧାଡ଼ିର ଯୋଦ୍ଧା। ମହାମାରୀରୁ ଦେଶବାସୀଙ୍କୁ […]

lopd-1

lopd-1

Tapas Behera
  • Published: Sunday, 10 May 2020
  • Updated: 10 May 2020, 07:04 PM IST

Sports

Latest News

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ଖୋଦ୍‌ ରାଜଧାନୀରେ କରୋନା ଯୋଦ୍ଧା ଡାକ୍ତରାଣୀଙ୍କୁ ଅସମ୍ମାନ ଅଭିଯୋଗ ହୋଇଛି। ଗାଁରେ ତାଙ୍କ ପରିବାରକୁ ପୂରାଇ ନ ଦେବାରୁ କାରରେ ରାତିସାରା ରହିଲେ ଡାକ୍ତରାଣୀ। ଏପରିକି ଲୋକେ ଡାକ୍ତରାଣୀଙ୍କୁ ଢେଲା ମାରିଥିବା ମଧ୍ୟ ଅଭିଯୋଗ ହୋଇଛି। ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ହାଇଦ୍ରାବାଦରୁ ଫେରିଥିବା ଆୟୁର୍ବେଦିକ ମହିଳା ଡାକ୍ତର ରାକ୍ଷୀ ସିଂ।

ଭୁବନେଶ୍ୱର ନନ୍ଦନକାନନ ଥାନା ଅଞ୍ଚଳରେ ଘଟିଛି ଏହି ଅମାନବୀୟ ଘଟଣା। କରୋନା ଯୁଦ୍ଧରେ ଡାକ୍ତରମାନେ ହେଉଛନ୍ତି ଆଗଧାଡ଼ିର ଯୋଦ୍ଧା। ମହାମାରୀରୁ ଦେଶବାସୀଙ୍କୁ ବଞ୍ଚାଇବା ପାଇଁ ସେମାନେ ଜାରି ରଖିଛନ୍ତି ଅହରହ ସଂଗ୍ରାମ। କିନ୍ତୁ ଏଭଳି ସମୟରେ ଜଣେ ଡାକ୍ତରାଣୀଙ୍କୁ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଛି।

ତାଙ୍କ ସ୍ୱାମୀଙ୍କ ଅଭିଯୋଗ ଅନୁସାରେ, ଗତ ୩ ତାରିଖ ରାତିରେ ସରକାରଙ୍କ ଅନୁମତି ନେଇ ପୁଅ, ଝିଅ ସହ ଡାକ୍ତର ରାକ୍ଷୀ ହାଇଦ୍ରାବାଦରୁ ନନ୍ଦନକାନନ ଥାନା ଅଞ୍ଚଳ ଗଣ୍ଡରପୁରସ୍ଥିତ ଭଡ଼ା ଘରକୁ ଆସିଥିଲେ। ହେଲେ ଗ୍ରାମବାସୀ ପ୍ରବଳ ବିରୋଧ କରିଥିଲେ। ଫଳରେ ଡାକ୍ତର ରାକ୍ଷୀ ସିଂ ସପରିବାର କାରରେ ରାତି ବିତାଇଥିଲେ। ତା ପରଦିନ ସକାଳେ ପୋଲିସ ସେମାନଙ୍କୁ ଗଣ୍ଡରପୁର ସ୍କୁଲରେ ଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହିବା ପାଇଁ ପରାମର୍ଶ ଦେଇଥିଲା। ସେମାନେ ସେଠାକୁ ଯିବା ବେଳେ ପ୍ରାୟ ୫୦ ଜଣ ଲୋକ ତାଙ୍କୁ ଟେକା ପଥର ମାଡ଼ କରିବା ସହ ନିଆଁ ଲଗାଇ ଦେବାକୁ ଧମକ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story