ମାଷ୍ଟରମାଇଣ୍ଡ ବସିଛି ଝାଡଖଣ୍ଡରେ, ତଥ୍ୟ ଆସୁଛି ମୁମ୍ୱାଇରୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁମ୍ୱାଇରୁ ଆସୁଥିଲା ତଥ୍ୟ। ଝାଡଖଣ୍ଡରେ ବସିଥିଲା ଜମତରା ଗ୍ୟାଙ୍ଗର ମୁଖ୍ୟ। ସେ ସେଠାରେ ବସି ଅପରେଟ୍‌ କରୁଥିଲା ପୂରା ଗ୍ୟାଙ୍ଗ। ଆଉ ବିଛାଉଥିଲା ମାୟା ଜାଲ। ସେହି ଜାଲରେ ପଡ଼ି ଯାଉଥିଲେ ନିରିହ ଜନତା। ପୁଲିସ୍‌ ହାତରେ ଧରାପଡ଼ିଥିବା ୩ ଅଭିଯୁକ୍ତଙ୍କଠାରୁ ଏପରି ତଥ୍ୟ ହାସଲ କରିଛି କ୍ରାଇମବ୍ରାଞ୍ଚ। ଏବେ ମଧ୍ୟ ମାଷ୍ଟରମାଇଣ୍ଡ ସମ୍ପର୍କରେ ତଥ୍ୟ ସଂଗ୍ରହ ଚାଲିଛି ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି। ଜାମତରା ଗ୍ୟାଙ୍ଗ ସଦସ୍ୟଙ୍କ ରିମାଣ୍ଡ ନେଇ […]

Jamtara

Jamtara

Manoranjan Sial
  • Published: Friday, 04 February 2022
  • Updated: 04 February 2022, 10:38 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁମ୍ୱାଇରୁ ଆସୁଥିଲା ତଥ୍ୟ। ଝାଡଖଣ୍ଡରେ ବସିଥିଲା ଜମତରା ଗ୍ୟାଙ୍ଗର ମୁଖ୍ୟ। ସେ ସେଠାରେ ବସି ଅପରେଟ୍‌ କରୁଥିଲା ପୂରା ଗ୍ୟାଙ୍ଗ। ଆଉ ବିଛାଉଥିଲା ମାୟା ଜାଲ। ସେହି ଜାଲରେ ପଡ଼ି ଯାଉଥିଲେ ନିରିହ ଜନତା। ପୁଲିସ୍‌ ହାତରେ ଧରାପଡ଼ିଥିବା ୩ ଅଭିଯୁକ୍ତଙ୍କଠାରୁ ଏପରି ତଥ୍ୟ ହାସଲ କରିଛି କ୍ରାଇମବ୍ରାଞ୍ଚ। ଏବେ ମଧ୍ୟ ମାଷ୍ଟରମାଇଣ୍ଡ ସମ୍ପର୍କରେ ତଥ୍ୟ ସଂଗ୍ରହ ଚାଲିଛି ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି।

ଜାମତରା ଗ୍ୟାଙ୍ଗ ସଦସ୍ୟଙ୍କ ରିମାଣ୍ଡ ନେଇ କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି, “ଗିରଫ ୩ ସାଇବର ଠକଙ୍କୁ ଜେରା ବେଳେ ବହୁ ତଥ୍ୟ ମିଳିଛି। ସେମାନେ ଯେଉଁ ମୋବାଇଲର ଆଇଏମ୍‌ଆଇ ଓ ସିମ୍‌ ବ୍ୟବହାର କରୁଥିଲେ, ସେ ସମ୍ପର୍କରେ ସବୁ ରାଜ୍ୟକୁ ସୂଚନା ଦିଆଯାଇଥିଲା। ଏହାର ପରେ ବିଭିନ୍ନ ରାଜ୍ୟରୁ ଆସିଥିଲା ସୂଚନା। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ନାଁରେ ୭ଟି ରାଜ୍ୟରେ ୫୫ଟି ମାମଲା ହୋଇଛି। ଆଗକୁ ଏହି ସଂଖ୍ୟା ମଧ୍ୟ ବଢ଼ିବ। ସର୍ବାଧିକ ୪୫ଟି ଠକେଇ ମାମଲା ତେଲେଙ୍ଗାନାରେ ଦାୟର ହୋଇଛି।”

