କେବେ ବାହାରିବ ଯୁକ୍ତ ପରୀକ୍ଷା ଫଳ? ଚିନ୍ତାରେ ଛାତ୍ରଛାତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେବେ ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍‌ଟ? କଣ ହେବ ପରୀକ୍ଷାର୍ଥୀଙ୍କ ଭାଗ୍ୟ? ଯାହାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ ଓ ଅଭିଭାବକ। ଲକ୍‌ଡାଉନ ଓ ଶଟ୍‌ଡାଉନ୍‌ ଭିତରେ ଗଣଶିକ୍ଷା ବିଭାଗକୁ ମିଳୁନି ସମାଧାନର ବାଟ। ମହାମାରୀ ଭଳି ସମୟରେ ଉଭୟ CBSE ଓ ICSE ବୋର୍ଡ ଦଶମ ଏବଂ ଦ୍ୱାଦଶ ରେଜଲ୍ଟ ପ୍ରକାଶ କରି ସାରିଥିବା ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର କିନ୍ତୁ ଏଯାଏଁ ଖାତା ଦେଖା ସାରିପାରିନି। ଯୁକ୍ତ ଦୁଇ […]

strict-surveillance-system-are-in-place-for-the-plus-two-exams

Manoranjan Sial
  • Published: Saturday, 18 July 2020
  • Updated: 18 July 2020, 09:39 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେବେ ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍‌ଟ? କଣ ହେବ ପରୀକ୍ଷାର୍ଥୀଙ୍କ ଭାଗ୍ୟ? ଯାହାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ ଓ ଅଭିଭାବକ। ଲକ୍‌ଡାଉନ ଓ ଶଟ୍‌ଡାଉନ୍‌ ଭିତରେ ଗଣଶିକ୍ଷା ବିଭାଗକୁ ମିଳୁନି ସମାଧାନର ବାଟ। ମହାମାରୀ ଭଳି ସମୟରେ ଉଭୟ CBSE ଓ ICSE ବୋର୍ଡ ଦଶମ ଏବଂ ଦ୍ୱାଦଶ ରେଜଲ୍ଟ ପ୍ରକାଶ କରି ସାରିଥିବା ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର କିନ୍ତୁ ଏଯାଏଁ ଖାତା ଦେଖା ସାରିପାରିନି।

ଯୁକ୍ତ ଦୁଇ ଖାତା ଦେଖା ଅନ୍‌ଲାଇନ୍‌ ଓ ଅଫ୍‌ ଲାଇନ୍‌ରେ ଜୁନ ୧ରୁ ଖାତା ଆରମ୍ଭ ହୋଇଛି। ଇତି ମଧ୍ୟରେ ଜୁଲାଇ ଅଧା ହେଲାଣି। ହେଲେ ସରିନି ଖାତା ମୂଲ୍ୟାୟନ। ଅନ୍ୟପକ୍ଷରେ ସପ୍ତାହନ୍ତ ଶଟ୍‌ଡାଉନ ଓ ମୂଲ୍ୟାୟନ କେନ୍ଦ୍ରଗୁଡିକରେ କ୍ୱାରେଣ୍ଟାଇନ୍‌ ସେଣ୍ଟର୍ ହୋଇଥିବାରୁ ଖାତା ଦେଖା ପ୍ରଭାବିତ ହୋଇଛି। ଯେଉଁଥି ଲାଗି ରେଜଲ୍ଟ ପ୍ରକାଶନକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ସେଥିପାଇଁ ଦ୍ୱନ୍ଦ୍ୱରେ ଅଛନ୍ତି ଛାତ୍ରଛାତ୍ରୀ।

ତେବେ ଏହାରି ଭିତରେ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ସମସ୍ତ ଜିଲ୍ଲାପାଳ, SP ଓ DCPଙ୍କୁ ଶଟ୍‌ଡାଉନ୍‌ ସମୟରେ ଖାତା ଦେଖା ପାଇଁ ଚିଠି ଲେଖିଥିଲେ। ହେଲେ ଏବେ ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲା ଏବଂ ରାଉରକେଲା ମହାନଗର ନିଗମରେ ଲକ୍‌ଡାଉନ୍‌ ଚାଲିଛି। ଯେଉଁଠି ୩୫ଟି ପ୍ରମୁଖ ମୂଲ୍ୟାୟନ କେନ୍ଦ୍ର ରହିଛି। ଏସବୁ ସ୍ଥାନରେ ମୂଲ୍ୟାୟନ ବନ୍ଦ ରହିଛି। ଜିଲ୍ଲାପାଳମାନେ ଜିଲ୍ଲାର ଅବସ୍ଥାକୁ ଦେଖି ମୂଲ୍ୟାୟନ ବାବଦରେ ବିଚାର କରିବେ ବୋଲି ଗତକାଲି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଥିଲେ।

ଚଳିତବର୍ଷ ସାଢ଼େ ତିନି ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି। ଏବେ ପ୍ରଶ୍ନ ଉଠୁଛି, ମୂଲ୍ୟାୟନର ଦେଢ଼ ମାସ ବିତିଥିଲେ ସୁଦ୍ଧା କାହିଁକି ମୂଲ୍ୟାୟନ ଲାଗି ବିକଳ୍ପ ବ୍ୟବସ୍ଥା କରୁନି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ? CBSE ଭଳି ଶିକ୍ଷକମାନଙ୍କୁ ଘରେ ରହି କିମ୍ବା ନିଜ ନିଜ କଲେଜରେ ଖାତା ଦେଖିବା ଲାଗି ବ୍ୟବସ୍ଥା କାହିଁକି ଲାଗୁ କରୁନି CHSE?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story