ପାଟଣାଗଡ଼ ଗଣହତ୍ୟା ପଛର ରହସ୍ୟ କ’ଣ?                                                               

ବଲାଙ୍ଗିର (ମନରଞ୍ଜନ ଯୋଶୀ): ପାଖାପାଖି ସପ୍ତାହେ ହେଲାଣି । ପାଟଣାଗଡ ଗଣହତ୍ୟାର ତଦନ୍ତ ଜାରି ରହିଛି। ଏହି ଘଟଣାରେ ଏଯାଏଁ ୮ରୁ୯ ଜଣଙ୍କୁ ଅଟକରଖି ତଦନ୍ତ କରୁଛି ବଲାଙ୍ଗିର ପୋଲିସ ସ୍ୱତନ୍ତ୍ର ଟିମ। ମିଳିଥିବା ସୂଚନା ମୁତାବକ, ହତ୍ୟାକାଣ୍ଡରେ ବ୍ୟବହୃତ ତିନିରୁ ଚାରୋଟି ବାଇକକୁ ଜବତ କରିଛି ପୁଲିସ।  କିନ୍ତୁ ହତ୍ୟାକାଣ୍ଡ ପଛର କାହାଣୀ, ଏତେ ବଡ କାରଣ ନୁହେଁ  । ପଡ଼ା ଭିତରେ ପତିଆରା ପାଇଁ ପଡୋଶୀ ସହିତ ଗଣ୍ଡୋଗୋଳ ହେଉଥିଲା । ଆଉ ସେହି […]

8bnc

8bnc

Tapas Behera
  • Published: Monday, 16 November 2020
  • Updated: 16 November 2020, 04:50 PM IST

Sports

Latest News

ବଲାଙ୍ଗିର (ମନରଞ୍ଜନ ଯୋଶୀ): ପାଖାପାଖି ସପ୍ତାହେ ହେଲାଣି । ପାଟଣାଗଡ ଗଣହତ୍ୟାର ତଦନ୍ତ ଜାରି ରହିଛି। ଏହି ଘଟଣାରେ ଏଯାଏଁ ୮ରୁ୯ ଜଣଙ୍କୁ ଅଟକରଖି ତଦନ୍ତ କରୁଛି ବଲାଙ୍ଗିର ପୋଲିସ ସ୍ୱତନ୍ତ୍ର ଟିମ। ମିଳିଥିବା ସୂଚନା ମୁତାବକ, ହତ୍ୟାକାଣ୍ଡରେ ବ୍ୟବହୃତ ତିନିରୁ ଚାରୋଟି ବାଇକକୁ ଜବତ କରିଛି ପୁଲିସ।  କିନ୍ତୁ ହତ୍ୟାକାଣ୍ଡ ପଛର କାହାଣୀ, ଏତେ ବଡ କାରଣ ନୁହେଁ  । ପଡ଼ା ଭିତରେ ପତିଆରା ପାଇଁ ପଡୋଶୀ ସହିତ ଗଣ୍ଡୋଗୋଳ ହେଉଥିଲା । ଆଉ ସେହି ଗଣ୍ଡୋଗୋଳ ହିଁ ଗଣହତ୍ୟାର କାରଣ ବୋଲି ଜାଣିପାରିଛି ପୁଲିସ।

ଗତ ୧୧ ତାରିଖରେ  ପାଟଣାଗଡରେ ଘଟିଥିଲା ଗଣହତ୍ୟା । ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟାକରି ଫେରାର ମାରିଥିଲେ ଦୃବୃର୍ତ୍ତ । ଯେଉଁଥିରେ ବୁଲୁ ଜାନୀଙ୍କ ପରିବାରର ୬ ଜଣଙ୍କୁ ହତ୍ୟା କରାଯାଇଥିଲା। କିଛି ଦିନ ତଳେ ବୁଲୁ ଜାନୀ ଓ ଗଙ୍ଗୁଆ ମାଝୀଙ୍କ ଭିତରେ ଗଣ୍ଡୋଗୋଳ ହୋଇଥିଲା। ଘଟଣାଦିନ ଗଙ୍ଗୁଆର ଅନୁପସ୍ଥିତିରେ ତାଙ୍କ ଘରର ତାଲା ଭାଙ୍ଗୁଥିଲା ବୁଲୁ ଜାନୀ ।  ତାଲା ଭାଙ୍ଗୁଥିବା ଦେଖି ବୁଲୁ ଜାନୀଙ୍କୁ ବୁଲୁ ମହାନ୍ତି ବାରଣ କରିଥିଲେ ।  ଆଉ ଏହିଥିରୁ ହୋଇଥିଲା ମାଝି ଓ ଜାନୀ ପରିବାରର ଗଣ୍ଡୋଗୋଳ  । ଆକ୍ରମଣ-ପ୍ରତି ଆକ୍ରମଣରେ ବୁଲୁ ଜାନୀଙ୍କ ପରିବାରର ୬ ଜଣ ହତ୍ୟାକାଣ୍ଡରେ ଶିକାର ହୋଇ ଥିଲେ।

