ମୁଁ ମୁଖ୍ୟମନ୍ତ୍ରୀଙ୍କୁ ବି ଡରେଇକି ରଖିଥିଲି, କରୋନା କ’ଣ କରିବ: ଡାକ୍ତର ସଦାନନ୍ଦ

ରାଉରକେଲା(ପୱନ ତିୱାରି): ମୋତେ ୬୮ ବର୍ଷ ହେଲାଣି। ମୋତେ କେବେ ଡର ଲାଗେନି। ମୁଁ ଜୀବନରେ କେବେ ଡରିବା ଶିଖିନି। ମୁଁ ଯେବେ ଛାତ୍ରୟୁନିଅନର ନେତା ଥିଲି ମୁଁ ମୁଖ୍ୟମନ୍ତ୍ରୀଙ୍କୁ ବି ଡରେଇକି ରଖିଥିଲି। ସେଥିପାଇଁ ମୁଁ ବେମାରୀକୁ ଡରେନି। କାରଣ ମଣିଷ ଦିନେ ମରିବ। ସବୁ ଦିନ କାଇଁ ମରିବ। କରୋନା ମହାମାରୀକୁ ଏମିତି  ଦୁଃସାହସିକ ମତ ରଖିଛନ୍ତି ରାଉରକେଲା ସ୍ଥିତ ହାଇଟେକ୍ ମେଡିକାଲ କଲେଜ ଏବଂ  ହସ୍ପିଟାଲରେ ନିର୍ଦ୍ଦେଶକ ତଥା ସୁପରିଟେଣ୍ଡେଷ୍ଟ ଡାକ୍ତର ସଦାନନ୍ଦ […]

n-908

n-908

Tapas Behera
  • Published: Wednesday, 08 April 2020
  • Updated: 08 April 2020, 09:11 PM IST

Sports

Latest News

ରାଉରକେଲା(ପୱନ ତିୱାରି): ମୋତେ ୬୮ ବର୍ଷ ହେଲାଣି। ମୋତେ କେବେ ଡର ଲାଗେନି। ମୁଁ ଜୀବନରେ କେବେ ଡରିବା ଶିଖିନି। ମୁଁ ଯେବେ ଛାତ୍ରୟୁନିଅନର ନେତା ଥିଲି ମୁଁ ମୁଖ୍ୟମନ୍ତ୍ରୀଙ୍କୁ ବି ଡରେଇକି ରଖିଥିଲି। ସେଥିପାଇଁ ମୁଁ ବେମାରୀକୁ ଡରେନି। କାରଣ ମଣିଷ ଦିନେ ମରିବ। ସବୁ ଦିନ କାଇଁ ମରିବ। କରୋନା ମହାମାରୀକୁ ଏମିତି  ଦୁଃସାହସିକ ମତ ରଖିଛନ୍ତି ରାଉରକେଲା ସ୍ଥିତ ହାଇଟେକ୍ ମେଡିକାଲ କଲେଜ ଏବଂ  ହସ୍ପିଟାଲରେ ନିର୍ଦ୍ଦେଶକ ତଥା ସୁପରିଟେଣ୍ଡେଷ୍ଟ ଡାକ୍ତର ସଦାନନ୍ଦ ମହାପାତ୍ର ।

