ଜୋରଦାର ବିରୋଧ, ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିପାରିଲେନି ଭିମସାର ନିର୍ଦ୍ଦେଶକ

ସମ୍ବଲପୁର: ଆନ୍ଦୋଳନରତ ପିଜି ଛାତ୍ରଙ୍କ ସହ ଆଲୋଚନା ପାଇଁ ଯିବାବେଳେ ଭିମସାର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀଙ୍କୁ ବିରୋଧ କରାଯାଇଛି। ସେ ଆନ୍ଦୋଳନ ସ୍ଥଳକୁ ଯାଇଥିବା ବେଳେ  ପ୍ରବଳ ନାରାବାଜି ହୋଇଥିଲା। ନାରାବାଜି ସହ ଉତ୍ତେଜନା ପ୍ରକାଶ ପାଇବାରୁ ନିର୍ଦ୍ଦେଶକ ଆନ୍ଦୋଳନକାରୀଙ୍କ ସହ  ଆଲୋଚନା କରି ନ ପାରି ଫେରି ଯାଇଥିଲେ। ଡାକ୍ତରୀଛାତ୍ରଙ୍କୁ ଅଯଥା ଆକ୍ରମଣ ଘଟଣାରେ ସଂଶ୍ଲିଷ୍ଟ କରାଯାଉଥିବା ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି। ବୁର୍ଲା ମେଡିକାଲ କଲେଜ ହଷ୍ଟେଲ ସାମ୍ନାରେ ଅଶ୍ଲୀଳ ପୋଷ୍ଟରକୁ ନେଇ ଛାତ୍ରଛାତ୍ରୀ କ୍ଷୁବ୍ଧ […]

burla

Rakesh Mallick
  • Published: Monday, 31 July 2017
  • , Updated: 31 July 2017, 02:57 PM IST

ସମ୍ବଲପୁର: ଆନ୍ଦୋଳନରତ ପିଜି ଛାତ୍ରଙ୍କ ସହ ଆଲୋଚନା ପାଇଁ ଯିବାବେଳେ ଭିମସାର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀଙ୍କୁ ବିରୋଧ କରାଯାଇଛି। ସେ ଆନ୍ଦୋଳନ ସ୍ଥଳକୁ ଯାଇଥିବା ବେଳେ  ପ୍ରବଳ ନାରାବାଜି ହୋଇଥିଲା। ନାରାବାଜି ସହ ଉତ୍ତେଜନା ପ୍ରକାଶ ପାଇବାରୁ ନିର୍ଦ୍ଦେଶକ ଆନ୍ଦୋଳନକାରୀଙ୍କ ସହ  ଆଲୋଚନା କରି ନ ପାରି ଫେରି ଯାଇଥିଲେ।

ଡାକ୍ତରୀଛାତ୍ରଙ୍କୁ ଅଯଥା ଆକ୍ରମଣ ଘଟଣାରେ ସଂଶ୍ଲିଷ୍ଟ କରାଯାଉଥିବା ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି।

ବୁର୍ଲା ମେଡିକାଲ କଲେଜ ହଷ୍ଟେଲ ସାମ୍ନାରେ ଅଶ୍ଲୀଳ ପୋଷ୍ଟରକୁ ନେଇ ଛାତ୍ରଛାତ୍ରୀ କ୍ଷୁବ୍ଧ ହୋଇଛନ୍ତି। ଏନେଇ ହସପିଟାଲ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି।

Related story