କଣ ରହିବ ସେପ୍ଟେମ୍ୱର ମାସର ଗାଇଡ୍‌ଲାଇନ୍‌?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଗ୍ରାଫ୍‌ କମିବାରେ ଲାଗିଛି। ହେଲେ ସମ୍ପୂର୍ଣ୍ଣ ଅନ୍‌ଲକ୍‌ ହୋଇନାହିଁ ଓଡ଼ିଶା। ବିଶେଷ କରି ଭୁବନେଶ୍ୱର, କଟକ ଓ ପୁରୀରେ ସପ୍ତାହନ୍ତ ଶଟ୍‌ଡାଉନ୍‌ ଓ ନାଇଟ୍‌ କର୍ଫୁ ଲାଗୁ ରହୁଛି। ଏପରି ସ୍ଥିତିରେ କଣ ରହିବ ସେପ୍ଟେମ୍ବର ମାସର ଗାଇଡ଼ଲାଇନ୍‌? ଅଗଷ୍ଟର ଗାଇଡ୍‌ଲାଇନ୍‌ରେ ଆଉ ଟିକେ କୋହଳ ହେବ କି? ନା ସଂପୂର୍ଣ୍ଣ ଅନ୍‌ଲକ୍‌ କରିବେ ସରକାର। ତେବେ ସମ୍ଭାବ୍ୟ ତୃତୀୟ ଲହରକୁ ଦେଇ ସଂପୂର୍ଣ୍ଣ ଅନଲକ ପରିବର୍ତ୍ତେ କଟକଣାକୁ ଆଉ […]

bbsr

bbsr

Manoranjan Sial
  • Published: Monday, 30 August 2021
  • Updated: 30 August 2021, 07:48 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଗ୍ରାଫ୍‌ କମିବାରେ ଲାଗିଛି। ହେଲେ ସମ୍ପୂର୍ଣ୍ଣ ଅନ୍‌ଲକ୍‌ ହୋଇନାହିଁ ଓଡ଼ିଶା। ବିଶେଷ କରି ଭୁବନେଶ୍ୱର, କଟକ ଓ ପୁରୀରେ ସପ୍ତାହନ୍ତ ଶଟ୍‌ଡାଉନ୍‌ ଓ ନାଇଟ୍‌ କର୍ଫୁ ଲାଗୁ ରହୁଛି। ଏପରି ସ୍ଥିତିରେ କଣ ରହିବ ସେପ୍ଟେମ୍ବର ମାସର ଗାଇଡ଼ଲାଇନ୍‌? ଅଗଷ୍ଟର ଗାଇଡ୍‌ଲାଇନ୍‌ରେ ଆଉ ଟିକେ କୋହଳ ହେବ କି? ନା ସଂପୂର୍ଣ୍ଣ ଅନ୍‌ଲକ୍‌ କରିବେ ସରକାର। ତେବେ ସମ୍ଭାବ୍ୟ ତୃତୀୟ ଲହରକୁ ଦେଇ ସଂପୂର୍ଣ୍ଣ ଅନଲକ ପରିବର୍ତ୍ତେ କଟକଣାକୁ ଆଉ ଟିକେ କୋହଳ କରାଯିବା ସମ୍ଭାବନା ରହିଛି।

ସେହିପରି ସକାଳ ୬ଟାରୁ ରାତି ୮ଟା ଯାଏଁ ଦୋକାନ ଖୋଲା ରହିବା ନିଷ୍ପତ୍ତି ପରିବର୍ତ୍ତିନ କରି ଏହାକୁ ରାତି ୯ କିମ୍ବା ୧୦ ବଢାଯାଇପାରେ। ତେବେ ଧାର୍ମିକ, ରାଜନୈତିକ ଓ ସାମଜିକ ସମାବେଶ ଉପରେ ପୂର୍ବଭଳି କଟକଣା ରହିବ ବୋଲି ଅନୁମାନ କରାଯାଉଛି। ସେହିପରି ପ୍ରଦର୍ଶନୀ, ବାଣିଜ୍ୟ ମେଳା, ମହୋତ୍ସବ ଆୟୋଜନ ହୋଇପାରିବ ନାହିଁ। ତେବେ ବିବାହରେ ୨୫, ବ୍ରତଘର ଓ ଶୁଦ୍ଧିକ୍ରିୟାରେ ୨୦ ଲୋକ ନିୟମରେ ପରିବର୍ତ୍ତନ ହୋଇପାରେ।

ସେପ୍ଟେମ୍ବର ଗାଇଡ୍‌ଲାଇନ୍‌ କାଉଣ୍ଟଡାଉନ ଭିତରେ କଟକ, ଭୁବନେଶ୍ୱର ଓ ପୁରୀରୁ ସପ୍ତାହନ୍ତ ଶଟ୍‌ଡାଉନ୍‌ ଉଠାଇବା ସହ ନାଇଟ କର୍ଫୁ କୋହଳ କରିବାକୁ ଦାବି କରିଛି ଓଡ଼ିଶା ବ୍ୟବସାୟୀ ମହାସଂଘ। ମାର୍କେଟର ଯେଉଁ ସ୍ଥାନରେ ଗହଳି ହେଉଛି, ସେସବୁ ସ୍ଥାନରେ ସ୍ୱତନ୍ତ୍ର ନଜର ରଖିବାକୁ ସଂଘ ଦାବି କରିଛି।

ସେପଟେ ଆଜି ୮୪୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ସେମାନଙ୍କ ଭିତରୁ ଖୋର୍ଦ୍ଧାରୁ  ୩୪୯, କଟକରୁ ୧୩୪, ଯାଜପୁରରୁ ୪୫, ପୁରୀରୁ ୩୨, ବାଲେଶ୍ୱରରୁ ୨୩, ସମ୍ୱଲପୁରରୁ ୨୦, ମୟୂରଭଞ୍ଜରୁ ୧୮, ନୟାଗଡ଼ରୁ ୧୮, ଜଗତସିଂହପୁରରୁ ୧୭, ଢ଼େଙ୍କାନାଳରୁ ୧୪, ଦେବଗଡ଼ରୁ ୧୨, କେନ୍ଦ୍ରାପଡ଼ାରୁ ୧୨, ଭଦ୍ରକରୁ ୧୦, ରାୟଗଡ଼ାରୁ ୮, ସୁନ୍ଦରଗଡ଼ରୁ ୮, ଅନୁଗୋଳରୁ ୭,  ବରଗଡ଼ରୁ ୭, ଗଜପତିରୁ ୬, କୋରାପୁଟରୁ ୫, ଝାରସୁଗୁଡ଼ାରୁ ୪, କନ୍ଧମାଳରୁ ୪, ବଲାଙ୍ଗିରରୁ ୨, କଳାହାଣ୍ଡିରୁ ୨, କେନ୍ଦୁଝରରୁ ୨,  ମାଲକାନଗିରିରୁ ୨, ସୋନପୁରରୁ ୨, ନବରଙ୍ଗପୁରରୁ ଜଣେ ଓ ଷ୍ଟେଟ୍‌ପୁଲରୁ ୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୯୯୨୪୭୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story