ସାରା ବିଶ୍ୱ ରେ ଏବେ କରୋନା ମହାମାରୀ କୁ ନେଇ ଆତଙ୍କ ସୃଷ୍ଟି ହୋଇଛି I ଏହି ଘଡିସନ୍ଧି ମୁହୂର୍ତ୍ତରେ ସବୁଠୁ ବଡ଼ ଯୋଦ୍ଧା ହେଉଛନ୍ତି ଡାକ୍ତରମାନେ। ଡାକ୍ତର ସଦାନନ୍ଦ ବି ଜଣେ ମଧ୍ୟ ଜଣେ ଯୋଦ୍ଧା l ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଡାକ୍ତରମାନେ ହେଉଛନ୍ତି ଦ୍ଵିତୀୟ ଇଶ୍ୱର l ତେଣୁ ଏପରି ପରିସ୍ଥିତିରେ ପଛ ଘୁଞ୍ଚା ଦେବାର ପ୍ରଶ୍ନ ଉଠୁନି l ସଦାନନ୍ଦ ଏବଂ ତାଙ୍କ ଟିମ୍ ରାଉରକେଲା ସ୍ଥିତ କୋଭିଡ୍ ହସ୍ପିଟାଲ ରେ କାମ କରୁଛନ୍ତି l ସେ କହନ୍ତି ଛାତ୍ର ଜୀବନରେ ମୁଖ୍ୟମନ୍ତ୍ରୀଙ୍କୁ ଥରାଇ ଦେଉଥିଲେ ତ’ କରୋନାକୁ ଡରିବେ କାହିଁକି l ହାଇଟେକ୍ ମେଡିକାଲ୍ ର ପ୍ରାୟ ୫୦ ଜଣ କର୍ମଚାରୀ କୋଭିଡ୍ ହସ୍ପିଟାଲରେ କାମ କରୁଛନ୍ତି । ପ୍ରଥମେ ଷ୍ଟାଫ୍ ମାନେ କୋଭିଡ୍ ହସ୍ପିଟାଲରେ କାମ କରିବାକୁ ଭୟ କରୁଥିଲେ l କିନ୍ତୁ ସଦାନନ୍ଦ ବାବୁଙ୍କ ଜୋଶ ଦେଖି ସେମାନେ ମଧ୍ୟ ଆଗେଇ ଆସିଛନ୍ତି । ସଦାନନ୍ଦ ସବୁ କର୍ମଚାରୀଙ୍କ ଅଭିଭାବକମାନଙ୍କ ସହିତ ମଧ୍ୟ ଏ ନେଇ ଆଲୋଚନା କରିଛନ୍ତି । ଅଭିଭାବକମାନେ ପ୍ରଥମେ ପ୍ରଥମେ ଡରୁଥିଲେ।

ହେଲେ ସଦାନନ୍ଦ କହିଛନ୍ତି ଯେ, ମୁଁ ତାଙ୍କୁ ବୁଝାଇ ଏହା ଦେଶ ପାଇଁ ଏକ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି। ବର୍ତ୍ତମାନର ସୈନ୍ୟ ହେଉଛନ୍ତି ଡାକ୍ତର। ସୈନ୍ୟ କେବେ ହେଲେ ମଇଦାନ ଛାଡ଼ି ଯାଏନି। ସୈନ୍ୟ ମଇଦାନ ଛାଡ଼ିଲେ ଦେଶରେ ଶତ୍ରୁମାନେ ଭରିଯିବେ। ତେଣୁ ଏଇ ସମୟରେ ଯଦି ଜାତିର ସେବା ନ କରିବା ତେବେ ଦେଶ ଦ୍ରୋହୀ ହେବା।ତେଣୁ ଆମେ ଜାତିର ସେବା କରିବା । ମଣିଷ ଦିନେ ନା ଦିନେ ମରିବ ତ’ ଏତେ ଚିନ୍ତା କାହିଁକି ? ସବୁ ଦିନ ମରି ମରି ବଞ୍ଚିବାଠୁ ଦିନେ ମରିବା ଭଲ।

ସଦାନନ୍ଦ ବାବୁ ଙ୍କ ପରିବାର ରେ ସମସ୍ତେ ଜାଣନ୍ତି ସେ କେମିତିକା ଲୋକୋ ତାଙ୍କର ଘରେ ପୁଅ, ବୋହୁ, ନାତି, ନାତୁଣୀ, ସ୍ତ୍ରୀ ସମସ୍ତେ ଅଛନ୍ତି l କେହି ତାଙ୍କୁ ସେବା କରିବାରେ ଆଜି ଯାଏ ବାଧା ଦେଇ ନାହାନ୍ତି l ଆଜି ଯାଏଁ ସେ କାହାକୁ ଡରନ୍ତି ନାହିଁ l ତେବେ ଏପରି ଯୋଦ୍ଧାଙ୍କୁ ନେଇ ରାଉରକେଲା ସହର ରେ ବେସ୍ ଚର୍ଚ୍ଚା I

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story