ପୂର୍ବରୁ ବି ଛୋଟ ଛୋଟ ଘଟଣାକୁ ନେଇ ଲାଗିରହିଥିଲା ଗଣ୍ଡୋଗୋଳ।  ପଡାବାସିନ୍ଦାଙ୍କ ପାଖରୁ ମିଲିଥିବା ସୂଚନା ଅନୁଯାୟୀ, ପୂରା ପଡାରେ ସମସ୍ତଙ୍କ ଉପରେ ନିଜ ଦବଦବା ଜାହିର କରିବାକୁ ବିଭିନ୍ନ ପ୍ରକାର ଚେଷ୍ଟା କରୁଥିଲା ବୁଲୁ ଜାନୀ । ତେଣୁ ଗଙ୍ଗୁଆ ଓ ବୁଲୁ ଜାନୀ ପରିବାର ଭିତରେ ଅନେକ କାରଣକୁ ନେଇ ଲାଗିରହିଥିଲା ଗଣ୍ଡୋଗୋଳ।  ଏସର ସୁରାକ ପାଇ ପୋଲିସ ତଦନ୍ତ କରୁଛି।  ହତ୍ୟାକାଣ୍ଡ ଘଟିଥିବା ଜାଗାରେ କୌଣସି ପ୍ରାଥମିକ ପ୍ରମାଣ ନଥିବାରୁ, ପୁଲିସ ପାଇଁ ବଡ ଚ୍ୟାଲେଞ୍ଜ ହୋଇଥିଲା।

କିନ୍ତୁ ପାଖ ପଡୋଶୀଙ୍କୁ ପଚରା ଉଚୁରା କରି  ସୁରାକ ପାଇଥିଲା ପୁଲିସ । ଆଉ ପ୍ରଥମେ ଦୁଇଜଣଙ୍କୁ ଆଣି ଜେରା କରିବା ପରେ ଆଉ ଦୁଇଜଣଙ୍କୁ ଆଣି ଅଟକ ରଖିଥିଲା । ଚାରିଜଣଙ୍କୁ ମାରାଥନ ଜେରା ପରେ, ଜିଲ୍ଲା ବାହାରକୁ ଯାଇଥିଲା ବଲାଙ୍ଗିର ପୋଲିସର ସ୍ୱତନ୍ତ୍ର ଟିମ ।  କଳାହାଣ୍ଡି-ନବରଙ୍ଗପୁର ସୀମାନ୍ତ ଅଂଚଳରୁ ୪ରୁ୫ ଜଣ ଉଠାଇ ଆଣିଛି ପୁଲିସର ସ୍ୱତନ୍ତ୍ର ଟିମ ।  ଏମାନେ ସମସ୍ତେ ସଅଁରାପଡାର ଗଙ୍ଗୁ‌ଆ ମାଝିଙ୍କ ପରିବାର ଓ ସଂର୍ପକୀୟ ଲୋକ ।  ଏମାନେ ବ୍ୟବହାର କରୁଥିବା ୨ଟି ମୋପେଡ ଓ ୨ଟି ସ୍କୁଟିକୁ ଜବତ କରିଛି ପୁଲିସ । ହତ୍ୟାକାଣ୍ଡ ଭିଆଇଲା ପରେ ଏମାନେ ସମସ୍ତେ ମୋପେଡ ଓ ସ୍କୁଟି ଦ୍ୱାରା ନବରଂଗପୁର ଚାଲିଯାଇଥିଲେ  । ଏପରିକି ଗଇଁତି, ଶାବଳ,ଟାଙ୍ଗିଆ ଓ ଲୁହାରଡରେ ହତ୍ୟା କରିଥିବା ଜଣାପଡିଛି  । ତେଣୁ ହତ୍ୟାକାଣ୍ଡର ପ୍ରାୟ ସମସ୍ତ ଅଭିଯୁକ୍ତ ପୁଲିସ ହାତରେ ଧରାପଡ଼ି ସାରି ଥିବା ବେଳେ ଏବେ କେବଳ ଗଙ୍ଗୁଆ ମାଝିକୁ ଖୋଜୁଛି ବଲାଙ୍ଗିର ପୋଲିସର ସ୍ୱତନ୍ତ୍ର ଟିମ  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story