‘ଭୋଟିଂ ପୂର୍ବରୁ ସମସ୍ତ ପୋଲିଂ ବୁଥ୍ ସାନିଟାଇଜ କରାଯିବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ହେବ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ। ସେଥିପାଇଁ ସବୁ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଭୋଟିଂ ପୂର୍ବରୁ ସମସ୍ତ ପୋଲିଂ ବୁଥ୍‌ ସାନିଟାଇଜ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି କହିଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି କହିଛନ୍ତି, ଆସନ୍ତାକାଲି ସକାଳ ୭ରୁ ସଂଧ୍ୟା ୬ଟା ଯାଏଁ ଭୋଟିଂ ହେବ। ବୁଥ୍‌ ସଂଖ୍ୟା ବଢ଼ିଛି। ଗୋଟିଏ ବୁଥ୍‌ରେ ୧୦୦୦ ଭୋଟର ଭୋଟ୍ ଦେବେ। ଭୋଟିଂ ପୂର୍ବରୁ ସମସ୍ତ […]

ec

ec

Manoranjan Sial
  • Published: Monday, 02 November 2020
  • Updated: 02 November 2020, 04:11 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ହେବ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ। ସେଥିପାଇଁ ସବୁ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଭୋଟିଂ ପୂର୍ବରୁ ସମସ୍ତ ପୋଲିଂ ବୁଥ୍‌ ସାନିଟାଇଜ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି କହିଛନ୍ତି।

ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି କହିଛନ୍ତି, ଆସନ୍ତାକାଲି ସକାଳ ୭ରୁ ସଂଧ୍ୟା ୬ଟା ଯାଏଁ ଭୋଟିଂ ହେବ। ବୁଥ୍‌ ସଂଖ୍ୟା ବଢ଼ିଛି। ଗୋଟିଏ ବୁଥ୍‌ରେ ୧୦୦୦ ଭୋଟର ଭୋଟ୍ ଦେବେ। ଭୋଟିଂ ପୂର୍ବରୁ ସମସ୍ତ ପୋଲିଂ ବୁଥ୍‌ ସାନିଟାଇଜ କରାଯିବ। ସମସ୍ତ ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ ହେବ। ତାପମାତ୍ରା ଅଧିକ ଥିଲେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ସେମାନଙ୍କୁ ଦିଆଯିବ ସ୍ୱତନ୍ତ୍ର ଟୋକନ। ଶେଷରେ ଆସି ସେମାନେ ଭୋଟ ଦେଇପାରିବେ। ଯେଉଁ ମତଦାତାଙ୍କ ପାଖରେ ଭୋଟର କାର୍ଡ ନଥିବ, ସେମାନେ ଅନ୍ୟ ୧୧ଟି ପରିଚୟ ପତ୍ର ବ୍ୟବହାର କରିପାରିବେ ବୋଲି ସେ କହିଛନ୍ତି।

ସୁଶୀଲ ଲୋହାନି ଆହୁରି ମଧ୍ୟ କହିଛନ୍ତି, ଡ୍ୟୁଟିରେ ଥିବା ଅଫିସରଙ୍କୁ ପିପିଇ କିଟ ଦିଆଯାଇଛି। ଭୋଟରଙ୍କୁ ମଧ୍ୟ ଗ୍ଲୋଭସ୍‌ ଦିଆଯିବ। ବାଲେଶ୍ୱରରେ ୮୬ଟି ଏବଂ ତିର୍ତ୍ତୋଲରେ ୧୫୫ଟି ସମ୍ବେଦନଶୀଳ ବୁଥ ରହିଛି। ୬ କଂପାନୀ ସେଣ୍ଟ୍ରାଲ ଫୋର୍ସ ଓ ୨୫୧ ପୁଲିସ ଅଫିସର ମୁତୟନ ହେବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story