ଅଣ୍ଡରଗ୍ରାଉଣ୍ଡରେ ଥିଲା ଦୁଇଟି LPG ଟ୍ୟାଙ୍କର,  ଗୋଟିଏରେ ଥିଲା ସାଢ଼େ ୪ ଟନ୍ LPG , ଆଉ ତା’ପରେ...

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ଭୁବନେଶ୍ୱର ରାଜଭବନ ଛକ ପେଟ୍ରୋଲ୍ ପମ୍ପ ବିସ୍ଫୋରଣ ପଛର କାରଣ କଣ? କେଉଁଠି ରହିଲା ତ୍ରୁଟି ? ତନ୍ନ ତନ୍ନ କରି ଜାରି ରହିଥିବା ଖୋଳତାଡ଼ ଭିତରେ ଗୋଟି ଗୋଟି କରି ସାମ୍ନାକୁ ଆସୁଛି ବିସ୍ଫୋରଣ ପଛର ସତ। ପେଟ୍ରୋଲ୍ ପମ୍ପ ଟ୍ୟାଙ୍କରେ LPG  ଭର୍ତ୍ତିବେଳେ ଏହି ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।  ଯେଉଁଥିରେ ଜଣଙ୍କ ମୃତ୍ୟୁ ହେବା ସହ ଆଉ ଜଣଙ୍କ ଏଯାଏଁ ପତ୍ତା ମିଳିନି । ସେପଟେ କମିଶନରେଟ୍ […]

hnbm

hnbm

Tapas Behera
  • Published: Thursday, 08 October 2020
  • Updated: 08 October 2020, 08:23 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ଭୁବନେଶ୍ୱର ରାଜଭବନ ଛକ ପେଟ୍ରୋଲ୍ ପମ୍ପ ବିସ୍ଫୋରଣ ପଛର କାରଣ କଣ? କେଉଁଠି ରହିଲା ତ୍ରୁଟି ? ତନ୍ନ ତନ୍ନ କରି ଜାରି ରହିଥିବା ଖୋଳତାଡ଼ ଭିତରେ ଗୋଟି ଗୋଟି କରି ସାମ୍ନାକୁ ଆସୁଛି ବିସ୍ଫୋରଣ ପଛର ସତ। ପେଟ୍ରୋଲ୍ ପମ୍ପ ଟ୍ୟାଙ୍କରେ LPG  ଭର୍ତ୍ତିବେଳେ ଏହି ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।  ଯେଉଁଥିରେ ଜଣଙ୍କ ମୃତ୍ୟୁ ହେବା ସହ ଆଉ ଜଣଙ୍କ ଏଯାଏଁ ପତ୍ତା ମିଳିନି । ସେପଟେ କମିଶନରେଟ୍ ପୁଲିସ ମାମଲା ରୁଜୁ କରି ଖୋଳତାଡ଼ ଜାରି ରଖିବା ସହ ଉଦ୍ଧାର ପ୍ରକ୍ରିୟା ସରିବା ପରେ ରାଜଭବନ ଅଞ୍ଚଳକୁ କଟକଣା ମୁକ୍ତ କରାଯାଇଛି ।

ବିସ୍ଫୋରଣରେ ଧୂଳିସାତ ପେଟ୍ରୋଲ୍ ପମ୍ପ । ଛିନଛତ୍ର ଆଖପାଖ ଇଲାକା। କାହା ପାପୁଲି ଛିଣ୍ଡିଗଲା ତ ଆଉ କାହା ଶରୀର ହୋଇଗଲା ଖିନଭିନ୍ । ପ୍ରଚଣ୍ଡ ଶବ୍ଦରେ ସ୍ତବ୍ଧ ହୋଇଗଲା ରାଜଧାନୀ। ରାଜଭବନ ଛକ ପେଟ୍ରୋଲ୍ ପମ୍ପ ବିସ୍ଫୋରଣ ପରେ ଚାରିଆଡ଼େ ଏବେ ଭଗ୍ନରୂପ । ତାହାରି ଭିତରେ ଚାଲିଛି ପ୍ରାଣଘାତୀ ବିସ୍ଫୋରଣର କାରଣ ଖୋଜା। IOCL ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ପେଟ୍ରୋଲ୍ ପମ୍ପର ଅଣ୍ଡରଗ୍ରାଉଣ୍ଡରେ ଥିଲା ଦୁଇଟି LPG ଟ୍ୟାଙ୍କରା ଗୋଟିଏ ଟ୍ୟାଙ୍କରେ ଥିଲା ସାଢ଼େ ୪ ଟନ୍ LPG । ଅନ୍ୟଟିରେ ଟେଷ୍ଟିଂ ପାଇଁ ଥିଲା ନାଇଟ୍ରୋଜେନ୍ । ସେହି ନାଇଟ୍ରୋଜେନ୍ କାଢ଼ି LPG ଭର୍ତ୍ତି କରାଯାଇଥାନ୍ତା। ଏହି ପ୍ରକ୍ରିୟା ଭିତରେ ହଠାତ୍ ନିଆଁ ଲାଗି LPG ଭର୍ତ୍ତି ଥିବା ଅନ୍ୟ ଟ୍ୟାଙ୍କ୍ଟି ପ୍ରଚଣ୍ଡ ଶଦ୍ଦ କରିବା ସହ ବିସ୍ଫୋରଣ ହୋଇଥିବା ଆଇଓସିଏଲ୍ ସୂଚନା ଦେଇଛି । ତେବେ ଏହି ସମୟରେ LPG ଭର୍ତ୍ତି ପାଇଁ ନିୟୋଜିତ କିଛି ବ୍ୟକ୍ତି ବିସ୍ଫୋରଣର ଶୀକାର ହୋଇଥିବା ଆଶଙ୍କା କରିଛି ଆଇଓସିଏଲ୍ । ସେପଟେ ପେଟ୍ରୋଲ୍ ପମ୍ପ ଆଣ୍ଡ ଏକ୍ସପ୍ଲୋସିଭ୍ ସେଫ୍ଟି ଅର୍ଗାନାଇଜେସନ୍ କହିଛି, ଘଟଣାର ତଦନ୍ତ କରିବା ସହ ରିପୋର୍ଟ ପ୍ରସ୍ତୁତ କରାଯାଉଛି ।

