‘ଆମ ପାଇଁ କଣ ବ୍ୟବସ୍ଥା କଲେ ସରକାର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ୫ ପ୍ରତିଶତରୁ କମ୍ ସଂକ୍ରମଣ ହାର ଥିବା ୨୦ ଜିଲ୍ଲାରେ କୋହଳ । ୫ ପ୍ରତିଶତ ଉପରେ ଥିବା ୧୦ ଜିଲ୍ଲାରେ ଟାଇଟ୍ ରାଜ୍ୟରେ କରୋନା ସଂକ୍ରମଣକୁ ଆୟତ୍ତରେ ରଖିବାକୁ ସରକାର ଘୋଷଣା କରିଛନ୍ତି ୫ମ ପର୍ଯ୍ୟାୟ ଲକଡାଉନ୍ କଟକଣା । ତେବେ ଏ ଘୋଷଣାକୁ ନେଇ ପୁଣି ନିରାଶା ବ୍ୟକ୍ତ କରିଛନ୍ତି ବନ୍ଦ ପଡ଼ିଥିବା ବହୁ ଶିଳ୍ପ ଓ ଅନୁଷ୍ଠାନ। ବିଶେଷକରି ସିନେମା, ଟେଲିଭିଜନ୍ ଓ ଯାତ୍ରା କଳାକାର, ଟେକନିସିଆନ୍ ଓ ଏ […]

nilagiri-12300000

nilagiri-12300000

Tapas Behera
  • Published: Wednesday, 30 June 2021
  • Updated: 30 June 2021, 07:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ୫ ପ୍ରତିଶତରୁ କମ୍ ସଂକ୍ରମଣ ହାର ଥିବା ୨୦ ଜିଲ୍ଲାରେ କୋହଳ । ୫ ପ୍ରତିଶତ ଉପରେ ଥିବା ୧୦ ଜିଲ୍ଲାରେ ଟାଇଟ୍ ରାଜ୍ୟରେ କରୋନା ସଂକ୍ରମଣକୁ ଆୟତ୍ତରେ ରଖିବାକୁ ସରକାର ଘୋଷଣା କରିଛନ୍ତି ୫ମ ପର୍ଯ୍ୟାୟ ଲକଡାଉନ୍ କଟକଣା । ତେବେ ଏ ଘୋଷଣାକୁ ନେଇ ପୁଣି ନିରାଶା ବ୍ୟକ୍ତ କରିଛନ୍ତି ବନ୍ଦ ପଡ଼ିଥିବା ବହୁ ଶିଳ୍ପ ଓ ଅନୁଷ୍ଠାନ। ବିଶେଷକରି ସିନେମା, ଟେଲିଭିଜନ୍ ଓ ଯାତ୍ରା କଳାକାର, ଟେକନିସିଆନ୍ ଓ ଏ ଶିଳ୍ପକୁ ନେଇ ବଞ୍ଚୁଥିବା କର୍ମଜୀବୀଙ୍କ ଜୀବିକା ପୁଣି ଅନ୍ଧାର ଭିତରକୁ ଠେଲି ହୋଇଯାଇଛି।

A କ୍ୟାଟେଗୋରୀ ଜିଲ୍ଲାରେ ଉଭୟ ଆଉଟଡୋର୍ ଓ ଇନଣ୍ଡୋର ସୁଟିଂକୁ ଅନୁମତି ମିଳିଥିବା ବେଳେ B କ୍ୟାଟେଗୋରୀ ଜିଲ୍ଲାରେ କେବଳ ଆଉଟ୍ ଡୋର ସୁଟିଂକୁ ଅନୁମତି ମିଳିଛି । ହେଲେ ପ୍ରଶ୍ନ ଉଭୟ ଫିଲ୍ମ ଓ ଟେଲିଭିଜନ ଶିଳ୍ପର ସିଂହଭାଗ କାର୍ଯ୍ୟ କଟକ ଓ ଭୁବନେଶ୍ୱରରେ ହେଉଥିବା ବେଳେ ଏଠାରେ ଇନଡୋର ସୁଟିଂକୁ ଅନୁମତି ମିଳିନାହିଁ । ଆଉ ଅଧିକାଂଶ ସୁଟିଂ ଇନଡୋରରେ ହିଁ ହେଉଥିବାରୁ ଏ ଶିଳ୍ପ ଆଗକୁ ଯିବ କେମିତି? ଏ କ୍ଷେତ୍ର ସହ ଜଡ଼ିତ ଲୋକେ ବଞ୍ଚିବେ କେମିତି ?

ସେହିଭଳି ପ୍ରାୟ ବର୍ଷେରୁ ଅଧିକ ସମୟ ଧରି ମାଟି କାମୁଡ଼ି ପଡ଼ିଛି ଯାତ୍ରା ଇଣ୍ଡଷ୍ଟ୍ରି । ସଂକ୍ରମଣକୁ ଦୃଷ୍ଟିରେ ରଖି ପଞ୍ଚମ ପର୍ଯ୍ୟାୟ ଲକଡାଉନ୍ ବେଳେ ଏ କ୍ଷେତ୍ର ପ୍ରତି ବି ଆଖି ବୁଜି ଦେଇଛନ୍ତି ସରକାର । ଗୋଟିଏ ପଟେ ସେମାନଙ୍କ ଦାବି ଅନୁସାରେ ଭତ୍ତା କି ସହାୟତା ମିଳିନଥିବା ବେଳେ ଅନ୍ୟପଟେ ସେମାନେ ଆଶା କରୁଥିବା କଟକଣା ସହିତ ଯାତ୍ରା ପରିବେଷଣକୁ ବି ଅନୁମତି ବି ନାହିଁ । ଏଭଳି ସ୍ଥିତିରେ ଯାତ୍ରାକୁ କ୍ୟାରିୟର କରି ବଞ୍ଚୁଥିବା କର୍ମଜୀବୀ ଚଳିବେ କେମିତି?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story