ଘରେ ସିବିଆଇ ରେଡ୍ ନେଇ କ’ଣ କହିଲେ ଦେବୀ ମିଶ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ସି-ସୋର ମହାନଦୀ ପର୍ଯ୍ୟଟନ ପ୍ରକଳ୍ପ ସଂପର୍କରେ ପଚାରିଲେ। ୨୦୧୩ରୁ ସିବିଆଇ ତଦନ୍ତ କରୁଛି। ମୋତେ ବି ପୂର୍ବରୁ ପଚାରିଥିଲେ। ଯେହେତୁ ମୁଁ ପର୍ଯ୍ୟଟନ ମନ୍ତ୍ରୀ ଥିଲି, ସେ ସଂପର୍କରେ ପଚାରିଲେ। ମନ୍ତ୍ରୀ ଭାବେ ମୋର ତ ନିଜସ୍ୱ ନିଷ୍ପତ୍ତି ନଥିଲା, ସବୁ ସରକାରୀ ନିଷ୍ପତ୍ତି ଥିଲା। ମୋତେ ଡକ୍ୟୁମେଣ୍ଟ ମାଗିଲେ। ଡକ୍ୟୁମେଣ୍ଟ ସବୁ ପର୍ଯ୍ୟଟନ ବିଭାଗରେ ଅଛି।’ ଆଜି ଘରେ ସିବିଆଇ ରେଡ୍ ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ ବିଜେଡି ନେତା […]

Devimishra

Devimishra

Jitendra Garnayak
  • Published: Friday, 18 September 2020
  • Updated: 18 September 2020, 01:38 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ସି-ସୋର ମହାନଦୀ ପର୍ଯ୍ୟଟନ ପ୍ରକଳ୍ପ ସଂପର୍କରେ ପଚାରିଲେ। ୨୦୧୩ରୁ ସିବିଆଇ ତଦନ୍ତ କରୁଛି। ମୋତେ ବି ପୂର୍ବରୁ ପଚାରିଥିଲେ। ଯେହେତୁ ମୁଁ ପର୍ଯ୍ୟଟନ ମନ୍ତ୍ରୀ ଥିଲି, ସେ ସଂପର୍କରେ ପଚାରିଲେ। ମନ୍ତ୍ରୀ ଭାବେ ମୋର ତ ନିଜସ୍ୱ ନିଷ୍ପତ୍ତି ନଥିଲା, ସବୁ ସରକାରୀ ନିଷ୍ପତ୍ତି ଥିଲା। ମୋତେ ଡକ୍ୟୁମେଣ୍ଟ ମାଗିଲେ। ଡକ୍ୟୁମେଣ୍ଟ ସବୁ ପର୍ଯ୍ୟଟନ ବିଭାଗରେ ଅଛି।’

ଆଜି ଘରେ ସିବିଆଇ ରେଡ୍ ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ ବିଜେଡି ନେତା ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର। ତେବେ ଏହା ସହିତ ସେ କହିଛନ୍ତି ଯେ ସିବିଆଇ ରେଡ୍ କରି ନଥିଲା। କାଗଜପତ୍ର ବିଷୟରେ ପଚାରିଥିଲା।

https://www.facebook.com/OdishaReporter/posts/3094563884000334

ଭୁବନେଶ୍ୱରର ୟୁନିଟ୍-୧ ସ୍ଥିତ ଶ୍ରୀ ମିଶ୍ରଙ୍କ ସରକାରୀ ବାସଭବନରେ ସିବିଆଇ ପକ୍ଷରୁ ରେଡ୍ କରାଯାଇଥିଲା। ୪ରୁ ୫ ଜଣିଆ ଟିମ୍ ପ୍ରାୟ ୩ ଘଣ୍ଟା ଧରି ସେଠାରେ ରହିଥିଲେ। ଫେରିବା ବେଳେ ସେମାନେ କିଛି କାଗଜପତ୍ର ସାଙ୍ଗରେ ନେଇଯାଇଥିବା ଦେଖିବାକୁ ମିଳିଥିଲା।

ସେହିପରି ଶ୍ରୀ ମିଶ୍ରଙ୍କ ନରସିଂହପୁର ସ୍ଥିତ ପୈତୃକ ଘରେ ମଧ୍ୟ ସିବିଆଇ ରେଡ୍ କରାଯାଇଛି। ଭୁବନେଶ୍ୱର ଓ ନରସିଂହପୁର ସମେତ ୭ଟି ସ୍ଥାନରେ ସିବିଆଇ ରେଡ୍ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ସି ସୋର ଗ୍ରୁପ ୫୦୦ କୋଟି ଟଙ୍କା ଠକେଇ ନେଇ ଅଭିଯୋଗ ରହିଛି। ଏହି ମାମଲାରେ ପୂର୍ବରୁ କଟକ ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ ଗିରଫ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story