ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଓଡ଼ିଶା ଆସିଲେ, କ୍ୱାରେଣ୍ଟାଇନରେ ରହିବେନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ୟାସ୍‌’ ଉତ୍ତର ଓଡ଼ିଶାରେ ଅଧିକ କ୍ଷୟକ୍ଷତି କରିବାର ଆଶଙ୍କା ଥିବାବେଳେ ବାତ୍ୟା ପରବର୍ତ୍ତୀ ସ୍ଥିତିକୁ ସମ୍ଭାଳିବା ପାଇଁ ରାଜ୍ୟ ସରକାର ଆଜି ବିଭିନ୍ନ ନିର୍ଦ୍ଦେଶନାମା ଜାରି କରିଛନ୍ତି। ବାତ୍ୟା ପରେ ରିଲିଫ, ମରାମତି, ପୁନରୁଦ୍ଧାର ଓ ଅନ୍ୟ ବାତ୍ୟା ସଂକ୍ରାନ୍ତ ଗତିବିଧି ପାଇଁ ଓଡ଼ିଶା ଆସୁଥିବା ଲୋକଙ୍କ ନିମନ୍ତେ କୋଭିଡ୍ ନିୟମକୁ କୋହଳ କରାଯାଇଥିବାବେଳେ ବିଦ୍ୟୁତ ଯୋଗାଣକୁ ସ୍ୱାଭାବିକ କରିବା ନିମନ୍ତେ ନିୟୋଜିତ ହେବାକୁ ଥିବା ଶ୍ରମିକଙ୍କ […]

Rain

Rain

Tapas Behera
  • Published: Monday, 24 May 2021
  • Updated: 24 May 2021, 10:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ୟାସ୍‌’ ଉତ୍ତର ଓଡ଼ିଶାରେ ଅଧିକ କ୍ଷୟକ୍ଷତି କରିବାର ଆଶଙ୍କା ଥିବାବେଳେ ବାତ୍ୟା ପରବର୍ତ୍ତୀ ସ୍ଥିତିକୁ ସମ୍ଭାଳିବା ପାଇଁ ରାଜ୍ୟ ସରକାର ଆଜି ବିଭିନ୍ନ ନିର୍ଦ୍ଦେଶନାମା ଜାରି କରିଛନ୍ତି। ବାତ୍ୟା ପରେ ରିଲିଫ, ମରାମତି, ପୁନରୁଦ୍ଧାର ଓ ଅନ୍ୟ ବାତ୍ୟା ସଂକ୍ରାନ୍ତ ଗତିବିଧି ପାଇଁ ଓଡ଼ିଶା ଆସୁଥିବା ଲୋକଙ୍କ ନିମନ୍ତେ କୋଭିଡ୍ ନିୟମକୁ କୋହଳ କରାଯାଇଥିବାବେଳେ ବିଦ୍ୟୁତ ଯୋଗାଣକୁ ସ୍ୱାଭାବିକ କରିବା ନିମନ୍ତେ ନିୟୋଜିତ ହେବାକୁ ଥିବା ଶ୍ରମିକଙ୍କ ପାରିଶ୍ରମିକକୁ ମଧ୍ୟ ବୃଦ୍ଧି କରାଯାଇଛି।
ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ଏକ ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରିଲିଫ, ମରାମତି, ପୁନରୁଦ୍ଧାର ଓ ଅନ୍ୟାନ୍ୟ ବାତ୍ୟା ସଂକ୍ରାନ୍ତ କାର୍ଯ୍ୟ ପାଇଁ ଓଡ଼ିଶା ଆସୁଥିବା ଲୋକମାନଙ୍କୁ ଆରଟି-ପିସିଆର ନେଗେଟିଭ୍ ରିପୋର୍ଟ କିମ୍ବା କୋଭିଡ୍ ଟିକା ସାଟିଁଫିକେଟ ଦେବାକୁ ପଡ଼ିବ ନାହିଁ। ସେମାନଙ୍କୁ ମଧ୍ୟ ସମସ୍ତ ପ୍ରକାରର କ୍ୱାରେଣ୍ଟାଇନ ନିୟମରୁ ବାଦ୍ ଦିଆଯିବ। ତେବେ ସେମାନେ ବାତ୍ୟା ସଂକ୍ରାନ୍ତ କାର୍ଯ୍ୟରେ ଓଡ଼ିଶା ଆସିଥିବା ନେଇ ସ୍ଥାନୀୟ ପ୍ରଶାସନ କିମ୍ବା ପୁଲିସକୁ ପ୍ରମାଣପତ୍ର ଦେଖାଇବେ।
ଅନ୍ୟ ଏକ ନିର୍ଦ୍ଦେଶକ୍ରମେ ରାଜ୍ୟ ଶକ୍ତି ବିଭାଗ ସାମୁଦ୍ରିକ ବାତ୍ୟା ‘ୟାସ୍‌’ ପରେ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ଶ୍ରମିକମାନଙ୍କର ପାରିଶ୍ରମିକକୁ ଆଜି ବୃଦ୍ଧି କରିଛନ୍ତି। ଟାଟା ପାୱାରର ୪ଟି ଯାକ ବିଦ୍ୟୁତବଣ୍ଟନକାରୀ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଏହି ପାରିଶ୍ରମିକ ବୃଦ୍ଧି ସମ୍ପର୍କରେ ରାଜ୍ୟ ସରକାର ଅବଗତ କରିଛନ୍ତି । ଅଣକୁଶଳୀ ଶ୍ରମିକଙ୍କ ଦୈନିକ ପାରିଶ୍ରମିକ ୪୬୨ଟଙ୍କା, ଅର୍ଦ୍ଧକୁଶଳୀ ଶ୍ରମିକଙ୍କର ୫୨୨ଟଙ୍କା ଓ କୁଶଳୀ ଶ୍ରମିକଙ୍କ ପାରିଶ୍ରମିକ ୫୯୭ଟଙ୍କା ଧାର୍ଯ୍ୟ କରାଯାଇଛି। ତେବେ ଏହି ଦର ବର୍ତ୍ତମାନ ବିଦ୍ୟୁତ ଉପକରଣ ସ୍ଥାନାନ୍ତର କାର୍ଯ୍ୟ କରୁଥିବା ଶ୍ରମିକଙ୍କ ପାଇଁ ଲାଗୁ ହେବନି । କେବଳ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର ନିମନ୍ତେ ଏହି ପାରିଶ୍ରମିକ ଦିଆଯିବ ।
ୟାସ୍‌ରେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବା ବିଦ୍ୟୁତ ଯୋଗାଣକୁ ଯୁଦ୍ଧକାଳୀନ ଭିତ୍ତିରେ ସଜାଡ଼ିବା ପାଇଁ ରାଜ୍ୟ ସରକାର ପ୍ରାୟ ୧୦ରୁ ୧୨ହଜାର ଶ୍ରମିକଙ୍କୁ ଏକଜୁଟ କରିବାକୁ ଲକ୍ଷ୍ୟ ରଖିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଏହି ଶ୍ରମିକମାନଙ୍କୁ ସେମାନଙ୍କ କାର୍ଯ୍ୟସ୍ଥଳରେ ଅବା ରହଣୀ ସ୍ଥଳରେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କରି କୋଭିଡ୍ ସଂକ୍ରମଣ ବ୍ୟାପିବା ଉପରେ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story