୫ ମାସ ବନାମ ୧୫ ଦିନ: ପାରିବାପଣିଆ ଉପରେ ଉଠିଲା ପ୍ରଶ୍ନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ନୟାଗଡ଼ ନାବାଳିକା ହତ୍ୟା ଘଟଣାର ପ୍ରାୟ ୫ ମାସ ପରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ ପରେ ନୟାଗଡ଼ ପୁଲିସର ପାରିବା ପଣିଆକୁ ନେଇ ଉଠିଛି ପ୍ରଶ୍ନ । ମାତ୍ର ଦୁଇ ସପ୍ତାହର ଛାନଭିନ୍ ପରେ ପୀଡ଼ିତା ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା କହି ଅଭିଯୁକ୍ତ ପାଖରେ ପହଞ୍ଚିବା ସହ ତାଙ୍କ ବିରୋଧରେ ପଯର୍ୟାପ୍ତ ତଥ୍ୟ ପ୍ରମାଣ ଥିବା ଦାବି କରିଛନ୍ତି ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା । ପ୍ରଶ୍ନ ଉଠୁଛି, ଯଦି ସରୋଜ […]

898

898

Tapas Behera
  • Published: Tuesday, 22 December 2020
  • Updated: 22 December 2020, 04:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ନୟାଗଡ଼ ନାବାଳିକା ହତ୍ୟା ଘଟଣାର ପ୍ରାୟ ୫ ମାସ ପରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ ପରେ ନୟାଗଡ଼ ପୁଲିସର ପାରିବା ପଣିଆକୁ ନେଇ ଉଠିଛି ପ୍ରଶ୍ନ । ମାତ୍ର ଦୁଇ ସପ୍ତାହର ଛାନଭିନ୍ ପରେ ପୀଡ଼ିତା ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା କହି ଅଭିଯୁକ୍ତ ପାଖରେ ପହଞ୍ଚିବା ସହ ତାଙ୍କ ବିରୋଧରେ ପଯର୍ୟାପ୍ତ ତଥ୍ୟ ପ୍ରମାଣ ଥିବା ଦାବି କରିଛନ୍ତି ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା । ପ୍ରଶ୍ନ ଉଠୁଛି, ଯଦି ସରୋଜ ଅଭିଯୁକ୍ତ ଏବଂ ଅପରାଧକୁ ନେଇ ଏତେ ପ୍ରମାଣ ରହିଥିଲା, ତେବେ ନୟାଗଡ଼ ପୋଲିସ ଏସବୁ ବିଷୟରେ ସାମାନ୍ୟ ଟେର୍ ବି ପାଇଲାନି କେମିତି? ଜଣେ ନିଷ୍ପାପ ଶିଶୁକୁ ପ୍ରଥମେ ତଣ୍ଟି ଚିପି ହତ୍ୟା, ତା ପରେ ତାକୁ ଘର ଭିତରେ ଦୁଷ୍କର୍ମ, ମୃତଦେହକୁ ବସ୍ତାରେ ପୁରାଇ ପୋଖରୀ କଡ଼ରେ ଫିଙ୍ଗିବା, ୧୦ ଦିନ ଭିତରେ ନାବାଳିକାର ଦେହାବଶେଷ ମିଳିବା ଆଦି  ଜଘନ୍ୟ କାଣ୍ଡ ଘଟିଥିଲେ ବି ଯାଞ୍ଚ ବେଳେ କାହିଁକି ଏ ସମ୍ପର୍କରେ ଟିକିଏ ବି ହେଲେ ସୁରାକ ପାଇ ପାରିନଥିଲା ନୟାଗଡ଼ ସଦର ପୁଲିସ ?

ତେଣେ ଜୁଲାଇ ୨୩ରେ ନାବାଳିକାର ଗଳିତ ଶବ ଉଦ୍ଧାର ହେବା ପରେ ତାର ଫ୍ରକ୍ ମିଳିବା, ଫ୍ରକରୁ ସିମେନ୍ ଦାଗ ମିଳିଥିବା ନେଇ ଇନକ୍ୱେଷ୍ଟ ରିପୋର୍ଟରୁ ସୂଚନା ପରେ ବି ଏସବୁ ଦିଗକୁ ନେଇ ପୁଲିସ ଚୁପ୍ ବସିଥିଲା କେମିତି? ହତ୍ୟା ପଛରେ ଦୁଷ୍କର୍ମ ଯେ ଘଟିନି, ସେ ଦିଗକୁ କେମିତି ନଜର ଅନ୍ଦାଜ କରିଥିଲା ପୁଲିସ? ନାବାଳିକାର ବାପା ମା ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ଅନୁସନ୍ଧାନ ବେଳେ କେମିତି ଏତେସବୁ ଦିଗ ସମ୍ପର୍କରେ ସାମାନ୍ୟ ସୂଚନା ବି ପାଇନଥିଲା? ଏତେ ବଡ ସମ୍ବେଦନଶୀଳ ଘଟଣା ଘଟିଥିଲେ ବି କଣ କରୁଥିଲେ ନୟାଗଡ ଏସ୍ପି ପ୍ରତ୍ୟୁଷ ଦିବାକର। ?  ଗତ ନଭେମ୍ବର ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାର ଏସଆଇଟି ତଦନ୍ତ ନିର୍ଦ୍ଦେଷ ଦେଥିଲେ। ୨୯ ତାରିଖରେ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱର ୫ ଜଣିଆ ଟିମ୍‌ ଗଠନ କରାଯାଇଥିଲା। ଏହା ପରେ ଘଟଣାର ଆରମ୍ଭ ହୋଇଥିଲା ଛାନଭିନ୍‌। ତଦନ୍ତର ୧୫ ଦିନ ମଧ୍ୟରେ ଏସ୍‌ଆଇଟି ହତ୍ୟା ଘଟଣାର କାରଣ ଖୋଜି ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିଥିଲା। ଗତ ୧୬ ତାରିଖରେ ପରୀ ହତ୍ୟା ନେଇ ହାଇକୋର୍ଟଙ୍କୁ ଏକ ବନ୍ଦ ଲଫାଫା ମଧ୍ୟରେ ପ୍ରମାଣ ଦେଇଥିଲା ଏସ୍‌ଆଇଟି।

ଇତିମଧ୍ୟରେ ଏସ୍ଆଇଟି ତଦନ୍ତ ଦାୟିତ୍ୱ ନେବା ପରେ ରାଜ୍ୟ ସରକାର ନୟାଗଡ ଏସ୍‌ଡିପିଓ ନିରଞ୍ଜନ ପାଢୀଙ୍କୁ ବଦଳି କରିବା ସହ ସଦର ଥାନା ଆଇଆଇସି ରୀନାରାଣୀ ସାହୁଙ୍କୁ ନିଲମ୍ବିତ କରିଛନ୍ତି । ଯଦି ୫ ମାସ ପରେ ପାରିପାର୍ଶ୍ୱିକ ତଥ୍ୟ ପ୍ରମାଣକୁ ନେଇ ଏସଆଇଟି ଏତେ କମ୍ ଦିନରେ ମୁଖ୍ୟ ଅଭିଯୁକ୍ତ ପାଖରେ ପହଞ୍ଚି ପାରିଲା, ତେବେ ଜିଲ୍ଲା ପୁଲିସ ୫ ମାସ ଧରି କଣ କରୁଥିଲା ତାକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story