ଥାନା ସମ୍ମୁଖରେ ଖୋଲିଲା ଜଳଛତ୍ର

ଚୌଦ୍ୱାର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏବେ ଗୀଷ୍ମ ପ୍ରବାହ ଲାଗି ରହିଛି। ଯାହାକୁ ନଜରରେ ରଖାଯାଇ ଚୌଦ୍ୱାର ପୌରପାଳିକାର ୫୫ ନଂ ଜାତୀୟ ରାଜପଥ ଚୌଦ୍ୱାର ଥାନା ସାମ୍ନାରେ ପ୍ରେସକ୍ଲବ ତରଫରୁ ଏକ ଜଳଛତ୍ରର ଖୋଲା ଯାଇଛି। ଏଥିପାଇଁ ଆୟୋଜିତ ସଭାରେ ପ୍ରେସକ୍ଲବ୍‌ ସଂପାଦକ ରମେଶ ଚନ୍ଦ୍ର ସାମଲ ପୌରହିତ୍ୟ କରିଥିବା ବେଳେ ପ୍ରେସ୍‌ କ୍ଲବର ସଭାପତି ତଥା ହିନ୍ଦସେବକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁ, ଚୌଦ୍ୱାର ଥାନା ଭାରପ୍ରାପ୍ତ ଅଧିକାରୀ ବୀରଞ୍ଜି ନାରାୟଣ ପତି, ଇମ୍ଫାର […]

cuttack

cuttack

Manoranjan Sial
  • Published: Saturday, 10 April 2021
  • Updated: 10 April 2021, 04:41 PM IST

Sports

Latest News

ଚୌଦ୍ୱାର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏବେ ଗୀଷ୍ମ ପ୍ରବାହ ଲାଗି ରହିଛି। ଯାହାକୁ ନଜରରେ ରଖାଯାଇ ଚୌଦ୍ୱାର ପୌରପାଳିକାର ୫୫ ନଂ ଜାତୀୟ ରାଜପଥ ଚୌଦ୍ୱାର ଥାନା ସାମ୍ନାରେ ପ୍ରେସକ୍ଲବ ତରଫରୁ ଏକ ଜଳଛତ୍ରର ଖୋଲା ଯାଇଛି। ଏଥିପାଇଁ ଆୟୋଜିତ ସଭାରେ ପ୍ରେସକ୍ଲବ୍‌ ସଂପାଦକ ରମେଶ ଚନ୍ଦ୍ର ସାମଲ ପୌରହିତ୍ୟ କରିଥିବା ବେଳେ ପ୍ରେସ୍‌ କ୍ଲବର ସଭାପତି ତଥା ହିନ୍ଦସେବକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁ, ଚୌଦ୍ୱାର ଥାନା ଭାରପ୍ରାପ୍ତ ଅଧିକାରୀ ବୀରଞ୍ଜି ନାରାୟଣ ପତି, ଇମ୍ଫାର ଲୋକ ସମ୍ପର୍କ ଅଧିକାରୀ ଧ୍ରୁବ ଚରଣ ରାଉତ, ସମାଜସେବୀ ସହଦେବ ବରାଳ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ସାମ୍ବାଦିକମାନେ କେବଳ ଖବର ପ୍ରସାରଣରେ ସୀମିତ ନରହି ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିବାକୁ ଅତିଥି ପରାମର୍ଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos