ପିଣ୍ଡାରେ ଖେଳୁଥିଲା, କାନ୍ଥ ପଡ଼ି ଚାଲିଗଲା ନାବାଳିକା ଜୀବନ

ବାରିପଦା(ମାନିକ୍ ଲାଲ୍ ପାଣି ): ଲଗାଣ ବର୍ଷାରେ ମାଟି କାନ୍ଥ ଭୁଶୁଡ଼ି ପୁଣି ଆଜି ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ବାରିପଦା ସହର ୧୯ ନମ୍ବର ୱାର୍ଡ ମାଛସାହିର ରଶ୍ନି ବେହେରା(୮)। ସେ ଚତୁର୍ଥ ଶ୍ରେଣୀରେ ପାଠପଢ଼ୁଥିଲେ। ସବୁଦିନ ଭଳି ସେ ନିଜ ଘର ପିଣ୍ଡାରେ ଖେଳୁଥିଲେ। ଏହି ସମୟରେ ହଠାତ ତାଙ୍କ ଉପରେ ମାଟି କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତାଙ୍କୁ ପରିବାର ଲୋକେ ମାଟି ତଳୁ ଉଦ୍ଧାର କରି ବାରିପଦା ଡାକ୍ତରଖାନାକୁ ନେଇଥିଲେ। ହେଲେ […]

Mati-wall

Mati-wall

Niranjan Mishra
  • Published: Sunday, 21 August 2022
  • Updated: 21 August 2022, 07:16 PM IST

ବାରିପଦା(ମାନିକ୍ ଲାଲ୍ ପାଣି ): ଲଗାଣ ବର୍ଷାରେ ମାଟି କାନ୍ଥ ଭୁଶୁଡ଼ି ପୁଣି ଆଜି ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ବାରିପଦା ସହର ୧୯ ନମ୍ବର ୱାର୍ଡ ମାଛସାହିର ରଶ୍ନି ବେହେରା(୮)। ସେ ଚତୁର୍ଥ ଶ୍ରେଣୀରେ ପାଠପଢ଼ୁଥିଲେ।

ସବୁଦିନ ଭଳି ସେ ନିଜ ଘର ପିଣ୍ଡାରେ ଖେଳୁଥିଲେ। ଏହି ସମୟରେ ହଠାତ ତାଙ୍କ ଉପରେ ମାଟି କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତାଙ୍କୁ ପରିବାର ଲୋକେ ମାଟି ତଳୁ ଉଦ୍ଧାର କରି ବାରିପଦା ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ।

ରଶ୍ନିଙ୍କ ବାପା ଜଣେ ରିକ୍ସା ଚାଳକ। ନିହାତି ଗରିବ। ତେଣୁ ପରିବାର ସହ ଏକ କଚ୍ଚା ଘରେ ରହୁଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ଏହି ଘଟଣା ପୁଣି ଥରେ ପ୍ରମାଣିତ କରିଛି ଯେ, ରାଜ୍ୟ ସରକାର ଜନ୍ମ ଠାରୁ ମରଣ ପର୍ଯ୍ୟନ୍ତ କରିଥିବା ଯୋଜନା କିପରି ଧୂଆଁ ବାଣ ପାଲଟିଛି। ଗରିବଙ୍କୁ ପକ୍କାଘର ଯୋଗାଇ ଦେବା ନିମନ୍ତେ ସରକାର କରିଥିବା ଯୋଜନା ଏହି ପରିବାର ନିକଟରେ ପହଞ୍ଚି ପାରିଲାନାହିଁ। ଫଳରେ ଅଦିନରେ ଜଣେ ଶିଶୁର ପ୍ରାଣ ଚାଲିଗଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story