ସେପଟେ ଏହି ବିସ୍ଫୋରଣ ମାମଲାରେ ନିଜ ଆଡୁ ମାମଲା କରି ତଦନ୍ତ କରୁଛି କମିଶନରେଟ୍ ପୁଲିସ।  ମିଳିଥିବା ମାଂସ ଖଣ୍ଡକୁ ଡିଏନ୍ଏ ଟେଷ୍ଟ ପାଇଁ ପଠାଯାଇଛି । ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ, ବିସ୍ଫୋରଣ ପୂର୍ବରୁ ସେଠାରେ ୪ ଜଣ କାମ କରୁଥିଲେ। ତେଣୁ ବିସ୍ଫୋରଣ ପରେ ସୃଷ୍ଟି ହୋଇଥିବା ଗାତ ଭିତରେ କାଳେ କିଏ ରହିଯାଇଥିବେ, ସେନେଇ ଅନୁଧ୍ୟାନ କରୁଛି ପୁଲିସ। ଅପରପକ୍ଷେ ଏହି ପ୍ରାଣଘାତୀ ବିସ୍ଫୋରଣରେ କଟକ ଏସସିବିରେ ଗଞ୍ଜାମ ଜିଲ୍ଲାର ସଦାନନ୍ଦ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ  ହୋଇଥିବାବେଳେ ଆଉ ଜଣେ ଗୁରୁତର ଅଛନ୍ତି । ଅନ୍ୟ ଜଣେ ନିଖୋଜ ଥିବା କୁହାଯାଉଛିା ଏଭଳି ସ୍ଥିତିରେ ଗଂଜାମ ଜିଲ୍ଲାର ସୀମାଞ୍ଚଳ ପରିଡ଼ା ନାମକ ଜଣେ ବ୍ୟକ୍ତି ନିଖୋଜ ଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକୋ । ସେ ଜଣେ ଡିପ୍ଲୋମା ଇଂଜିନିୟର । ଏଲପିଜି କାମରେ ସେ ନିୟୋଜିତ ଥିବା ତାଙ୍କ ଭଉଣୀ କହିଛନ୍ତି।  ତାଙ୍କର କୌଣସି ସୂଚନା ମିଳିନଥିବା ବେଳେ ସୀମାଞ୍ଚଳଙ୍କ ଏଟିଏମ୍ ଏବଂ ମନିପର୍ସ ମିଳିଥିବା ଆଇଓସିଏଲ୍ ଅଧିକାରୀ ସୂଚନା ଦେଇଥିବା ପରିବାର ଲୋକେ କହିଛନ୍ତି ।

ବିସ୍ଫୋରଣ ପରଠୁ ଘଟଣାସ୍ଥଳରେ ଚାଲିଛି ଉଦ୍ଧାର ପ୍ରକ୍ରିୟା ଓଡ୍ରାଫ୍, ଏନଡିଆରଏଫ୍, ଅଗ୍ନିଶମ ବାହିନୀ ଏହି କାର୍ଯ୍ୟରେ ଲାଗିଛନ୍ତି। ସେପଟେ ମୃତକଙ୍କ ପରିବାରକୁ ୮ ଲକ୍ଷ ଟଙ୍କାର ଅନୁକମ୍ପା ରାଶି, ଗୁରୁତରଙ୍କୁ ୪ ଲକ୍ଷ ଏବଂ ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛି IOCL।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story