ୱେଲମାର୍କ ଲୋ ପ୍ରେସରରେ ପରିଣତ ହେଲା ଲଘୁଚାପ, କେଉଁଠି କେତେ ହେଲା ବର୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି। ଏହାର ପ୍ରଭାବରେ ଅଧିକାଂଶ ଜିଲ୍ଲାରେ ବର୍ଷା ହେଉଛି। ଚାନ୍ଦବାଲିରେ ସର୍ବାଧିକ ୧୨୨.୩ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ୱରରେ ୭୦.୮ ମିମି, ସୋନପୁରରେ ୭୦ ମିମି, ଅନୁଗୋଳରେ ୬୦ ମିମି, ସମ୍ବଲପୁରରେ ୫୮.୬ ମିମି, ବଲାଙ୍ଗିରରେ ୯୨.୬ ମିମି, କଟକରେ ୫୫.୪ ମିମି  ଓ  ହୀରାକୁଦ ୫୦.୨ ମିମି ବର୍ଷା ରେକର୍ଡ କରାଯାଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ […]

75

75

Tapas Behera
  • Published: Tuesday, 02 July 2019
  • Updated: 02 July 2019, 11:33 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି। ଏହାର ପ୍ରଭାବରେ ଅଧିକାଂଶ ଜିଲ୍ଲାରେ ବର୍ଷା ହେଉଛି। ଚାନ୍ଦବାଲିରେ ସର୍ବାଧିକ ୧୨୨.୩ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ୱରରେ ୭୦.୮ ମିମି, ସୋନପୁରରେ ୭୦ ମିମି, ଅନୁଗୋଳରେ ୬୦ ମିମି, ସମ୍ବଲପୁରରେ ୫୮.୬ ମିମି, ବଲାଙ୍ଗିରରେ ୯୨.୬ ମିମି, କଟକରେ ୫୫.୪ ମିମି  ଓ  ହୀରାକୁଦ ୫୦.୨ ମିମି ବର୍ଷା ରେକର୍ଡ କରାଯାଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗର ଡ୍ୟୁଟି ଅଫିସର ଚରଣ ବେହେରା ସୂଚନା ଦେଇଛନ୍ତି

ଭୁବନେଶ୍ୱରରେ ମଧ୍ୟ ଲଗାତର ବର୍ଷା ଯୋଗୁ ଜୀବନଯାତ୍ରା ପ୍ରଭାବିତ ହୋଇଛି । ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ପାଣି ଜମି ରହିଥିବା ଯୋଗୁ ଗମନାଗମନ ପ୍ରଭାବିତ ହୋଇଛି।

ସେହିପରି କଟକର ବିଭିନ୍ନ ସାହି ଓ ତଳିଆ ଅଞ୍ଚଳରେ ପାଣି ଜମି ରହିଛି। ମାତ୍ର କିଛି ଘଣ୍ଟାର ବର୍ଷା ପରେ ଆଣ୍ଠୁଏ ଉଚ୍ଚର ପାଣି ସିଲଭର ସିଟିର ବିଭିନ୍ନ ଅଞ୍ଚଳରେ ଢେଉ ମାରୁଛି। ନାଳ ନର୍ଦ୍ଦମା ଜାମ୍ ଯୋଗୁ ପାଣି ନିଷ୍କାସନ ହୋଇପାରିନି। ଫଳରେ ନାଳ ଓ ବର୍ଷା ପାଣି ଲୋକଙ୍କ ଘରେ ଆସି ପଶିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story