ଏଡିଜି ଆହୁରି କହିଛନ୍ତି, “ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସଂପର୍କରେ ସୁରାକ ମିଳିଛି। ଝାଡ଼ଖଣ୍ଡରେ ରହି ଗ୍ୟାଙ୍ଗ ଅପରେଟ୍‌ କରୁଥିଲା ମାଷ୍ଟର ମାଇଣ୍ଡ। ଲୋକଙ୍କ ବ୍ୟାଙ୍କ ଡାଟା ମୁମ୍ବାଇରେ ରହୁଥିବା ଜଣେ ବ୍ୟକ୍ତି ଯୋଗାଉଥିଲା। ସେହି ତଥ୍ୟକୁ ମାଷ୍ଟରମାଇଣ୍ଡ ଅନ୍ୟମାନଙ୍କ ପାଖକୁ ପଠାଉଥିଲା। ଏହା ପରେ ବିଭିନ୍ନ ଉପାୟରେ ଲୁଟ୍‌ ପାଇଁ ଯୋଜନା କରୁଥିଲା ଗ୍ୟାଙ୍ଗ। ବ୍ୟାଙ୍କିଙ୍ଗ ତଥ୍ୟ ଦେଉଥିବା ବ୍ୟକ୍ତିଙ୍କ ବିଷୟ କିଛି ସୂଚନା ମିଳିଛି। ତାକୁ ଗିରଫ କରିବା ପାଇଁ ବ୍ୟବସ୍ଥା କରାଯାଉଛି। ସେଥିପାଇଁ ଏକ ଟିମ୍‌ ଖୁବ୍‌ଶୀଘ୍ର ମୁମ୍ୱାଇ ଯିବ।”

ଏଡିଜି ଶ୍ରୀ ପଣ୍ଡା କହିଛନ୍ତି-“ଗ୍ୟାଙ୍ଗ ମାଷ୍ଟରମାଇଣ୍ଡ ଝାଡଖଣ୍ଡରେ ରହି ଗ୍ୟାଙ୍ଗ ଅପରେଟ୍‌ କରୁଛି। ତା’ର ନେଣ ଓ ଦେଣ ବିଷୟରେ ତଥ୍ୟ ମିଳିଛି। କିନ୍ତୁ ମାଷ୍ଟରମାଇଣ୍ଡ ସମ୍ପର୍କରେ ବିଶେଷ ତଥ୍ୟ ମିଳିପାରି ନାହିଁ। ତା’ ଉପରେ ତଦନ୍ତ ଚାଲିଛି। ବହୁ ଶୀଘ୍ର ତଥ୍ୟ ମିଳିଯିବ।”

ଅଜଣା ନମ୍ବରରୁ ଆସିଥିବା କଲ୍‌, ମେସେଜ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଲେ ଏଡିଜି ସଞ୍ଜୀବ ପଣ୍ଡା। ସେ କହିଛନ୍ତି,“କୌଣସି ବ୍ୟକ୍ତିଗତ ନମ୍ବରରୁ କେହି କଲ୍‌ କରି ଡାଟା ମାଗିଲେ ସତର୍କ ରହନ୍ତୁ। କେୱାଇସି ଅପଡେଟ ବା ଓଟିପି ନମ୍ବର ଆଦୌ ସେୟାର କରନ୍ତୁ ନାହିଁ। ଆସୁଥିବା ଅଜଣା କଲ୍‌ ନ୍ୟାସନାଲ ସାଇବର କ୍ରାଇମ ପୋର୍ଟାଲରେ ଜଣାନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story