ତୃତୀୟ ପର୍ଯ୍ୟାୟ ନିର୍ବାଚନ: ଚାଲିଛି ମତଦାନ, ଭୋଟ୍‌ ଦେଲେ ପାଣ୍ଡିଆନ୍‌ ଓ ପତ୍ନୀ

ଭୁବନେଶ୍ୱର: ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକସଭା ଓ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି। ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, ପୁରୀ, କଟକ ଓ ଭୁବନେଶ୍ୱରରେ ମତଦାନ ଚାଲିଛି। ଏହି ପର୍ଯ୍ୟାୟର ୬ ଲୋକସଭା ପାଇଁ  ୬୧ ପ୍ରାର୍ଥୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୫୫ ଜଣ ପୁରୁଷ, ୬ ଜଣ ମହିଳା ଅଛନ୍ତି। ସେହିପରି ୪୨ ବିଧାନସଭା ପାଇଁ […]

election-2

election-2

Jyoshna Pradhan
  • Published: Tuesday, 23 April 2019
  • Updated: 23 April 2019, 08:01 AM IST

Sports

Latest News

ଭୁବନେଶ୍ୱର: ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକସଭା ଓ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି।

ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, ପୁରୀ, କଟକ ଓ ଭୁବନେଶ୍ୱରରେ ମତଦାନ ଚାଲିଛି। ଏହି ପର୍ଯ୍ୟାୟର ୬ ଲୋକସଭା ପାଇଁ  ୬୧ ପ୍ରାର୍ଥୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୫୫ ଜଣ ପୁରୁଷ, ୬ ଜଣ ମହିଳା ଅଛନ୍ତି। ସେହିପରି ୪୨ ବିଧାନସଭା ପାଇଁ ପ୍ରତିଦ୍ୱନ୍ଦ୍ୱିତା ୩୫୬ ଜଣ ପ୍ରାର୍ଥୀ କରୁଛନ୍ତି। ଏମାନଙ୍କ ମଧ୍ୟରେ ୩୧୮ ଜଣ ପୁରୁଷ, ୩୭ ଜଣ ମହିଳା ଓ ଜଣେ ତୃତୀୟ ଲିଙ୍ଗୀ ଅଛନ୍ତି।

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟରେ ୧୦ ହଜାର ୪୬୪ ବୁଥ୍ କରାଯାଇଥିବା ବେଳେ ମୋଟ ଭୋଟରଙ୍କ ସଂଖ୍ୟା ହେଉଛି ୯୨ ଲକ୍ଷ ୫୬ ହଜାର ୯୨୨।  ଏମାନଙ୍କ ମଧ୍ୟରୁ ୪୭ ଲକ୍ଷ ୯୯ ହଜାର ୩୦ ପୁରୁଷ ଭୋଟର ଥିବା ବେଳେ ୪୪ ଲକ୍ଷ ୫୬ ଜଣ ୭୨୯ ମହିଳା ଓ ୧୧୬୩ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି। ତେବେ ଆଜି ବହୁ ବଡ଼ ବଡ଼ ନେତା ମନ୍ତ୍ରୀ ଭୋଟ୍‌ ଦେଉଥିବା ବେଳେ ଆଇଏଏସ୍ ଅଫିସର ଓ ଅନ୍ୟ ସରକାରୀ କର୍ମଚାରୀମାନେ ମଧ୍ୟ ଭୋଟ୍‌ ଦେଉଛନ୍ତି। ତେବେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍ ଓ ତାଙ୍କ ପତ୍ନୀ ଆଇଏଏସ୍ ଅଫିସର ସୁଜାତା ରାଉତ କାର୍ତ୍ତିକେୟନ ଭୋଟ୍‌ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story