ଭାଇରାଲ ଭିଡିଓ ମାମଲା: ତୃତୀୟ ଅଭିଯୁକ୍ତ ଗିରଫ

ବାରିପଦା (ଓଡ଼ିଶା ରିପୋର୍ଟର): ଯୁବତୀଙ୍କ ଭିଡିଓ ଭାଇରାଲ ହେବା ଘଟଣାରେ ତୃତୀୟ ଅଭିଯୁକ୍ତଙ୍କୁ ମଧ୍ୟ ଧରିଲା ପୋଲିସ୍‌। ଅଭିଯୁକ୍ତ ଜଣଙ୍କ ହେଲେ ଜ୍ୟୋତିପୁର ଗାଁର ପୁରୁଷୋତ୍ତମ ମହାନ୍ତ। ପୂର୍ବରୁ ଦୁଇଜଣ ଅଭିଯୁକ୍ତ ଦୀପକ ମହନ୍ତ ଏବଂ ମୋତିଲାଲ ମହନ୍ତଙ୍କୁ ପୋଲିସ ଗିରଫ କରିଥିଲା। ଉଭୟଙ୍କୁ ଜ୍ୟୋତିପୁରରୁ ସଦର ଥାନା ପୋଲିସ ଗିରଫ କରିଥିଲା। ଅନ୍ୟପକ୍ଷରେ ଆଜି ବାରିପଦା ସଦର ଥାନାରେ ଯୁବତୀଙ୍କ ବାପା ଏତଲା ଦେଇଛନ୍ତି।

viral-video

Rakesh Mallick
  • Published: Thursday, 16 November 2017
  • , Updated: 16 November 2017, 10:44 PM IST

ବାରିପଦା (ଓଡ଼ିଶା ରିପୋର୍ଟର): ଯୁବତୀଙ୍କ ଭିଡିଓ ଭାଇରାଲ ହେବା ଘଟଣାରେ ତୃତୀୟ ଅଭିଯୁକ୍ତଙ୍କୁ ମଧ୍ୟ ଧରିଲା ପୋଲିସ୍‌। ଅଭିଯୁକ୍ତ ଜଣଙ୍କ ହେଲେ ଜ୍ୟୋତିପୁର ଗାଁର ପୁରୁଷୋତ୍ତମ ମହାନ୍ତ। ପୂର୍ବରୁ ଦୁଇଜଣ ଅଭିଯୁକ୍ତ ଦୀପକ ମହନ୍ତ ଏବଂ ମୋତିଲାଲ ମହନ୍ତଙ୍କୁ ପୋଲିସ ଗିରଫ କରିଥିଲା। ଉଭୟଙ୍କୁ ଜ୍ୟୋତିପୁରରୁ ସଦର ଥାନା ପୋଲିସ ଗିରଫ କରିଥିଲା।

ଅନ୍ୟପକ୍ଷରେ ଆଜି ବାରିପଦା ସଦର ଥାନାରେ ଯୁବତୀଙ୍କ ବାପା ଏତଲା ଦେଇଛନ୍ତି।

Related story