ଓଡ଼ିଶାର କଶ୍ମୀରରେ କେବେ ଖୋଲିବ ହୋଟେଲ୍‌?

ବାଲିଗୁଡ଼ା (ଅଜିତ ନାୟକ): ମହାମାରୀ କରୋନା ପାଇଁ ଦୀର୍ଘ ୭ ମାସ ଧରି ହୋଟେଲ୍‌ ଓ କଟେଜ ବନ୍ଦ ରହିଛି। ଯାହାଫଳରେ ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିର ହୋଟେଲ ବ୍ୟବସାୟୀ ଘୋର ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି। ଏମିତି ସମୟରେ ଅଧିକାଂଶ ହୋଟେଲ ମାଲିକ ବ୍ୟାଙ୍କ ଋଣ ସୁଝି ପାରୁ ନାହାନ୍ତି। ସେଥିପାଇଁ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏଥି ସହ ଦାରିଙ୍ଗବାଡ଼ିଠାରେ ଥିବା ୧୬ଟି ହୋଟେଲ ଓ କଟେଜରେ କାମ କରୁଥିବା କର୍ମଚାରୀ ମଧ୍ୟ ଜୀବିକା […]

daringbadi

daringbadi

Manoranjan Sial
  • Published: Thursday, 17 September 2020
  • Updated: 17 September 2020, 09:57 PM IST

ବାଲିଗୁଡ଼ା (ଅଜିତ ନାୟକ): ମହାମାରୀ କରୋନା ପାଇଁ ଦୀର୍ଘ ୭ ମାସ ଧରି ହୋଟେଲ୍‌ ଓ କଟେଜ ବନ୍ଦ ରହିଛି। ଯାହାଫଳରେ ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିର ହୋଟେଲ ବ୍ୟବସାୟୀ ଘୋର ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି। ଏମିତି ସମୟରେ ଅଧିକାଂଶ ହୋଟେଲ ମାଲିକ ବ୍ୟାଙ୍କ ଋଣ ସୁଝି ପାରୁ ନାହାନ୍ତି। ସେଥିପାଇଁ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏଥି ସହ ଦାରିଙ୍ଗବାଡ଼ିଠାରେ ଥିବା ୧୬ଟି ହୋଟେଲ ଓ କଟେଜରେ କାମ କରୁଥିବା କର୍ମଚାରୀ ମଧ୍ୟ ଜୀବିକା ହରାଇ ଅତି ଦୟନୀୟ ଅବସ୍ଥାରେ ଜୀବନ କାଟୁଛନ୍ତି। ତେଣୁ କନ୍ଧମାଳ ଜିଲ୍ଲା ପ୍ରଶାସନ ତୁରନ୍ତ ଦାରିଙ୍ଗବାଡ଼ିରେ ହୋଟେକ ଖୋଲିବା ପାଇଁ ଦୃଷ୍ଟି ଦିଅନ୍ତୁ ବୋଲି ଦାରିଙ୍ଗବାଡ଼ି ହୋଟେଲ ଆସୋସିଏସନ ଦାବି କରିଛି।

ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପର୍ଯ୍ୟଟକଙ୍କୁ ଦୃଷ୍ଟିରେ ରଖି କିଛି ବର୍ଷ ପୂର୍ବେ ହୋଟେଲ ଶିଳ୍ପ ଗଢି ଉଠିଛି। ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଦାରିଙ୍ଗବାଡ଼ିର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଆସିଥାନ୍ତି। ସେଠାରେ ରାତି ଯାପନ କରିବା ପାଇଁ ହୋଟେଲ୍‌ ଓ ବିଭିନ୍ନ କଟେଜ୍‌ରେ ରହିଥାଆନ୍ତି। ବିଶେଷ କରି ଶୀତ ଋତୁରେ ବେଶୀ ପର୍ଯ୍ୟଟକ ଆସିଥାନ୍ତି। କାରଣ ଶୀତୁଆ ସକାଳରେ ବରଫ ଚାଦର ଦାରିଙ୍ଗବାଡ଼ିର ସୌନ୍ଦର୍ଯ୍ୟକୁ ଦ୍ୱି’ଗୁଣିତ କରିଥାଏ। ହେଲେ ୨୦୨୦ ବର୍ଷ ଆରମ୍ଭରୁ ପର୍ଯ୍ୟଟନ ଶିଳ୍ପ ଉପରେ କାହାର ନଜର ଲାଗିଥିଲା। ମହାମାରୀ କରୋନା ପାଇଁ ପୂରା ହୋଟେଲ୍‌ ଶିଳ୍ପ ବନ୍ଦ ହୋଇଗଲା। ଯେଉଁଥିପାଇଁ ହୋଟେଲ୍‌, କଟେଜ୍‌ ମାଲିକ ଓ କର୍ମଚାରୀ ନାନା ସମସ୍ୟା ଦେଇ ଗତି କରୁଛନ୍ତି। ଯଥାଶୀଘ୍ର ଖୋଲିବାକୁ ଦାରିଙ୍ଗବାଡ଼ି  ହୋଟେଲ ଆସୋସିଏସନ୍‌ ଦାବି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story