ରାତି ଅଧରେ ଏମିତି କାମ କରି ମହିଳାଙ୍କ ଠାରୁ ଝାଡ଼ୁ ପାହାର ଖାଇଲେ ଯୁବକ

ସୋର(ଶଶକିକାନ୍ତ ବେହେରା):ରାତି ଅଧରେ ମହିଳାଙ୍କ ଘରକୁ ଯାଇ ଛେଚା ଖାଇଲେ ଯୁବକ। ଗାଁର କିଛି ପୁରୁଷଙ୍କ ସହ ମହିଳାମାନେ ମିଶି ସମ୍ପୃକ୍ତ ଯୁବକଙ୍କୁ ଏକ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ କୁପାରୀ ଅଞ୍ଚଳରେ। ଗତ ୭ ତାରିଖରେ କୁପାରୀ ଅଞ୍ଚଳର ଜଣେ ଯୁବକ ଜଣେ ମହିଳାଙ୍କ ଘରକୁ  ରାତିରେ ଯାଇଥିଲେ। ଏହି ସମୟରେ ଗାଁର ମହିଳା […]

v-88

v-88

Jitendra Garnayak
  • Published: Tuesday, 11 June 2019
  • Updated: 11 June 2019, 01:27 PM IST

Sports

Latest News

ସୋର(ଶଶକିକାନ୍ତ ବେହେରା):ରାତି ଅଧରେ ମହିଳାଙ୍କ ଘରକୁ ଯାଇ ଛେଚା ଖାଇଲେ ଯୁବକ। ଗାଁର କିଛି ପୁରୁଷଙ୍କ ସହ ମହିଳାମାନେ ମିଶି ସମ୍ପୃକ୍ତ ଯୁବକଙ୍କୁ ଏକ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ କୁପାରୀ ଅଞ୍ଚଳରେ।

ଗତ ୭ ତାରିଖରେ କୁପାରୀ ଅଞ୍ଚଳର ଜଣେ ଯୁବକ ଜଣେ ମହିଳାଙ୍କ ଘରକୁ  ରାତିରେ ଯାଇଥିଲେ। ଏହି ସମୟରେ ଗାଁର ମହିଳା ଓ ପୁରୁଷ ତାଙ୍କୁ ଟାଣି ଆଣି ଗଛରେ ବାନ୍ଧି ଦେଇଥିଲେ। ଏହାପରେ ତାଙ୍କ ଗୋଡ଼ହାତ  ବାନ୍ଧି  ନିସ୍ତକୁ ମାଡ଼ ମାରିଥିଲେ। ତେବେ ଏନେଇ ଖଇରା ଥାନାରେ ଅଭିଯୋଗ ହୋଇନଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos