ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ନେଇ କଣ ପଦେକ୍ଷପ ନେଇଛ?

କଟକ(ଓଡ଼ିଶା ରିପୋର୍ଟର): ଅଲିଭ୍‌ ରିଡ୍‌ଲେ କଇଁଛମାନଙ୍କର ସୁରକ୍ଷା ନେଇ କଣ ପଦେକ୍ଷପ ନିଆଯାଇଛି? ତାହା ସତ୍ୟପାଠ ଜରିଆରେ ଜଣାଇବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଗହୀରମଥା ଓ ଋଷିକୂଲ୍ୟା ମୁହାଣରେ କଇଁଛମାନଙ୍କ ସୁରକ୍ଷା ପାଇଁ ଗଠିତ କମିଟିର ପରାମର୍ଶ ଅନୁଯାୟୀ କଣ ପଦେକ୍ଷପ ନିଆଯାଇଛି, ତାହା ଜଣାଇବାକୁ କୋର୍ଟ କହିଛନ୍ତି। କଇଁଛମାନଙ୍କ ସୁରକ୍ଷା ପାଇଁ ଏକ ଗଠିତ କମିଟି ଗଠନ କରାଯାଇଥିଲା। ଏହି କମିଟି ଗହୀରମଥା ଓ ଋଷିକୂଲ୍ୟା ମୁହାଣରେ ଗସ୍ତ କରିଥିଲା। ପରେ […]

Orissa High Court

Orissa High Court

Manoranjan Sial
  • Published: Tuesday, 03 August 2021
  • Updated: 03 August 2021, 08:54 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଅଲିଭ୍‌ ରିଡ୍‌ଲେ କଇଁଛମାନଙ୍କର ସୁରକ୍ଷା ନେଇ କଣ ପଦେକ୍ଷପ ନିଆଯାଇଛି? ତାହା ସତ୍ୟପାଠ ଜରିଆରେ ଜଣାଇବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଗହୀରମଥା ଓ ଋଷିକୂଲ୍ୟା ମୁହାଣରେ କଇଁଛମାନଙ୍କ ସୁରକ୍ଷା ପାଇଁ ଗଠିତ କମିଟିର ପରାମର୍ଶ ଅନୁଯାୟୀ କଣ ପଦେକ୍ଷପ ନିଆଯାଇଛି, ତାହା ଜଣାଇବାକୁ କୋର୍ଟ କହିଛନ୍ତି।

କଇଁଛମାନଙ୍କ ସୁରକ୍ଷା ପାଇଁ ଏକ ଗଠିତ କମିଟି ଗଠନ କରାଯାଇଥିଲା। ଏହି କମିଟି ଗହୀରମଥା ଓ ଋଷିକୂଲ୍ୟା ମୁହାଣରେ ଗସ୍ତ କରିଥିଲା। ପରେ କଇଁଛମାନଙ୍କ ଅଣ୍ଡା ଦାନ ସମୟ ନଭେମ୍ବରରୁ ଆରମ୍ଭ କରି ଏପ୍ରିଲ ପର୍ଯ୍ୟନ୍ତ ମାଛ ଧରା ନିଷେଧ କରିବାକୁ କମିଟି ସୁପାରିଶ କରିଥିଲା। ଜଙ୍ଗଲି ଜନ୍ତୁମାନଙ୍କ କବଳରୁ କଇଁଛ ଅଣ୍ଡା ଓ ସାବକମାନଙ୍କୁ ସୁରକ୍ଷା ଦେବା ପାଇଁ ତାର ବାଡ଼ ଘେରାଇବାକୁ ସୁପାରିଶ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳରେ ଚଳ ପ୍ରଚଳ ହେଉଥିବା ଟ୍ରଲର ଓ ବୋଟ୍‌ ଗୁଡ଼ିକର ଗତିବିଧି ଉପରେ ନଜର ରଖିବା ପାଇଁ ଟ୍ରାନ୍ସପଣ୍ଡର ଲଗାଇବା ପାଇଁ କୁହାଯାଇଥିଲା। ଏଥିପାଇଁ ଇସ୍ରୋ ସହ ଯୋଗାଯୋଗ କରିବା ଲାଗି  କମିଟି ପ୍ରସ୍ତାବ ଦେଇଥିଲା।

ମାଛ ଧରା ବନ୍ଦ ହେବା ଯୋଗୁ କ୍ଷତିଗ୍ରସ୍ତ ହେଉଥିବା ମତ୍ସଜିଵୀମାନଙ୍କୁ ଆର୍ଥିକ ସାହାୟତା ଯୋଗାଇବା ସହ ମନରେଗା ଯୋଜନାରେ କର୍ମ ନିଯୁକ୍ତି ଯୋଗାଇବାକୁ କମିଟି କହିଥିଲା। କମିଟିର ଏହି ପରାମର୍ଶ ଉପରେ କଣ କଣ ପଦଖେପ ଗ୍ରହଣ କରାଯାଇଛି ସେ ନେଇ ଜଣାଇବା ପାଇଁ ହାଇକୋର୍ଟ କହିଛନ୍ତି। ସେପ୍ଟେମ୍ବର ୨୧ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣୀ ହେବ ଆମିକସ୍‌କ୍ୟୁରୀ ମୋହିତ ଅଗ୍ରୱାଲ୍‌ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story